Browsing Category
ଦେଶ ବିଦେଶ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ପ୍ରତିଷ୍ଠା ଦିବସ
ନୂଆଦିଲ୍ଲୀ, (ପିଆଇବି) : ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ପ୍ରତିଷ୍ଠା ଦିବସ ସୋମବାର ପାଳନ କରାଯିବ । ପ୍ରତିଷ୍ଠାନର ନୂତନ ପ୍ରେକ୍ଷାଳୟରେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ପ୍ରଫେସର ଦିନେଶ!-->…
Read More...
Read More...
‘ହର ଘର ତ୍ରିରଙ୍ଗା’ ଅଭିଯାନ ଅଧୀନରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ…
ଆମର ଗୌରବ, ଆମ ତ୍ରିରଙ୍ଗା, ଆପଣଙ୍କ ଘରେ ଉତ୍ତୋଳନ କରନ୍ତୁ, ତ୍ରିରଙ୍ଗା ସହିତ ଏକ ସେଲ୍ଫି ନିଅନ୍ତୁ, ଏବଂ ଏହାକୁ ହର ଘର ତ୍ରିରଙ୍ଗା ୱେବସାଇଟ https://harghartiranga.comମକ୍ଟଜ୍ଞରେ ଅପଲୋଡ୍ କରନ୍ତୁ - ଶ୍ରୀ ଅମିତ ଶାହପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ #HarGharTiranga ଅଭିଯାନ!-->…
Read More...
Read More...
କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଆନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
● ୬୫ ବର୍ଷ ପରେ ଭାରତରେ ଅନୁଷ୍ଠିତ ହେଲା ଏହି ସମ୍ମିଳନୀ, ପ୍ରଧାନମନ୍ତ୍ରୀ ୧୨୦ ନିୟୁତ କୃଷକ, ୩୦ ନିୟୁତରୁ ଅଧିକ ମହିଳା କୃଷକ, ୩୦ ନିୟୁତ ମତ୍ସ୍ୟଜୀବୀ ଏବଂ ୮୦ ନିୟୁତ ପଶୁପାଳକଙ୍କ ତରଫରୁ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ● 'ଭାରତୀୟ କୃଷି ପରମ୍ପରାରେ ବିଜ୍ଞାନ ଓ ତର୍କକୁ!-->…
Read More...
Read More...
ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି ରାଷ୍ଟ୍ରପତି
ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଅଗଷ୍ଟ ୨, ୨୦୨୪) ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ଏହି ସମ୍ମିଳନୀରେ କେବଳ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଗଢ଼ିତୋଳିବା ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାକୁ!-->…
Read More...
Read More...
ସାହିତ୍ୟ ଏକାଡେମୀ ତରଫରୁ ନିସୀମ ଇଜିକେଲଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର
ଭାରତୀୟ-ଇଂରାଜୀ କବିତାକୁ ଏକ ନୂତନ ଦିଗ ଦେଇଛନ୍ତି ନିସୀମ ଇଜେକିଲ - ମାଲାଶ୍ରୀ ଲାଲ
ନୂଆଦିଲ୍ଲୀ : ନୂଆଦିଲ୍ଲୀଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ବିଶିଷ୍ଟ ଭାରତୀୟ ଇଂରାଜୀ କବି ନିସୀମ ଇଜେକେଲଙ୍କ ଉପରେ ଦୁଇ ଦିନିଆ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଆଜି ଉଦ୍ଘାଟିତ ହୋଇଛି ।!-->!-->!-->…
Read More...
Read More...
ସୁଟିଂ ଏବଂ ସେବାରେ ଉତ୍କର୍ଷତାର ଏକ କାହାଣୀ
୫୦ ମିଟର ରାଇଫଲ ୩ ପୋଜିସନ ସୁଟିଂରେ ବ୍ରୋଞ୍ଜ ସହ ଇତିହାସ ରଚିଲେ ସ୍ୱପ୍ନିଲ କୁସାଲେ
ନୂଆଦିଲ୍ଲୀ, (ପିଆଇବି) : ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ (ଥ୍ରୀପି) ପୁରୁଷ ବର୍ଗରେ ପଦକ ଜିତିବାରେ ସ୍ୱପ୍ନିଲ କୁସାଲେ ପ୍ରଥମ ଭାରତୀୟ ଶୁଟର ଭାବେ ଇତିହାସରେ ନିଜ!-->!-->!-->…
Read More...
Read More...
ଗୁଜରାଟର ଚାନ୍ଦିପୁରା ପ୍ରକୋପ ସମ୍ପର୍କରେ ଅପଡେଟ୍
ଗୁଜୁରାଟରୁ ୧୪୦ ଜଣଙ୍କୁ ମିଶାଇ ୧୪୮ଟି ଏଇଏସ୍ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୫୯ ଜଣଙ୍କ ମୃତ୍ୟୁ ଘଟିଛି । ଚାନ୍ଦିପୁରା ଭାଇରସରେ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି୧୯ ଜୁଲାଇ ୨୦୨୪ ପରଠାରୁ ଦୈନିକ ଏଇଏସ୍ର ନୂତନ ମାମଲା ଚିହ୍ନଟ ହ୍ରାସ ପାଇବାରେ ଲାଗିଛିଜନସ୍ୱାସ୍ଥ୍ୟ ପଦକ୍ଷେପ!-->…
Read More...
Read More...
କେରଳର ୱାୟନାଡରେ ଭୂସ୍ଖଳନ ଜନିତ ପରିସ୍ଥିତି ଉପରେ ସଂସଦର ଉଭୟ ଗୃହରେ ବିତର୍କରେ ଅଂଶଗ୍ରହଣ କରିଛନ୍ତି କେନ୍ଦ୍ର ଗୃହ…
ମୋଦୀ ସରକାର ଏହି ସଙ୍କଟ ସମୟରେ କେରଳବାସୀ ଓ କେରଳ ସରକାରଙ୍କ ସହ ଠିଆ ହୋଇଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ୱାୟନାଡରେ ଚାଲିଥିବା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ କ୍ରମାଗତ ଭାବେ ଅପଡେଟ୍ ନେଉଛନ୍ତି୨୦୧୪ ପୂର୍ବରୁ ବିପର୍ଯ୍ୟୟ ମୁକାବିଲା ପାଇଁ ଭାରତର ଏକ ଉଦ୍ଧାର -!-->…
Read More...
Read More...
ଐତିହାସିକ ୪୬ତମ ବିଶ୍ୱ ଐତିହ୍ୟ କମିଟି ବୈଠକ ଆୟୋଜନ କଲା ଭାରତ
ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ଭାରତ ଅଗ୍ରଣୀ : ବିଶ୍ୱ ଐତିହ୍ୟ ସଂରକ୍ଷଣ ପାଇଁ ୟୁନେସ୍କୋକୁ ୧ ନିୟୁତ ଡଲାର ଅନୁଦାନଭାରତର ୪୩ତମ ସ୍ଥଳ ଭାବେ ମୈଦାମକୁ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ମାନ୍ୟତା ମିଳିଛି‘‘ବିରାସତ୍ ପର୍ ଗର୍ବ (ଐତିହ୍ୟକୁ ନେଇ ଗର୍ବ)’’: ଗତ ଦଶନ୍ଧିରେ ୧୩ଟି ବିଶ୍ୱ!-->…
Read More...
Read More...
ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ‘ବିକଶିତ ଭାରତ ଅଭିମୁଖେ ଯାତ୍ରା : କେନ୍ଦ୍ର ବଜେଟ୍ ୨୦୨୪-୨୫…
ଆମ ସରକାର ଯେଭଳି ଦ୍ରୁତଗତିରେ ଭିତ୍ତିଭୂମି ନିର୍ମାଣ କରୁଛନ୍ତି ତାହା ଅଭୂତପୂର୍ବଆଜି ଆମେ ଆଲୋଚନା କରୁଛୁ- ବିକଶିତ ଭାରତ ଅଭିମୁଖେ ଯାତ୍ରା । ଏହା କେବଳ ଭାବନାର ପରିବର୍ତ୍ତନ ନୁହେଁ, ଏହା ଆତ୍ମବିଶ୍ୱାସର ପରିବର୍ତ୍ତନକୁ ପ୍ରତିଫଳିତ କରେଭାରତର ଅଭିବୃଦ୍ଧି ଓ ସ୍ଥିରତା ଏହି ଅନିଶ୍ଚିତ!-->…
Read More...
Read More...