Browsing Category
ଦେଶ ବିଦେଶ
କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି…
ବେଙ୍ଗାଲୁରୁ–ମହୀଶୂର ଏକ୍ସପ୍ରେସୱେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତିମହୀଶୂର - କୁଶାଲନଗର ୪ ଲେନ ବିଶିଷ୍ଟ ରାଜପଥ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି“ଗତକାଲି କର୍ଣ୍ଣାଟକ ଠାରେ ଆରମ୍ଭ ହୋଇଥିବା ଅତ୍ୟାଧୁନିକ ସଡକ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ସମଗ୍ର ରାଜ୍ୟରେ ସଂଯୋଗକୁ!-->…
Read More...
Read More...
ଅଷ୍ଟ୍ରେଲିଆର ବାଣିଜ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଡନ୍ ଫାରେଲଙ୍କ ଦ୍ୱାରା ସେୟାର କରାଯାଇଥିବା ଜୀବନର ଅନୁଭୂତି ଉପରେ ଏକ…
ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମୃଦ୍ଧ ସାଂସ୍କୃତିକ ସଂଯୋଗ ସମ୍ପର୍କରେ ଏକ ଟୁଇଟ୍ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଆୟୋଜିତ ମଧ୍ୟାହ୍ନ ଭୋଜନ ଅବସରରେ ଅଷ୍ଟ୍ରେଲିଆର ବାଣିଜ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ!-->…
Read More...
Read More...
ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଜାତୀୟ ମଞ୍ଚର ତୃତୀୟ ଅଧିବେଶନରେ ଉଦଯାପନୀ ସମାରୋହକୁ ସମ୍ବୋଧିତ କଲେ…
• ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁରୂପ ବିପର୍ଯ୍ୟୟ ବିପତ୍ତି ହ୍ରାସ ଓ ପରିଚାଳନା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି : ପି.କେ ମିଶ୍ର• ‘‘ପ୍ରଧାନମନ୍ତ୍ରୀଙ୍କ ୧୦ ସୂତ୍ରୀ ଏଜେଣ୍ଡାରେ ସ୍ଥାନୀୟ କ୍ଷମତା ଓ ରଣନୀତି ପ୍ରସ୍ତୁତି ଏବଂ ବିଶେଷ କରି ବିପର୍ଯ୍ୟୟ ବିପତ୍ତି ପରିଚାଳନାରେ ମହିଳାଙ୍କ!-->…
Read More...
Read More...
ବଜେଟ ପର ‘ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ’ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
“ପିଏମ ବିଶ୍ୱକର୍ମା ଯୋଜନା କାରିଗର ଓ କ୍ଷୁଦ୍ର ବ୍ୟବସାୟ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବ”“ଚଳିତ ବର୍ଷ ବଜେଟରେ ପିଏମ ବିଶ୍ୱକର୍ମା ଯୋଜନା ଘୋଷଣା ପ୍ରତ୍ୟକଙ୍କ ଧ୍ୟାନ ଆକର୍ଷଣ କରିଛି”“କ୍ଷୁଦ୍ର କାରିଗର ସ୍ଥାନୀୟ ହସ୍ତକଳା ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ!-->…
Read More...
Read More...
ଆଜି ନୂଆଦିଲ୍ଲୀର ଜେଏଲ୍ଏନ୍ ଷ୍ଟାଡିୟମରେ ଏକ ମେଗା ଉଦଘାଟନୀ ସମାରୋହରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ଏକ ଅଂଶ ଭାବେ…
"ହେ ଦମ୍ ତୋ ବଢାଓ କଦମ୍" ହେଉଛି ଖେଲୋ ଇଣ୍ଡିଆ ଦଶ୍ କା ଦମ୍ କାର୍ଯ୍ୟକ୍ରମର ଟ୍ୟାଗ୍ଲାଇନ୍, ଏହା କ୍ରୀଡା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆମେ ନେଇଥିବା ଆଉ ଏକ ପ୍ରମୁଖ ପଦକ୍ଷେପ : ଅନୁରାଗ ସିଂହ ଠାକୁରଏକକାଳୀନ ୫୦ରୁ ଅଧିକ ସହରରେ ପ୍ରତିଯୋଗିତା ଆରମ୍ଭ ହୋଇଛି
ଦିଲ୍ଲୀ,!-->!-->!-->…
Read More...
Read More...
କେନ୍ଦ୍ର ସରକାର ହାଇ ପ୍ରାଇସ୍ ଡେ ଆହେଡ ମାର୍କେଟ ଏବଂ ସରପ୍ଲସ ପାୱାର ପୋର୍ଟାଲ୍ (ପିୟୁଏସଏଚପି)ର ଶୁଭାରମ୍ଭ କରିଛନ୍ତି
କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂହ କହିଛନ୍ତି ଯେ ଗ୍ରୀଷ୍ମ ଋତୁରେ ପର୍ଯ୍ୟାପ୍ତ ଶକ୍ତି ଉପଲବ୍ଧତା ନିଶ୍ଚିତ କରିବା ପିୟୁଏସଏଚପି ରଣନୀତିର ଏକ ଅଂଶ; ସୁଲଭ ଦରରେ କ୍ଷମତାର ଉତ୍ତମ ବ୍ୟବହାର ନିଶ୍ଚିତ କରିବକୌଣସି ବିଦ୍ୟୁତ୍ ଉତ୍ପାଦକଙ୍କୁ ଅତ୍ୟଧିକ ମୂଲ୍ୟ ଧାର୍ଯ୍ୟ କରିବାକୁ ଅନୁମତି!-->…
Read More...
Read More...
ଆଫଗାନିସ୍ତାନରେ ପୁଣି ଭୂମିକମ୍ପ
କାବୁଲ : ପୁଣି ଥରିଲା ଆଫଗାନିସ୍ତାନ । ଶୁକ୍ରବାର ସକାଳେ ଆଫଗାନିସ୍ତାନର ଫୌଜାବାଦରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଭୂମିକମ୍ପ ଯୋଗୁଁ କୌଣସି!-->…
Read More...
Read More...
ସ୍ମରଣୀୟ ଭାରତ ଗସ୍ତକୁ ନେଇ ସାମାଜିକ ଗଣମାଧ୍ୟମରେ ଅନୁଭୂତି ବାଣ୍ଟିଲେ ବିଲ ଗେଟ୍ସ
● ‘‘ପ୍ରତି ଥରର ଭାରତ ଗସ୍ତରେ ଅନେକ କିଛି ଶିଖିବା ଓ ନୂଆ ଅନୁଭୂତି ହାସଲ ପାଇଁ ସୁଯୋଗ ମିଳିଛି’’● ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ସମ୍ମାନର ବିଷୟ; ସ୍ୱାସ୍ଥ୍ୟ, ଆର୍ଥିକ ଅନ୍ତର୍ଭୂକ୍ତିକରଣ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଡିଜିଟାଲକରଣ କ୍ଷେତ୍ରରେ ନେତୃତ୍ୱ!-->…
Read More...
Read More...
ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଉଦ୍ଦେଶ୍ୟମୂଳକ, ପକ୍ଷପାତିତାପୂର୍ଣ୍ଣ ଏବଂ ଅପରିପକ୍ୱ ଆଶଙ୍କା କରାଯାଉଛି : ଏସବିଆଇ…
● ଶେଷ ତ୍ରୈମାସର ଜିଡିପି ପରିସଂଖ୍ୟାନକୁ ଆଧାର କରି ଦେଶର ବିକାଶ ହାରକୁ ୮୦ ଦଶକ ପୂର୍ବର ରାଜ କ୍ରିଷ୍ଣାଙ୍କ ପରିଭାଷିତ ଅଭିବୃଦ୍ଧି ହାର ସହିତ ତୁଳନା କରିବା ଅନୁଚିତ୍● ଗତ ତିନି ବର୍ଷ ମଧ୍ୟରେ ଭାରତର ହାରାହାରି ଜିଡିପିରେ ୨ ଲକ୍ଷ କୋଟି ଟଙ୍କାର ଆର୍ଥିକ ଅଭିବୃଦ୍ଧି ପରିଲକ୍ଷିତ● ବିଗତ!-->…
Read More...
Read More...
ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ
ମୁମ୍ବାଇ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ ହୋଇଛି । ଅନୁପମ ଖେର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ମାତ୍ର ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ସତିଶଙ୍କ ନିକଟତମ ବନ୍ଧୁ ଅନୁପମ ଖେର ସୋସିଆଲ!-->…
Read More...
Read More...