Browsing Category
ଦେଶ ବିଦେଶ
ଗ୍ୟାଙ୍ଗରେପ୍ ପରେ ପୀଡିତାଙ୍କୁ ବିନା ପୋଷାକରେ ରାସ୍ତାରେ ଛାଡିଲେ ଦୁର୍ବୃତ୍ତ : ଅବସ୍ଥା ଗୁରୁତର, ୨ ଅଭିଯୁକ୍ତ ଗିରଫ
ମୁମ୍ବାଇ : ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଜଣେ ୩୫ ବର୍ଷୀୟା ମହିଳାଙ୍କୁ ତିନି ଜଣ ପୁରୁଷ ଗ୍ୟାଙ୍ଗ ବଳାତ୍କାର କରିବା ପରେ ତାଙ୍କୁ ବିନା ପୋଷାକରେ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିବା ଭଳି ଏକ ସଂଗୀନ ଘଟଣା ସାମ୍ନାକୁ ଆସିଛି । ଶନିବାର ପୋଲିସ ଏହି ସୂଚନା ଦେଇଛି । କରଧା ପୋଲିସ!-->…
Read More...
Read More...
ପୋଲିସ ଷ୍ଟେସନରେ ପଶି ଜଣେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ୧ ଗିରଫ, ୧ ଅଟକ
ନୂଆଦିଲ୍ଲୀ : ଦିଲ୍ଲୀର ଆନନ୍ଦ ବିହାର ପୋଲିସ ଷ୍ଟେସନରେ ପଶି ଜଣେ ହେଡ କନଷ୍ଟେବଳଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଜଣକୁ ଅଟକ ରଖିଛି । ଶନିବାର ଦିନ ପୋଲିସ କହିଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ୨୯ ବର୍ଷିୟ ସତୀଶ କୁମାର, ଯିଏ ଓକିଲାତି କରନ୍ତି ।
!-->!-->!-->…
Read More...
Read More...
ଚାଲିଛି ଉପରାଷ୍ଟ୍ରପତି ମତଦାନ
ନୂଆଦିଲ୍ଲୀ : ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ । ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହା ଆଜି ସ୍ଥିର ହେବ । ନୂଆଦିଲ୍ଲୀର ସଂସଦ ଗୃହରେ ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଭୋଟ ଗଣତି ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : କର୍ଣ୍ଣାଟକ ୟାଦଗିର ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୪ ଜଣ ଶିଶୁ ଅଛନ୍ତି । ଏକ ୩ ବର୍ଷର ଶିଶୁ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଆସି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ପଶ୍ଚିମବଙ୍ଗକୁ ବକେୟା ୧୦୦୯୬୮ କୋଟି ଟଙ୍କା ଦେବା ପାଇଁ ମମତା ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏକ ସ୍ମାରକପତ୍ର!-->…
Read More...
Read More...
ଚତୁର୍ଥ ମହଲାରୁ ଶିଶୁକନ୍ୟାକୁ ଫିଙ୍ଗି ମହିଳା ଡାକ୍ତର ଗିରଫ
ବାଙ୍ଗାଲୁରୁ : ବାଙ୍ଗାଲୁରୁର ସାମପଙ୍ଗିରାମନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଜଣେ ମହିଳା ଡାକ୍ତର ନିଜର ଚାରି ବର୍ଷର ଶିଶୁକନ୍ୟାକୁ ଚତୁର୍ଥ ମହଲାରୁ ଫିଙ୍ଗି ହତ୍ୟା କରିଥିବା ଜଣାପଡିଛି । ଡାକ୍ତର ଜଣଙ୍କ ଝିଅକୁ ଫିଙ୍ଗିବା ପରେ ନିଜେ ତଳକୁ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ!-->…
Read More...
Read More...
ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ହେଲା ଆଦିବାସୀ ସଂଗ୍ରାମୀଙ୍କ ଜୀବନୀ ପୁସ୍ତକ
ପୁସ୍ତକରେ ରହିଛି ରେଣ୍ଡୋ ମାଝୀ, ଚକରା ବିଶୋୟୀ ଓ ଲକ୍ଷ୍ମଣ ନାଏକଙ୍କ ଦେଶପ୍ରେମର ଗାଥା
ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀ ଠାରେ ‘ତିରଙ୍ଗା’ ଉତ୍ସବ ପାଳନ ଅବସରରେ ୨ଠ ଜଣ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ସମ୍ବଳିତ ଏକ କମିକ୍ ପୁସ୍ତକ ସଂସ୍କୃତି ମନ୍ତ୍ରଣାଳୟ ଅଗଷ୍ଟ ୨!-->!-->!-->…
Read More...
Read More...
ରେପୋ ଦର ଆଉ ୫୦ ବେସିସ ପଏଣ୍ଟ ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ
• ମୋଟ୍ ରେପୋ ଦର ୫.୪%ରେ ପହଞ୍ଚିଲା• ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୨% ରହିବାର ପୂର୍ବାନୁମାନ• ଭାରତ ବିଲ ପେମେଣ୍ଟ ସିଷ୍ଟମ ବ୍ୟବହାର କରି ବିଲ୍ ପଇଠ କରିପାରିବେ ପ୍ରବାସୀ ଭାରତୀୟ• ଆର୍ଥିକ ବଜାରକୁ ସୁଦୃଢ଼ କରିବା ଏବଂ ଆର୍ଥିକ ସେବା ଆଉଟସୋର୍ସିଂରେ ରହିଥିବା ବିପତ୍ତି!-->…
Read More...
Read More...
ଭାରତକୁ ଆଉ ୨ଟି ପଦକ
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ଟି ପଦକ ମିଳିଛି । ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଛି । ହେଭିଓ୍ୱଟ୍ ପାରା ପାୱାରଲିଫ୍ଟିଂରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଲଙ୍ଗ୍ ଜମ୍ପ୍ରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଛନ୍ତି ।!-->…
Read More...
Read More...
ସ୍ୱାଧୀନତା ଦିବସରେ ଜିଓ ଆରମ୍ଭ କରିପାରେ ୫ଜି ସେବା
ନୂଆଦିଲ୍ଲୀ : ଦେଶର ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ବ୍ୟବହାରକାରୀମାନଙ୍କ ପାଇଁ ଖୁବ୍ ଶୀଘ୍ର ୫ଜି ସେବା ଉପଲବ୍ଧ ହେବ । ନିକଟରେ ଅନୁଷ୍ଠିତ ସ୍ପେକ୍ଟ୍ରେମ ନିଲାମରେ ୪ଟି କମ୍ପାନି ୫ଜି ସ୍ପେକ୍ଟ୍ରମ କ୍ରୟ କରିଛନ୍ତି । ଏମାନଙ୍କ ମଧ୍ୟରୁ ରିଲାଏନ୍ସ ଜିଓ ଚଳିତମାସ ୧୫ ତାରିଖ ବା ସ୍ୱାଧୀନତା!-->…
Read More...
Read More...