Browsing Category
ଦେଶ ବିଦେଶ
ଭୂମିକମ୍ପରେ ଥରିଲା ପାକିସ୍ତାନ
ଇସ୍ଲାମାବାଦ : ପାକିସ୍ତାନର ପ୍ରାୟ ୫୦ ପ୍ରତିଶତ ଅଞ୍ଚଳ ଗତକାଲି ୬.୩ ତୀବ୍ରତାର ଭୂମିକମ୍ପରେ ଥରି ଉଠିଛି । ଏହି ଭୂମିକମ୍ପର କେନ୍ଦ୍ର ତାଜିକସ୍ତାନରେ ଥିବା ବେଳେ ଏହାର ଗଭୀରତା ୧୫୦ କିମି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୂମିକମ୍ପଜନିତ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ!-->…
Read More...
Read More...
ତୁର୍କୀ-ଇରାନ ସୀମାରେ ଭୂମିକମ୍ପ ଅନୁଭୂତ
ତେହରାନ : ଶନିବାର ବିଳମ୍ବିତ ରାତିରେ ତୁର୍କୀ ସୀମା ନିକଟରେ ଉତ୍ତର-ପଶ୍ଚିମ ଇରାନରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପରେ ଅତି କମ୍ରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୧୬ ଜଣ ଆହତ ହୋଇଛନ୍ତି ବୋଲି ଇରାନ ଗଣମାଧ୍ୟମ କହିଛି । ଭୂମିକମ୍ପ ପ୍ରଭାବରେ ପ୍ରାୟ ୧!-->…
Read More...
Read More...
ନଦୀକୁ ଖସିଲା ବରଯାତ୍ରୀ କାର୍
କୋଲକାତା : ଶନିବାର ସକାଳେ ଉତ୍ତରବଙ୍ଗର କାଲିମ୍ପଙ୍ଗରେ ଏକ ବରଯାତ୍ରୀ କାର୍ ନଦୀକୁ ଖସି ପଡିଥିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର ଓ କନ୍ୟା ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ କହିଛି ଯେ, ଗାଡିଟି ଏକ ବ୍ରିଜ ଉପରୁ ରଙ୍ଗଡଙ୍ଗ ନଦୀକୁ ଖସିପଡିଥିଲା । ସ୍ଥାନୀୟ ଲୋକଙ୍କ!-->…
Read More...
Read More...
ସର୍ବସାଧାରଣଙ୍କ ପାଇଁ ମଙ୍ଗଳବାରଠାରୁ ଖୋଲିବ ‘ଅମୃତ ଉଦ୍ୟାନ’
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଉଦ୍ୟାନ ଉତ୍ସବ ୨୦୨୩ର ଉଦ୍ଘାଟନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଥିବା ଐତିହାସିକ ମୋଗଲ ଗାର୍ଡେନର ନାମ ବଦଳାଇ ଶନିବାର ଏହାର ନୂତନ ନାମ ରଖାଯାଇଥିଲା 'ଅମୃତ ଉଦ୍ୟାନ' । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 'ଅମୃତ ଉଦ୍ୟାନ' ପରିଦର୍ଶନ!-->…
Read More...
Read More...
ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ଅଭିଯୋଗ
ଧୋଡ୍ରା : ଧୋଡ୍ରାସ୍ଥିତ ଏସ୍ବିଆଇ ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଛି । ଖବରପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । କିଛି ସ୍ଥାନୀୟ ବ୍ୟକ୍ତି ଏଟିଏମ୍ରୁ ଟଙ୍କା ଉଠାଣ ପାଇଁ ଯିବା ସମୟରେ ଏଟିଏମ୍ ମେସିନ ଭଙ୍ଗା ହୋଇ ଥିବା ଦେଖିବାକୁ ପାଇଥିଲେ ।!-->…
Read More...
Read More...
ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ୍କୁ ଏବେ ଅମୃତ ଉଦ୍ୟାନ କୁହାଯିବ, ଜାନୁୟାରୀ ୩୧ରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ…
ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ନିର୍ମିତ ବିଭିନ୍ନ ପ୍ରକାରର ଫୁଲ ପାଇଁ ପ୍ରସିଦ୍ଧ ମୋଗଲ ଗାର୍ଡେନ୍ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରାଯାଇଛି । ଆଜିଠାରୁ ଏହା ଏହି ନାମରେ ପରିଚୟ ଅର୍ଜନ କରିବ । ସୂଚନା!-->…
Read More...
Read More...
ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବ ୧୦୦ ଚିତା ବାଘ
କେପଟାଉନ୍/ନୂଆଦିଲ୍ଲୀ : ନାମିବ୍ୟା ପରେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତା ବାଘ ଭାରତକୁ ଆସିବ ବୋଲି ଜଣାପଡିଛି । ଏନେଇ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରଣାଳୟ କହିଛି । ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଏହି ନିଷ୍ପତ୍ତି ନିଆଯାଇଛି । ଆଗାମୀ!-->…
Read More...
Read More...
୭୪ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ…
ନୂଆଦିଲ୍ଲୀ, (ପିଆଇବି) :ପ୍ରିୟ ଦେଶବାସୀ,୧) ୭୪ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଦେଶବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଯେଉଁଦିନଠାରୁ ଦେଶର ସମ୍ବିଧାନ ପ୍ରଚଳିତ ହେଲା, ସେହିଦିନଠାରୁ ଏଯାବତ ଆମର ଯାତ୍ରା ବେଶ୍ ଚମତ୍କାର ରହିଆସିଛି । ଆମର!-->…
Read More...
Read More...
ଆଜିଠୁ ଗଡ଼ିବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍
ନୂଆଦିଲ୍ଲୀ : ଆଜିଠୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ର ଶୁଭାରମ୍ଭ ହେବ । ଆଇଆରଟିସି ପକ୍ଷରୁ ମିଳିଛି ସୂଚନା । ଏହି ଟ୍ରେନ୍ର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କରିବେ । ୮ ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଏହି ଟ୍ରେନ୍ ଯାତ୍ରା କରିବ । ୮!-->…
Read More...
Read More...
ପୋଲିସ ମେଡାଲରେ ସମ୍ମାନିତ ହେବେ ୯୦୧ ଜଣ : ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୋଲିସ ମେଡାଲ
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ପୋଲିସ ମେଡାଲରେ ସମ୍ମାନିତ ହେବେ ୯୦୧ ପୋଲିସ କର୍ମୀ । ସାହସିକତା ପୁରସ୍କାର ପାଇବେ ୧୪୦ ଜଣ ପୋଲିସ କର୍ମଚାରୀ । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ । ସମ୍ମାନଜନକ ସେବା ପାଇଁ ସମ୍ମାନିତ ହେବେ ୬୬୮ ପୋଲିସ!-->…
Read More...
Read More...