Browsing Category
ଦେଶ ବିଦେଶ
ବନ୍ୟଜନ୍ତୁ ବାସସ୍ଥାନ ସମନ୍ୱିତ ବିକାଶର ୧୦୦ ଦିନର ଲକ୍ଷ୍ୟ ହାସଲ କଲା ମନ୍ତ୍ରଣାଳୟ ପଞ୍ଚଦଶ ଅର୍ଥ ଆୟୋଗ ଅବଧିରେ…
ଯୋଜନାରେ ଥିବା ଗୁରୁତ୍ୱପୂର୍ଣ୍ଣ ଅଂଶ : ପ୍ରୋଜେକ୍ଟ ଟାଇଗର୍, ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ୍ ଏବଂ ଅନ୍ୟ ବନ୍ୟଜନ୍ତୁ ବାସସ୍ଥାନ ବିକାଶ
ନୂଆଦିଲ୍ଲୀ, (ପିଆଇବି) : ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପଞ୍ଚଦଶ ଅର୍ଥ ଆୟୋଗ ଅବଧି ପାଇଁ ବନ୍ୟଜନ୍ତୁ ବାସସ୍ଥାନର ସମନ୍ୱିତ ବିକାଶ!-->!-->!-->…
Read More...
Read More...
ନୂଆଦିଲ୍ଲୀରେ ଜୁହାର୍ ନୂଆଁଖାଇ ପରବ୍-୨୦୨୪’ର ରୌପ୍ୟ ଜୟନ୍ତୀ ସମାରୋହ
ନୂଆଁଖାଇ ଦେଶରେ ନୂଆ ପରିଚୟ ତିଆରି କରିଛି- ଧର୍ମେନ୍ଦ୍ର ପ୍ରଧାନଦେଶ ବିଦେଶରେ ଓଡ଼ିଆମାନେ ନୂଆଁଖାଇ ପାଳନ କରିବା ଖୁସିର ବିଷୟରାଷ୍ଟ୍ରୀୟ ରାଜଧାନୀରେ ସମସ୍ତେ ଏକାଠି ହୋଇ ନୂଆଁଖାଇ ପାଳନ କରିବା ଏକ ଅପୂର୍ବ ଅବସରକରିପାରିଥିବାରୁ ଜୁହାର୍ ପରିବାରର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦ ଜଣାଇଲେ!-->…
Read More...
Read More...
ସ୍ୱଚ୍ଛତା ହିଁ ସେବା, ୨୦୨୪ ଅଭିଯାନରେ କୃଷି ଓ କୃଷକ କଲ୍ୟାଣ ବିଭାଗ ବ୍ୟାପକ ଭାବେ ଅଂଶଗ୍ରହଣ କରିଛି
ସ୍ୱଚ୍ଛତା ହିଁ ସେବା, ୨୦୨୪ ଅଭିଯାନ ସମୟରେ ବିଭାଗ ପକ୍ଷରୁ ସମଗ୍ର ଦେଶରେ ଥିବା ଏହାର ଅଧୀନସ୍ଥ/ ସଂଯୁକ୍ତ/ ସ୍ୱୟଂଶାସିତ ସଂସ୍ଥା/ ରାଷ୍ଟ୍ରାୟତ୍ତ ଉଦ୍ୟୋଗ/ କ୍ଷେତ୍ର କାର୍ଯ୍ୟାଳୟ ସହିତ ପ୍ରାୟ ୬୦୦ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ହାତକୁ ନିଆଯିବକୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ!-->…
Read More...
Read More...
ଏନ୍ଡିଏମ୍ଏ କର୍ମଶାଳାରେ ‘ବିପର୍ଯ୍ୟୟ ବିପତ୍ତି ବୀମା କାହିଁକି ଗୁରୁତ୍ୱପୂର୍ଣ୍ଣ-ପ୍ରମୁଖ ଧାରଣା ଏବଂ ଲାଭ’ ଉପରେ…
ଅଧିକ ନମନୀୟ, ଦକ୍ଷ ଏବଂ ସମାବେଶୀ ବୀମା ସମାଧାନ ଦିଗରେ ବିପର୍ଯ୍ୟୟ ବିପତ୍ତି ବୀମା କ୍ଷେତ୍ରରେ ଅଭିନବ ପ୍ରୟାସ କରିବାର ଭାରତର ସାମର୍ଥ୍ୟ ଉପରେ ଡକ୍ଟର ମିଶ୍ରଙ୍କ ଆଲୋକପାତଡକ୍ଟର ମିଶ୍ର ‘ବିବିଧ ବୀମା ସମାଧାନ’ ପାଇଁ ପରାମର୍ଶ ଦେବା ସହିତ ଏହାର ମୂଳରେ ଦୀର୍ଘସ୍ଥାୟିତ୍ୱକୁ ରଖିବା ଏବଂ!-->…
Read More...
Read More...
ପ୍ରମୁଖ ମାଇଲଖୁଣ୍ଟ ହାସଲ କଲା ପୂର୍ବତଟ ରେଳପଥ : ଭୁବନେଶ୍ୱରର ଭିଏସ୍ଏସ୍ ନଗର ଠାରେ ତିନି ଘଣ୍ଟା ମଧ୍ୟରେ ରୋଡ ଓଭର…
ଭୁବନେଶ୍ୱର, (ପିଆଇବି) : ଏକ ଉଲ୍ଲେଖନୀୟ ଇଞ୍ଜିନିୟରିଂ କାର୍ଯ୍ୟରେ, ପୂର୍ବତଟ ରେଳପଥ ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରତ୍ୟକ ୩୬ ମିଟର ଲମ୍ବ ପାଞ୍ଚଗୋଟି ଷ୍ଟିଲ୍ ଗାର୍ଡ଼ର (ଯାହାର ଓଜନ ପ୍ରତ୍ୟକ ୩୫ ଟନ୍) କୁ ସଫଳତାର ସହ ସ୍ଥାପନ କରାଯାଇଅଛି । ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଳ ଷ୍ଟେସନ!-->…
Read More...
Read More...
ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜନ କରିବ, ଯେଉଁଥିରେ…
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି ଯେ, ୱେଭ୍ସ ଭାରତକୁ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଏକ ଅତୁଳନୀୟ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ କରିବଉଦ୍ଘାଟିତ ହେଲା ୱେଭ୍ସର 'କ୍ରିଏଟ୍ ଇନ୍ ଇଣ୍ଡିଆ' ଚ୍ୟାଲେଞ୍ଜ ସିଜନ-୧, ଯୁବବର୍ଗଙ୍କୁ ଅଧିକ ସଂଖ୍ୟକ ଅଂଶଗ୍ରହଣ!-->…
Read More...
Read More...
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ୱାର୍ଲ୍ଡ ଫୁଡ୍…
ଖାଦ୍ୟ ନିୟାମକଙ୍କ ଭୂମିକା କେବେ ବି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ରହିନାହିଁ ଏବଂ ଏହା ନିରନ୍ତର ସହଯୋଗ, ନିରବଚ୍ଛିନ୍ନ ଉଦ୍ଭାବନ ଏବଂ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ନିରନ୍ତର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧତା ଆବଶ୍ୟକ କରେ : ଜେପି ନଡ୍ଡାଆନ୍ତର୍ଜାତୀୟ ବାଣିଜ୍ୟ, ଖାଦ୍ୟ ଉତ୍ପାଦନ!-->…
Read More...
Read More...
ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଛତିଶଗଡ଼ର ନକ୍ସଲ ହିଂସାରେ ପୀଡ଼ିତଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ…
ନକ୍ସଲବାଦ ଉଭୟ ମାନବିକତା ଓ ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ବିପଦପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧଯେଉଁମାନେ ନକ୍ସଲଙ୍କ ମାନବିକ ଅଧିକାରକୁ ସମର୍ଥନ କରୁଛନ୍ତି!-->…
Read More...
Read More...
ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦକୁ ପାଣ୍ଠିଯୋଗାଣ ସମେତ ଆର୍ଥିକ ଅପରାଧ ମୁକାବିଲା କ୍ଷେତ୍ରରେ ଭାରତର ପ୍ରୟାସକୁ…
ଏଫ୍ଏଟିଏଫ୍ ଦ୍ୱାରା ସର୍ବୋଚ୍ଚ ମାନ୍ୟତା ରୂପେ ଭାରତକୁ ‘ନିୟମିତ ଅନୁସରଣ’ ଶ୍ରେଣୀରେ କରାଗଲା ସ୍ଥାନିତ
ନୂଆଦିଲ୍ଲୀ, (ପିଆଇବି) : ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣ ସମେତ ବିଭିନ୍ନ ବେଆଇନ ଆର୍ଥିକ ଗତିବିଧି ମୁକାବିଲା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାରେ ଭାରତର!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା…
କୃଷି ଓ କୃଷକ କଲ୍ୟାଣର ବିକାଶ ପାଇଁ ଆମର ୬ ସୂତ୍ରୀ ରଣନୀତି ରହିଛି : ଶ୍ରୀ ଚୌହାନଜଳବାୟୁ ଅନୁକୂଳ, ପୋକ ପ୍ରତିରୋଧୀ ଏବଂ ଅଧିକ ଅମଳକାରୀ ୬୫ ଟି ଫସଲର ୧୦୯ଟି ନୂତନ ବିହନ ଚାଷୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଛନ୍ତି : କେନ୍ଦ୍ର କୃଷି ମନ୍ତ୍ରୀସରକାରଙ୍କ ୧୦୦ ଦିନିଆ!-->…
Read More...
Read More...