Browsing Category
ଦେଶ ବିଦେଶ
‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ – ୨୦୨୬’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
• ଭାରତକୁ ଜ୍ଞାନର ମହାଶକ୍ତି କରିବ ଏଆଇ - ଧର୍ମେନ୍ଦ୍ର ପ୍ରଧାନ• ଶିକ୍ଷା ମନ୍ତ୍ରଣାଳୟର "ପୁସିଂ ଦ ଫ୍ରଣ୍ଟିୟର୍ ଅଫ୍ ଏଆଇ ଇନ୍ ଇଣ୍ଡିଆ" ଶୀର୍ଷକ ଅଧିବେଶନରେ ମତ• 'ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ଭାରତରେ ଏଆଇର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ• ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ!-->…
Read More...
Read More...
ଖେଳନା (ଗୁଣବତ୍ତା ନିୟନ୍ତ୍ରଣ) ନିର୍ଦ୍ଦେଶାବଳୀ, ୨୦୨୦ ଉଲ୍ଲଙ୍ଘନ: ଇ-କମର୍ସ କମ୍ପାନି ବିରୋଧରେ ସିସିପିଏର କଡ଼ା…
ବିଆଇଏସ୍ ମାନକ ଅନୁପାଳନ ନକରିବାରୁ ସ୍ନାପଡିଲ୍କୁ ୫ ଲକ୍ଷ
ନୂଆଦିଲ୍ଲୀ, (ପିଆଇବି) : ଖେଳନା ( ଗୁଣବତ୍ତା ନିୟନ୍ତ୍ରଣ) ନିର୍ଦ୍ଦେଶାବଳୀ, ୨୦୨୦ ଓ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ମାନଦଣ୍ଡର ଉଲ୍ଲଙ୍ଘନ କରି ଖେଳନା ବିକ୍ରି ପାଇଁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ)!-->!-->!-->…
Read More...
Read More...
ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କରିଛନ୍ତି ଅମିତ ଶାହ
ଡ୍ରଗ୍ ସିଣ୍ଡିକେଟ୍ ଠାରୁ ସାଇବର ଅପରାଧ ପର୍ଯ୍ୟନ୍ତ: ଶାନ୍ତି ଓ ସୁରକ୍ଷା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସକ୍ରିୟ ଦିଲ୍ଲୀ ପୋଲିସ୨୦୧୪ରୁ ୨୦୨୬ ପର୍ଯ୍ୟନ୍ତ ୧୨ ବର୍ଷ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ନୂତନ ସୁବର୍ଣ୍ଣ ଅଧ୍ୟାୟ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ!-->!-->!-->…
Read More...
Read More...
ଭାରତ ମଣ୍ଡପମରେ ଆରମ୍ଭ ହେଲା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬
● ସମ୍ମିଳନୀରେ ୨୦ରୁ ଅଧିକ ରାଷ୍ଟ୍ର ମୁଖ୍ୟ, ୬୦ ମନ୍ତ୍ରୀ ଏବଂ ୫୦୦ ଗ୍ଲୋବାଲ ଏଆଇ ନେତୃଵର୍ଗ ଏକତ୍ରିତ● ୧୬-୨୦ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ପ୍ରଥମ ଥର ବିଶ୍ୱସ୍ତରୀୟ ଏଆଇ ସମ୍ମିଳନୀର ନେତୃତ୍ୱ ନେଇଛି ଭାରତ
ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଇଣ୍ଡିଆ ଏଆଇ!-->!-->!-->…
Read More...
Read More...
ଇଗ୍ନୋର ନାମଲେଖା ଅବଧି ଚଳିତ ଫେବୃଆରି ୨୮ ତାରିଖକୁ ବୃଦ୍ଧି
ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧିକୁ ମଧ୍ୟ ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ!-->…
Read More...
Read More...
୧୭ ଫେବୃଆରୀରେ ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଦୁଇ ନେତା ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିବେପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରନ ଭାରତ-ଫ୍ରାନ୍ସ ନବାଚାର ବର୍ଷ ୨୦୨୬ ଉଦ୍ଘାଟନ କରିବେ
ନୂଆଦିଲ୍ଲୀ,!-->!-->!-->…
Read More...
Read More...
୧୬ ଫେବୃଆରୀରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ସହିତ ଅନୁଷ୍ଠିତ ହେବ ଏବଂ ଏହା କାର୍ଯ୍ୟକ୍ଷମ ଏଆଇର ଜାତୀୟ ପ୍ରଦର୍ଶନ ଭାବରେ କାର୍ଯ୍ୟ କରିବଏହି ଏକ୍ସପୋରେ ୩୦୦ରୁ ଅଧିକ କ୍ୟୁରେଟେଡ ପ୍ରଦର୍ଶନୀ ପାଭିଲିୟନ ଏବଂ ଲାଇଭ ପ୍ରଦର୍ଶନ ହେବ, ଯାହା ୩ଟି ବିଷୟବସ୍ତୁ – ଲୋକ,!-->…
Read More...
Read More...
ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଅମିତ ଶାହ
ମୋଦୀ ସରକାର ଅଧୀନରେ ଡିଜିଟାଲ ଇଣ୍ଡିଆ ଗରିବଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇବା କ୍ଷେତ୍ରରେ ପ୍ରବେଶ କରୁଛିସିବିଡିସି-ଆଧାରିତ ପିଡିଏସ୍ ମାଧ୍ୟମରେ ତୃଣମୂଳ ସ୍ତରରେ ‘ସର୍ବନିମ୍ନ ସରକାର, ସର୍ବାଧିକ ଶାସନ’ ଦୃଷ୍ଟିକୋଣର ପ୍ରୟୋଗଜ୍ଞାନକୌଶଳ ଓ ସମ୍ବେଦନଶୀଳତାର ସମନ୍ୱୟ: ବଞ୍ଚିତଙ୍କ!-->…
Read More...
Read More...
ମହାରାଷ୍ଟ୍ରର ଏନଏଚ-୧୬୦ଏର ଘୋଟି – ତ୍ରିମ୍ବକ (ମୋଖାଡା) – ଜବାହର – ମନୋର – ପାଲଘର…
୧୫୪.୬୩୫ କି.ମି. ଲମ୍ବା ସେକ୍ସନରେ ୨-ଲେନ/୪-ଲେନ ସହ ପେଭଡ୍ ସୋଲଡର ବିକାଶ୩୩୨୦.୩୮ କୋଟି ଟଙ୍କା ବ୍ୟୟରେ ମହାରାଷ୍ଟ୍ରର ସଡ଼କ ସଂଯୋଗକୁ ମିଳିବ ନୂତନ ଗତି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ!-->!-->!-->…
Read More...
Read More...
ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର 12 ଜିଲ୍ଲାରେ ୩ଟି ରେଳ ଟ୍ରାକ୍ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍…
• ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱର୍କ ପାଖାପାଖି 389 କିଲୋମିଟର ବୃଦ୍ଧି ପାଇବ• ଏହି ପ୍ରକଳ୍ପର ମୋଟ ଆନୁମାନିକ ବ୍ୟୟ ପ୍ରାୟ 18,509 କୋଟି ଟଙ୍କା ଏବଂ ଏହା 2030-31ସୁଦ୍ଧା ସମାପ୍ତ ହେବ।• ନିର୍ମାଣ ସମୟରେ ଏହି ପ୍ରକଳ୍ପ ପ୍ରାୟ 265 ଲକ୍ଷ ମାନବ ଦିବସ ପାଇଁ ସିଧାସଳଖ ନିଯୁକ୍ତି!-->…
Read More...
Read More...