Browsing Category
ଦେଶ ବିଦେଶ
ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 59ଟି ଷ୍ଟେସନର ପୁନର୍ବିକାଶ ଜାରି : ବର୍ତ୍ତମାନ ସୁଦ୍ଧା 5ଟି ଷ୍ଟେସନ କାମ…
ନୂଆଦିଲ୍ଲୀ, (ପିଆଇବି) : ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଓଡ଼ିଶାରେ 59ଟି ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ହାତକୁ ନିଆଯାଇଥିବା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରେ ଷ୍ଟେସନଗୁଡ଼ିକର ପୁନର୍ବିକାଶ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ସଭାରେ କେନ୍ଦ୍ର!-->…
Read More...
Read More...
ରେଳ ନିରାପତ୍ତାରେ ଉଲ୍ଲେଖନୀୟ ଉନ୍ନତି: ୨୦୦୪-୧୪ରେ ରେଳ ଦୁର୍ଘଟଣା ସଂଖ୍ୟା ୧୭୧ ଥିବାବେଳେ ୨୦୨୫-୨୬ରେ ୧୧କୁ ହ୍ରାସ…
ରେଳ ନିରାପତ୍ତା ବଜେଟ ୨୦୧୩-୧୪ରେ ୩୯,୪୬୩ କୋଟିରୁ ବୃଦ୍ଧି ପାଇ ୨୦୨୫-୨୬ରେ ୧,୧୬,୪୭୦ କୋଟିରେ ପହଞ୍ଚିଛିକୁହୁଡ଼ି ସୁରକ୍ଷା ଉପକରଣ ୨୮୮ ଗୁଣ ବୃଦ୍ଧି ପାଇଛି - ୨୦୧୪ ରେ ଏହା ୯୦ ରୁ ୨୦୨୫ ରେ ୨୫,୯୩୯କୁ ବୃଦ୍ଧି ପାଇଛି: ଅଶ୍ୱିନୀ ବୈଷ୍ଣବଗତ ଚାରି ମାସରେ ୨୧ଟି ଷ୍ଟେସନରେ କେନ୍ଦ୍ରୀୟ!-->…
Read More...
Read More...
କୋଲସେତୁ ୱିଣ୍ଡୋକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ବିବିଧ ଶିଳ୍ପ ବ୍ୟବହାର ଏବଂ ରପ୍ତାନି ପାଇଁ କୋଇଲା ଲିଙ୍କେଜର ନିଲାମ, ନିରପେକ୍ଷ ଉପଲବ୍ଧତା ଏବଂ ସର୍ବୋତ୍ତମ ସମ୍ବଳ ବ୍ୟବହାର ସୁନିଶ୍ଚିତ କରିବ କୋଲସେତୁ ୱିଣ୍ଡୋ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆର୍ଥିକ!-->!-->!-->…
Read More...
Read More...
୨୦୨୬ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୬ ଋତୁ ପାଇଁ କୋପ୍ରା (ଶୁଖିଲା ନଡ଼ିଆ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛନ୍ତି। ଚାଷୀମାନଙ୍କୁ ଲାଭଦାୟକ ମୂଲ୍ୟ ପ୍ରଦାନ!-->…
Read More...
Read More...
ଭାରତର ଜନଗଣନା ୨୦୨୭ ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତର ଜନଗଣନା ୨୦୨୭ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିପାଇଁ ୧୧,୭୧୮.୨୪ କୋଟି ଟଙ୍କା ବ୍ୟୟ କରାଯିବ ।ଯୋଜନାର ବିବରଣୀ :● ଭାରତୀୟ ଜନଗଣନା ବିଶ୍ୱର ସବୁଠାରୁ ବଡ଼!-->…
Read More...
Read More...
ଓଡ଼ିଶାରେ 4ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟରେ 2ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବାକୁ ମଞ୍ଜୁରି ମିଳିଛି :…
● ଚିପ୍ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର 11ଟି ବିଶ୍ୱବିଦ୍ୟାଳୟକୁ ମାଗଣା ଡିଜାଇନ୍ ଟୁଲ୍ ଯୋଗାଇ ଦେଇଛନ୍ତି● 200 କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ଏକ ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠାକୁ ମଞ୍ଜୁରି● ଡିଜିଟାଲ ଦକ୍ଷତା ବିକାଶ ଲାଗି!-->…
Read More...
Read More...
ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ 199 କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର
• ବର୍ତ୍ତମାନ ସୁଦ୍ଧା 131 କୋଟି 92 ଲକ୍ଷ ଟଙ୍କା ଜାରି କରାଯାଇଛି
ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ କେନ୍ଦ୍ର ପ୍ରାୟୋଜିତ ଯୋଜନା ଜରିଆରେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅନୁଦାନ ଯୋଗାଇ ଦେଇଥିବା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ ଆଲୋଚନା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଭାରତ-ଇସ୍ରାଏଲ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବାକୁ ଦୁଇ ନେତାଙ୍କ ଆଲୋଚନାଆତଙ୍କବାଦ ପ୍ରସଙ୍ଗରେ ଶୂନ୍ୟ ସହନଶୀଳତା ପାଇଁ ଉଭୟ ନେତା ସହମତପଶ୍ଚିମ ଏସିଆ ଅଞ୍ଚଳରେ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି
!-->!-->!-->…
Read More...
Read More...
ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧ : ନିକଟରେ ପ୍ରିଣ୍ଟ ମିଡିଆ ବିଜ୍ଞାପନ ଦର ୨୬% ବୃଦ୍ଧି
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ । ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଦ୍ୱାରା ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଏବଂ ସେମାନଙ୍କର ପରିବାର ପାଇଁ ସମଗ୍ର ଦେଶରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନା (ସିଜିଏଚ୍ଏସ୍) ଅଧୀନରେ ସରକାରୀ!-->…
Read More...
Read More...
ଦୃଶ୍ୟ-ଶ୍ରାବ୍ୟ କ୍ଷେତ୍ରର କର୍ମଚାରୀମାନଙ୍କୁ ସଶକ୍ତ କରିବ ନୂଆ ଶ୍ରମ ସଂସ୍କାର
ମୁଖ୍ୟାଂଶସିନେ କର୍ମଚାରୀ ପରିଭାଷାର ବିସ୍ତାର : ଏଥିରେ ଏବେ ଡିଜିଟାଲ୍ କର୍ମଚାରୀ, ଇଲେକ୍ଟ୍ରୋନିକ୍ ମିଡିଆ ସାମ୍ବାଦିକ, ଡବିଂ କଳାକାର ଏବଂ ଷ୍ଟଣ୍ଟ୍ ପ୍ରଦର୍ଶକ ଅନ୍ତର୍ଭୁକ୍ତ ହୋଇଛନ୍ତିସାର୍ବଜନୀନ ସର୍ବନିମ୍ନ ମଜୁରୀ, ମୂଳ ଦରମା ଏବଂ ଦ୍ୱିଗୁଣିତ ଓଭରଟାଇମ୍ ଶ୍ରମିକଙ୍କ ଆୟ ସୁରକ୍ଷାକୁ!-->…
Read More...
Read More...