Browsing Category

ଦେଶ ବିଦେଶ

ଆଇଏଫ୍‌ଏଫ୍‌ ଆୱାର୍ଡରେ ସମ୍ମାନିତ ହେଲେ ସୁପରଷ୍ଟାର ଚିରଞ୍ଜୀବୀ

ନୂଆଦିଲ୍ଲୀ : ୫୩ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ସୁପରଷ୍ଟାର ଚିରଞ୍ଜୀବୀଙ୍କୁ ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ଆୱାର୍ଡ ୨୦୨୨ରେ ସମ୍ମାନିତ କରାଯାଇଛି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟରରେ
Read More...

ଗ୍ରୀସ୍‌ର କ୍ରୀଟେ ଦ୍ୱୀପରେ ଭୂକମ୍ପ ଝଟ୍‌କା ଅନୁଭୂତ

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଗ୍ରୀସ୍‌ର କ୍ରୀଟେ ଦ୍ୱୀପ । ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୂଚନା । ରିଟର ସ୍କେଲରେ ଏହାର ତୀବ୍ରତା ୫.୫ ମପାଯାଇଛି । ତେବେ ଏହି ଭୂକମ୍ପ ଆସିବା ଦ୍ବାରା ସମୁଦ୍ର ଅଶାନ୍ତ ହୋଇପାରେ । ଫଳରେ ସୁନାମୀ ଆସିପାରେ ବୋଲି ଆଶଙ୍କା କରୁଛନ୍ତି ପାଣିପାଗ
Read More...

ଉତ୍ତରପ୍ରଦେଶର ବାରଣାସୀ ଠାରେ ‘କାଶୀ ତାମିଲ ସଙ୍ଗମମ୍‌’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

• “ସମଗ୍ର ଭାରତକୁ ଆଲିଙ୍ଗନ କରି କାଶୀ ଭାରତର ସାଂସ୍କୃତିକ ରାଜଧାନୀ ହୋଇଥିବା ବେଳେ ତାମିଲନାଡୁ ଏବଂ ତାମିଲ ସଂସ୍କୃତି ହେଉଛି ଭାରତର ପ୍ରାଚୀନତା ଏବଂ ଗୌରବର କେନ୍ଦ୍ର”• “କାଶୀ ଏବଂ ତାମିଲନାଡୁ ଆମର ସଂସ୍କୃତି ଏବଂ ସଭ୍ୟତାର କାଳଜୟୀ କେନ୍ଦ୍ର”• “ଅମୃତ କାଳରେ ଆମର ସଂକଳ୍ପ ସମଗ୍ର ଦେଶର
Read More...

କୋଚିଂ ପ୍ରତିଷ୍ଠାନ ଗୁଡ଼ିକର ମନମୁଖୀ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାର ଆଣିବେ ଅଂବ୍ରେଲା ଆକ୍ଟ

ଜୟପୁର : ରାଜସ୍ଥାନରେ ଚାଲିଥିବା କୋଚିଂ ପ୍ରତିଷ୍ଠାନଗୁଡ଼ିକର ମନମୁଖୀ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ସରକାର ଖୁବ୍ ଶୀଘ୍ର ଏକ ଆଇନ ଆଣିବାକୁ ଯାଉଛନ୍ତି । କୋଚିଂ ପ୍ରତିଷ୍ଠାନଗୁଡ଼ିକ ଉପରେ ଲଗାତାର ଅଭିଯୋଗ ଏବଂ ଫି' ଆଦାୟ ଉପରେ ଅଭିଯୋଗ ପରେ ସରକାର ଏହି ଆକ୍ଟ ଆଣିବାକୁ କାର୍ଯ୍ୟ କରୁଛନ୍ତି
Read More...

ଇଟାନଗର ଠାରେ ଡୋନି ପୋଲୋ ବିମାନବନ୍ଦରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

• ଏହା ହେଉଛି ଅରୁଣାଚଳ ପ୍ରଦେଶର ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର• ୬୦୦ ମେଗାୱାଟ କ୍ଷମତାସମ୍ପନ୍ନ କାମେଙ୍ଗ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ଦେଶକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ• ‘‘ଡୋନି ପୋଲୋ ବିମାନବନ୍ଦର ସେହି ସମାଲୋଚକମାନଙ୍କ ପାଇଁ ଏକ ଜବାବ, ଯେଉଁମାନେ ବିମାନବନ୍ଦର ଭିତ୍ତିଭୂମି
Read More...

ଇସ୍ପାତ ଉପରୁ ରପ୍ତାନୀ ଶୁଳ୍କ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ୨୨ ମେ’, ୨୦୨୨ ପୂର୍ବରୁ ପ୍ରଚଳିତ ସ୍ଥିତାବସ୍ଥାର ପୁନଃ ଲାଗୁ କରିଛନ୍ତି । ୫୮%ରୁ କମ୍ ଲୌହ ମାତ୍ରା ଥିବା ଲୁହା ପଥର ଲମ୍ପ୍ସ ଓ ଫାଇନ୍ସ, ଲୁହା ପଥର ପେଲେଟ ଏବଂ ପିଗ୍ ଆଇରନ୍ ସମେତ ନିର୍ଦ୍ଦିଷ୍ଟ ଇସ୍ପାତ ଉତ୍ପାଦରେ ଥିବା ରପ୍ତାନି ଶୁଳ୍କ
Read More...

ଅନୁରାଗ ସିଂହ ଠାକୁରଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଅଷ୍ଟ୍ରେଲିଆର ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟିମ୍ ୱାଟସ୍ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ସାକ୍ଷାତ କରିଛନ୍ତି । ଅତିଥିମାନଙ୍କ ମଧ୍ୟରେ ଉଚ୍ଚାୟୁକ୍ତ ବେରୀ ଓ’ ଫାରେଲ
Read More...

ନୂଆଦିଲ୍ଲୀରେ ଆତଙ୍କବାଦକୁ ଅର୍ଥ ଯୋଗାଣ ବିରୁଦ୍ଧରେ ତୃତୀୟ “ନୋ ମନି ଫର ଟେରର’ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ…

• “ଗୋଟିଏ ଆକ୍ରମଣକୁ ଆମେ ବହୁତ ବୋଲି ବିବେଚନା କରୁ, ଏପରିକି ଗୋଟିଏ ଜୀବନ ଗଲେ ତା’ ମଧ୍ୟ ବହୁତ, ତେଣୁ ଆତଙ୍କବାଦ ମୂଳପୋଛ ନ ହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ• “ଆତଙ୍କବାଦରେ ଭଲ ମନ୍ଦ କିଛି ନାହିଁ, ଏହା ମାନବତା, ସ୍ୱାଧୀନତା ଓ ସଭ୍ୟତା ଉପରେ ଆକ୍ରମଣ, ଏହାର କିଛି ସୀମା ସରହଦ
Read More...

ଦେଶର ପ୍ରଥମ ଘରୋଇ ବିକ୍ରମ ସବଅରବିଟାଲ ରକେଟ ଉତ୍‌କ୍ଷେପଣ କରି ଇତିହାସ ରଚିଲା ଇସ୍ରୋ

• କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି, ରାଷ୍ଟ୍ରମନ୍ତ୍ରୀ ପିଏମଓ, ଆଣବିକ ଶକ୍ତି ଓ ମହାକାଶ ଡକ୍ଟର ଜିତେନ୍ଦ୍ର ସିଂ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ବ୍ୟକ୍ତିଗତଭାବେ ଏହି ସ୍ମରଣୀୟ ମୁହୂର୍ତ୍ତର ଅବଲୋକନ କରିବା ସହ ଭାରତୀୟ ମହାକାଶ ଯାତ୍ରାର ଏକ ନୂତନ ଆରମ୍ଭ ଓ ଭାରତୀୟ ଷ୍ଟାର୍ଟଅପ୍ ଆନ୍ଦୋଳନର
Read More...

‘ଆତଙ୍କବାଦ ଉପରେ ଆର୍ଥିକ କଟକଣା’ର ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ‘ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଏବଂ…

• ‘ଆତଙ୍କବାଦ ଉପରେ ଆର୍ଥିକ କଟକଣା’ ଲକ୍ଷ୍ୟ ହାସଲ କରିବାକୁ ‘ଗୋଟିଏ ମନ - ଗୋଟିଏ ଆଭିମୁଖ୍ୟ’ ନୀତି ଗ୍ରହଣ କରିବାକୁ ପଡିବ• ଆତଙ୍କବାଦକୁ ସମର୍ଥନ ବ୍ୟବସ୍ଥା ଆତଙ୍କବାଦ ଭଳି ବିଶ୍ୱ ପାଇଁ ବହୁତ ବିପଜ୍ଜନକ, ଆମ ସମସ୍ତଙ୍କୁ ଏକାଠି ହୋଇ ଏହା ଉପରେ ସଚେତନତା ସୃଷ୍ଟି କରିବାକୁ ପଡ଼ିବ• ଆତଙ୍କବାଦ
Read More...