Browsing Category

ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ କାଳରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ

● ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ବୀନାରେ ୫୦, ୭୦୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ● ବୀନା ତୈଳ ବିଶୋଧନାଗାରରେ ପେଟ୍ରୋ ରସାୟନ ପରିସରର ଶିଳାନ୍ୟାସ● ନର୍ମଦାପୁରମ୍ଠାରେ ଶକ୍ତି ଓ ଅକ୍ଷୟ ଶକ୍ତି ନିର୍ମାଣ ଅଞ୍ଚଳ ନିମନ୍ତେ ଶିଳାନ୍ୟାସ ଓ ରତଲାମଠାରେ ବୃହତ
Read More...

ହାଇଦ୍ରାବାଦ୍‌ରେ ଧୂମ୍‌ଧାମ୍‌ରେ ନୂଆଁଖାଇ ପାଇଁ ‘ଓସାକା’ର ପ୍ରସ୍ତୁତି ବୈଠକ

ହାଇଦ୍ରାବାଦ୍‌ : ହାଇଦ୍ରାବାଦ୍‌ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ସଂଗଠନ “ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ” (ଓସାକା) ତରଫରୁ ହାଇଦ୍ରାବାଦ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଷ ୮ ଅକ୍ଟୋବର ଦିନ
Read More...

ଦୀର୍ଘସ୍ଥାୟିତ୍ୱ ଏବଂ ସ୍ୱଚ୍ଛ ଶକ୍ତି ଦିଗରେ ଆମ ପ୍ରୟାସରେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏକ ଐତିହାସିକ ମୁହୂର୍ତ୍ତ :…

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ଯୋଗ ଦେଇଥିବା ସଦସ୍ୟ ରାଷ୍ଟ୍ରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ ଦୀର୍ଘସ୍ଥାୟିତ୍ୱ ଏବଂ ସ୍ୱଚ୍ଛ ଶକ୍ତି ଦିଗରେ ଆମ ପ୍ରୟାସରେ ଏକ ଐତିହାସିକ ମୁହୂର୍ତ୍ତ ବୋଲି ସେ
Read More...

ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀ ଠାରେ ଜି - ୨୦ ଶିଖର ସମ୍ମିଳନୀ ଅବସରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ରୁଷି ସୁନକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ
Read More...

ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା-ଆମେରିକାର ମିଳିତ ବିବୃତି

ଦିଲ୍ଲୀ, (ପିଆଇବି) : ଆମେ, ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନେତାମାନେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀ ଅବସରରେ ଏକତ୍ରିତ ହୋଇଛୁ । ଆମର ପାରସ୍ପରିକ ଦୁନିଆ ପାଇଁ ସମସ୍ୟାର ସମାଧାନ କରିବା ଲାଗି ଆନ୍ତର୍ଜାତିକ ଆର୍ଥିକ
Read More...

ବଲାଙ୍ଗିର ସହର କଲେଜଛକଠାରେ ଟାଟା ଏସି ଧକ୍କାରେ କଲେଜ ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ଟାଟା ଏସି ଧକ୍କାରେ ଜଣେ କଲେଜ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ବୁରୋମୁଣ୍ଡା ଗାଁର ନିର୍ମଳା ସୁନା ବଲାଙ୍ଗିର କନ୍ଧପାଲିପଡାର ସମ୍ପର୍କୀୟଙ୍କ ଘରେ ରହି ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି । ଆଜି
Read More...

ଜି-୨୦ ଶିଖର ସମ୍ମିଳନୀ ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଦିଲ୍ଲୀ, (ପିଆଇବି) :ବନ୍ଧୁଗଣଭାରତ ବିବିଧ ବିଶ୍ବାସ, ଆଧ୍ୟାତ୍ମିକତା ଓ ପରମ୍ପରାର ଦେଶ। ବିଶ୍ବର ଅନେକ ପ୍ରମୁଖ ଧର୍ମର ଜନ୍ମ ଏଠାରେ ହୋଇଛି ଓ ବିଶ୍ବର ପ୍ରତ୍ୟେକ ଧର୍ମକୁ ଏ ଦେଶ ସମ୍ମାନ ଦେଇଛି ।ଗଣତନ୍ତ୍ରର ଜନନୀ ହିସାବରେ ଆଲୋଚନା ଓ ଗଣତାନ୍ତ୍ରିକ ନୀତି ଉପରେ ଆମର ବିଶ୍ବାସ ଅନାଦି କାଳରୁ
Read More...

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର ସହଯୋଗ, ଉଦ୍ଭାବନ ଏବଂ ମିଳିତ ପ୍ରଗତିର ପ୍ରତୀକ ହେବ : ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡରକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହା ସହଯୋଗ, ନବସୃଜନ ଏବଂ ସହଭାଗୀ ପ୍ରଗତିର ପ୍ରତୀକ ହେବ ତଥା ସହଭାଗୀ ଆକାଂକ୍ଷା ଓ ସ୍ୱପ୍ନର ଯାତ୍ରା କରିବ ।ଏକ୍ସ ସାମାଜିକ ଗଣମାଧ୍ୟମରେ
Read More...

ଜି20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବିବୃତ୍ତି

ଦିଲ୍ଲୀ, (ପିଆଇବି) :ୟୋର ହାଇନେସ୍ଏକ୍ସିଲେନ୍ସିସ୍,ନମସ୍କାର! ଔପଚାରିକ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ, ଆମ ସଭିଙ୍କ ପକ୍ଷରୁ କିଛି ସମୟ ପୂର୍ବେ ମରକ୍କୋରେ ଆସିଥିବା ଭୂମିକମ୍ପ ଦ୍ବାରା ପ୍ରଭାବିତ ଲୋକମାନଙ୍କ ପ୍ରତି ମୋର ଆନ୍ତରିକ ସମବେଦନା ଜଣାଇବାକୁ ଚାହୁଁଛି ।ଆମେ ପ୍ରାର୍ଥନା
Read More...

ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ ଜର୍ଜିଆ ମେଲୋନିଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିଛନ୍ତି । ଜି-20 ସମ୍ମିଳନୀ ଅବସରରେ ମହାମହିମ ଶ୍ରୀମତୀ ଜର୍ଜିଆ ମେଲୋନି ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ମାର୍ଚ୍ଚ 2023 ରେ
Read More...