Browsing Category
ଦେଶ ବିଦେଶ
“ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ…
"ବନ୍ଦେ ମାତରମ୍ ଆମ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ପ୍ରଦାନ କରିଥିଲା: ପ୍ରଧାନମନ୍ତ୍ରୀଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଆମେ "ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତି ପାଳନ କରୁଛେ : ପ୍ରଧାନମନ୍ତ୍ରୀ"ବନ୍ଦେ ମାତରମ୍" ହେଉଛି ସେହି ଶକ୍ତି ଯାହା ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ!-->…
Read More...
Read More...
ତୃତୀୟ ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ସଫଳ
• ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’ ଭାରତରେ କ୍ୟାମ୍ପସ ଖୋଲିବ - ଧର୍ମେନ୍ଦ୍ର ପ୍ରଧାନ• କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା• ଏଆଇଇଏସସି ବୈଠକ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଗବେଷଣା!-->…
Read More...
Read More...
ଦ୍ରୁତ ଗତିରେ ସ୍ବାଭାବିକ ହେଉଛି ବିମାନ ସେବା ଏବଂ ଯାତ୍ରୀ ସୁବିଧା ପଦକ୍ଷେପ
ବର୍ତ୍ତମାନର ବିମାନ ଚାଳନା ସ୍ଥିତିଇଣ୍ଡିଗୋର ବିମାନ ଚାଳନା ସଂକଟରୁ ସୃଷ୍ଟି ଅସୁବିଧାକୁ ଦୂର କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତୁରନ୍ତ ଏବଂ ପ୍ରଭାବଶୀଳ ପଦକ୍ଷେପ ଗ୍ରହଣ କରିଛି । ଏହା ଫଳରେ, ଦେଶରେ ବିମାନ ଯାତ୍ରା ଦ୍ରୁତଗତିରେ ସ୍ୱାଭାବିକ ହେଉଛି । ଅନ୍ୟ ସମସ୍ତ ଘରୋଇ!-->…
Read More...
Read More...
ଭୋପାଳରେ ଜାତୀୟ ଶିକ୍ଷା ନୀତି କର୍ମଶାଳାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
• ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷଣ ସୁନିଶ୍ଚିତ କରିବା ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଆଧାର - ଧର୍ମେନ୍ଦ୍ର ପ୍ରଧାନ• ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଯୋଗଦେଲେ• ୨୦୩୫ ସୁଦ୍ଧା ଔପନିବେଶିକ ମାନସିକତାରୁ ମୁକ୍ତ ହେବା ପାଇଁ ଶିକ୍ଷା ପ୍ରଣାଳୀ!-->…
Read More...
Read More...
ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ବିକାଶକୁ ତ୍ୱରାନ୍ୱିତ କରିବ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର
● ଅପହଞ୍ଚ କ୍ଷେତ୍ରର ବିକାଶ ସହିତ ଜୀବନ ଜୀବିକାରେ ଉନ୍ନତି ଆଣିବ ନୂଆ ରାଜପଥ ପ୍ରକଳ୍ପ● 16,482 କୋଟି ଟଙ୍କା ବ୍ୟୟବରାଦ ସହିତ ନିର୍ମାଣାଧୀନ କରିଡର କାମ ଡିସେମ୍ବର 2026 ସୁଦ୍ଧା ଶେଷ ହେବ● ଦୂରତା ପ୍ରାୟ 132 କିଲୋମିଟର ହ୍ରାସ ପାଇବ ଏବଂ ସମୟ ପ୍ରାୟ ସାତ ଘଣ୍ଟା ସଞ୍ଚୟ ହେବ
!-->!-->!-->…
Read More...
Read More...
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ
● ଆର୍ଥିକ ବର୍ଷ 2025-26ରେ ଦେଶରେ ସର୍ବାଧିକ 31.25 ଗିଗାୱାଟ୍ ଅଣ-ଜୀବାଶ୍ମ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି ରେକର୍ଡ ହୋଇଛି : କେନ୍ଦ୍ର ମନ୍ତ୍ରୀ● ନୂତନ ଉପଯୋଗିତା ଆଧାରିତ ଏକତ୍ରୀକରଣ (ୟୁଏଲଏ) ମଡେଲ ଅଧୀନରେ ଓଡ଼ିଶା 1.5 ଲକ୍ଷ ରୁଫ୍ ଟପ୍ ସୋଲାର୍ ୟୁନିଟ୍ ପାଇବ, ଯାହା 7-8 ଲକ୍ଷ!-->…
Read More...
Read More...
ବନାସ ଡାଏରୀର ବାୟୋ-ସିଏନଜି ଓ ସାର କାରଖାନାକୁ ଉଦଘାଟନ କଲେ ଅମିତ ଶାହ :୧୫୦ ଟନ୍ ଗୁଣ୍ଡଦୁଗ୍ଧ ପ୍ଲାଣ୍ଟର…
ଶ୍ୱେତ ବିପ୍ଳବ ୨.୦ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଲକ୍ଷ୍ୟ ଧାର୍ଯ୍ୟଜାତୀୟ ଗୋକୁଲ୍ ମିଶନ, ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି, ପୁନର୍ଗଠିତ ଜାତୀୟ ଦୁଗ୍ଧ ଯୋଜନା ଏବଂ ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ୱେତ ବିପ୍ଳବ-୨.୦ ନିଶ୍ଚିତ ଭାବେ ସଫଳ ହେବବନାସ ଡାଏରୀ!-->…
Read More...
Read More...
୨୦୨୬ ଜାନୁଆରୀରେ ‘ପରୀକ୍ଷା ପେ ଚର୍ଚ୍ଚା’ର ୯ମ ସଂସ୍କରଣ
ମାଇଗଭ ପୋର୍ଟାଲରେ ୧୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ପଞ୍ଜୀକରଣ ଖୋଲା ରହିବ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବତନ୍ତ୍ର ମତବିନିମୟ କାର୍ଯ୍ୟକ୍ରମ, ପରୀକ୍ଷା ପେ ଚର୍ଚ୍ଚା (ପିପିସି), ଏହାର ୯ମ ସଂସ୍କରଣ ସହିତ ଫେରିଛି। ନୂଆ ସଂସ୍କରଣ ଜାନୁଆରୀ ୨୦୨୬ରେ!-->!-->!-->…
Read More...
Read More...
ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
• ଭାରତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ: ପ୍ରଧାନମନ୍ତ୍ରୀ• ମାନ୍ଦାବସ୍ଥା, ଅବିଶ୍ୱାସ ଏବଂ ବିଖଣ୍ଡନର ବିଶ୍ୱରେ, ଭାରତ ଅଭିବୃଦ୍ଧି, ବିଶ୍ୱାସ ଆଣିଛି ଏବଂ ଏକ ସେତୁ ନିର୍ମାଣକାରୀ ଭାବରେ କାର୍ଯ୍ୟ କରୁଛି: ପ୍ରଧାନମନ୍ତ୍ରୀ• ଭାରତ ଆଜି ବିଶ୍ୱ ଅର୍ଥବ୍ୟବସ୍ଥାର ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ!-->…
Read More...
Read More...
ଆଜି ଠାରୁ ବିଭିନ୍ନ ଜୋନରେ ୮୯ ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିଛି ଭାରତୀୟ ରେଳ
ମୁମ୍ବାଇ, ଦିଲ୍ଲୀ, ପୁଣେ, ହାଓଡ଼ା, ହାଇଦ୍ରାବାଦ ଇତ୍ୟାଦି ବଡ଼ ସହରକୁ ଆସୁଥିବା ଏବଂ ଫେରୁଥିବା ଯାତ୍ରୀଙ୍କ ଭିଡ଼କୁ କମ କରିବ ସ୍ୱତନ୍ତ୍ର ଟ୍ରେନ୍ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ୬ ଟି ଟ୍ରିପ୍ ଆରମ୍ଭ କରିଛି ଉତ୍ତର ପୂର୍ବ ରେଳପଥ
ନୂଆଦିଲ୍ଲୀ, (ପିଆଇବି) : ବ୍ୟାପକ ଚାହିଦା ଶୀତ ଋତୁରେ!-->!-->!-->…
Read More...
Read More...