Browsing Category
ଦେଶ ବିଦେଶ
ମଧ୍ୟପ୍ରଦେଶ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
"ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ନବ ନିଯୁକ୍ତ"“ବର୍ତ୍ତମାନର ସରକାର ପାଠ୍ୟକ୍ରମରେ ଆଞ୍ଚଳିକ ଭାଷା ଉପରେ ଗୁରୁତ୍ୱ ଦେଉଛନ୍ତି”“ଯେତେବେଳେ ସକାରାତ୍ମକ ଚିନ୍ତାଧାରା, ସଠିକ୍ ଉଦ୍ଦେଶ୍ୟ ଏବଂ ପୂର୍ଣ୍ଣ ନିଷ୍ଠା ସହିତ ନିଷ୍ପତ୍ତି ନିଆଯାଏ, ସେତେବେଳେ!-->…
Read More...
Read More...
ବୁଧବାର ଚନ୍ଦ୍ରରେ ଅବତରଣ କରିବ ଭାରତର ଚନ୍ଦ୍ରଯାନ-୩
• ଯାନର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କୁ ଅବଗତ କରାଇଲେ ଇସ୍ରୋ ଅଧ୍ୟକ୍ଷ
ନୂଆଦିଲ୍ଲୀ, (ପିଆଇବି) : ବୁଧବାର, ୨୩ ଅଗଷ୍ଟ ୨୦୨୩ ସନ୍ଧ୍ୟାରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର!-->!-->!-->…
Read More...
Read More...
ପିଆଜ ବଫର ଷ୍ଟକ୍ ପରିମାଣ ୩ଲକ୍ଷ ମେଟ୍ରିକ ଟନ୍ରୁ ୫ ଲକ୍ଷ ମେଟ୍ରିକ ଟନ୍କୁ ବୃଦ୍ଧି : ସୋମବାରଠାରୁ ଏନ୍ସିସିଏଫ…
ନୂଆଦିଲ୍ଲୀ, (ପି.ଆଇ.ବି.) : ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ପିଆଜର ମହଜୁଦ (ବଫର ଷ୍ଟକ୍)ପରିମାଣ ୩ଲକ୍ଷ ମେଟ୍ରିକ ଟନରୁ ୫ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛନ୍ତି । ଚଳିତବର୍ଷ ପ୍ରାରମ୍ଭିକ ଭାବେ ସରକାର ତିନି ଲକ୍ଷ ଟନ୍ ପିଆଜ ବଫର ଷ୍ଟକ ଭାବେ ମହଜୁଦ କରି ରଖିବାକୁ!-->!-->!-->…
Read More...
Read More...
ଭାରତ ନୂତନ କାର ମୂଲ୍ୟାୟନ କାର୍ଯ୍ୟକ୍ରମ (ଭାରତ ଏନସିଏପି)ର ଶୁଭାରମ୍ଭ କରିବେ ନିତିନ ଗଡକରୀ
ଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ୨୨ ଅଗଷ୍ଟ ୨୦୨୩ରେ ବହୁ ପ୍ରତୀକ୍ଷିତ ଭାରତ ନୂତନ କାର ମୂଲ୍ୟାୟନ କାର୍ଯ୍ୟକ୍ରମ (ଭାରତ ଏନସିଏପି)ର ଶୁଭାରମ୍ଭ କରିବେ । ଭାରତରେ ମୋଟର ଯାନର ସୁରକ୍ଷା ମାନକୁ ୩.୫ ଟନ୍ କୁ ବୃଦ୍ଧି କରି ସଡ଼କ ସୁରକ୍ଷାରେ!-->…
Read More...
Read More...
ଭାରତର ଅର୍ଥ ବ୍ୟବସ୍ଥା ଏହି ଚ୍ୟାଲେଞ୍ଜିଂ ସମୟରେ ଆଶାର କିରଣ ଭାବେ ଚମକିଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ଭାରତ ପାଇଁ ଆଶାବାଦୀ ହେବାର କାରଣ ସମ୍ପର୍କରେ ମନିକଣ୍ଟ୍ରୋଲ ୱେବସାଇଟ୍ ଦ୍ୱାରା ପ୍ରବନ୍ଧ ଏବଂ ଇନଫୋଗ୍ରାଫିକ୍ସ ସଂଗ୍ରହ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥନୀତିର ଦୃଢ଼ ଅଭିବୃଦ୍ଧି ଏବଂ ସ୍ଥିରତାକୁ ଦୋହରାଇଥିଲେ ।ପ୍ରଧାନମନ୍ତ୍ରୀ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକରେ ଉଦ୍ବୋଧନ
● “ଡିଜିଟାଲ ଅର୍ଥନୀତି ଉପରେ ଆଲୋଚନା ପାଇଁ ବେଙ୍ଗାଲୁରୁ ହିଁ ଶ୍ରେଷ୍ଠ ସ୍ଥାନ”● “ଭାରତରେ ଡିଜିଟାଲ ଅବସ୍ଥାନ୍ତର ଏହାର ନବୋନ୍ମେଷ ଉପରେ ଦୃଢ ଆସ୍ଥା ଓ ଦୃଢ କାର୍ଯ୍ୟକାରିତାର ଅଙ୍ଗୀକାରବଦ୍ଧତା ଦ୍ୱାରା ପରିଚାଳିତ”● “ଦେଶ ପ୍ରଯୁକ୍ତି ବିଦ୍ୟାକୁ ଯଥା ସମ୍ଭବ ଉପଯୋଗ କରି ପ୍ରଶାସନିକ!-->…
Read More...
Read More...
ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
● “ପରବର୍ତ୍ତୀ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ଆମେ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ”● “ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିଗରେ ଏକ ସାର୍ବଜନୀନ ପଦକ୍ଷେପ”● “ବୈଶ୍ୱିକ ଲକ୍ଷ୍ୟ ୨୦୩୦ର ଯଥେଷ୍ଟ ଆଗରୁ ଆମେ ଯକ୍ଷ୍ମା!-->…
Read More...
Read More...
୭୭ତମ ସ୍ୱାଧୀନତା ଦିବସରେ ଦେଶର ଭାଗ୍ୟ ବଦଳାଇବା ପାଇଁ ନର୍ସ, ଡାକ୍ତର ଏବଂ ଅନ୍ୟମାନଙ୍କ ପ୍ରୟାସକୁ ପ୍ରଶଂସା କଲେ…
• ପ୍ରସିଦ୍ଧ ଲାଲକିଲାରୁ ସ୍ୱାଧୀନତା ଦିବସ ଉତ୍ସବ ଦେଖିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୫୦ ଜଣ ନର୍ସଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି• କୋଭିଡ୍ ଆମକୁ ଶିଖାଇଛି ଯେ ମାନବ କେନ୍ଦ୍ରିତ ଆଭିମୁଖ୍ୟ ବିନା ବିଶ୍ୱର ବିକାଶ ସମ୍ଭବ ନୁହେଁ• ଜନ ଔଷଧି କେନ୍ଦ୍ର ଗୁଡ଼ିକ ୨୦,୦୦୦!-->…
Read More...
Read More...
ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କୁ…
୧୪୦ କୋଟି ଦେଶବାସୀଙ୍କୁ ତାଙ୍କ ପରିବାରଜନ ବୋଲି କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଭାଷଣ ଦେଇ ତାଙ୍କର ୧୪୦ କୋଟି 'ପରିବାର ସଦସ୍ୟ'ଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ପ୍ରତି ଥିବା!-->!-->!-->…
Read More...
Read More...
ମଣିପୁର ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି
ଦିଲ୍ଲୀ, (ପିଆଇବି) : ମଣିପୁର ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି ଏବଂ ସେଠାରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବ ବୋଲି ୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲାରୁ କହିଛନ୍ତି ।
ସେ କହିଛନ୍ତି, ମଣିପୁରରେ କିଛି ଦିନ ହେଲା ଅଶାନ୍ତି, ହିଂସା!-->!-->!-->…
Read More...
Read More...