Browsing Category
ଦେଶ ବିଦେଶ
ଇଣ୍ଡିଆ ଏଆଇ ଷ୍ଟାକ୍ : ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ
ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରଯୁକ୍ତିବିଦ୍ୟାର ଭବିଷ୍ୟତ ଏକ ସରଳ କିନ୍ତୁ ଶକ୍ତିଶାଳୀ ଚିନ୍ତାଧାରା ଦ୍ୱାରା ପରିଚାଳିତ ହେଉଛି, ତାହା ହେଲା ଏଆଇର ଗଣତାନ୍ତ୍ରିକରଣ । କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ କେବଳ କିଛି କମ୍ପାନୀ, ଅନୁଷ୍ଠାନ କିମ୍ବା ଦେଶ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ।!-->…
Read More...
Read More...
‘ମନ କି ବାତ’ର ୧୩୧ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ଓଡ଼ିଶାରୁ ଆତ୍ମନିର୍ଭର କୃଷିର ସଫଳ ଦୃଷ୍ଟାନ୍ତ; ଯୁବଚାଷୀ ହିରୋଦ ପଟେଲଙ୍କ ଅଭିନଵ ମଡେଲକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର‘ମନ୍ କି ବାତ୍’କୁ ଆପଣଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ । ‘ମନ୍ କି ବାତ୍’ ଦେଶ ଏବଂ ଏହାର ନାଗରିକଙ୍କ ସଫଳତାକୁ ଉଜ୍ଜ୍ୱଳ କରିବା!-->!-->!-->…
Read More...
Read More...
ଇଇଜେଡ୍ରେ ମାଛ ଧରା ପାଇଁ ପ୍ରବେଶ ପାସର ଜାତୀୟ ଶୁଭାରମ୍ଭ; ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ର ପାଇଁ ଖୋଲିଲା ନୂତନ ଦ୍ୱାର
ସମବାୟ ସଶକ୍ତିକରଣ ସହ ଉଚ୍ଚ-ମୂଲ୍ୟ ମତ୍ସ୍ୟ ଉତ୍ପାଦନକୁ ନୂତନ ଗତିସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି ପାଇଁ ‘ରିୟଲ୍ କ୍ରାଫ୍ଟ’ ଅନଲାଇନ୍ ପୋର୍ଟାଲ୍ରେ ମାଗଣା ପ୍ରବେଶ ପାସ ବ୍ୟବସ୍ଥାଓଡ଼ିଶାର ଦୁଇ ମତ୍ସ୍ୟଜୀବୀ ଚନ୍ଦ୍ରଶେଖର ମହାନ୍ତି ଓ ଓମ୍ ପ୍ରକାଶ ସ୍ୱାଇଁଙ୍କୁ ପ୍ରବେଶ ପାସ୍ ପ୍ରଦାନ
!-->!-->!-->…
Read More...
Read More...
ନୂଆଦିଲ୍ଲୀ ଘୋଷଣା ଗୃହୀତ ହେବା ସହ ସମ୍ପନ୍ନ ହେଲା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬
● ମିଳିତ, ଭରସାଯୋଗ୍ୟ, ମଜବୁତ ଏବଂ କୁଶଳୀ ଏଆଇ ନିମନ୍ତେ ସହଭାଗୀ ଗ୍ଲୋବାଲ୍ ଭିଜନକୁ ସମର୍ଥନ କଲେ ୮୮ ଦେଶ ଓ ଅନ୍ତର୍ଜାତୀୟ ସଂଗଠନ● ମୁଖ୍ୟ ପରିଣାମ: ୭ଟି ସ୍ତମ୍ଭରେ ବିଶ୍ୱସ୍ତରୀୟ ମଞ୍ଚ, ସିଦ୍ଧାନ୍ତ ଏବଂ ସହଭାଗୀ ବ୍ୟବସ୍ଥା ଘୋଷଣା● ସମାନତା, ସୁଲଭତା ଏବଂ ବିଶ୍ୱ ସହଯୋଗ ଉପରେ ଆଧାରିତ!-->…
Read More...
Read More...
ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଶ୍ରୀ ଅମିତ ଶାହ
୮୬ ବର୍ଷ ଧରି ବଳିଦାନ ଓ ସମର୍ପଣର ପରମ୍ପରା ସହ ଆଭ୍ୟନ୍ତରୀଣ ସୁରକ୍ଷାର ଆଧାର ସାଜିଛି ସିଆରପିଏଫ୍୨୪୮ ବାଟାଲିୟନ, ୩.୨୫ ଲକ୍ଷ କର୍ମୀଙ୍କୁ ନେଇ ବିଶ୍ୱର ସର୍ବବୃହତ ସିଏପିଏଫ୍ ସାଜିଛି ସିଆରପିଏଫ୍
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଆସାମର!-->!-->!-->…
Read More...
Read More...
କେନ୍ଦ୍ରମନ୍ତ୍ରୀଙ୍କ ପତ୍ରର ପ୍ରତ୍ୟୁତ୍ତର ରଖିଲା ଭିଏଫଏସ୍ ଗ୍ଲୋବାଲ
• ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ -ଧର୍ମେନ୍ଦ୍ର ପ୍ରଧାନ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କୁ ଧନ୍ୟବାଦ ଜଣାଇଲେ• ସେପ୍ଟେମ୍ବର ୨,୨୦୨୫ରେ କେନ୍ଦ୍ର ବୈଦେଶିକ!-->…
Read More...
Read More...
ଏଆଇ ଓ ଡିପ୍ଟେକ୍ ଷ୍ଟାର୍ଟଅପ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲ ଟେବୁଲ ବୈଠକ
୧୬ଟି ଏଆଇ ଓ ଡିପ୍ଟେକ୍ ଷ୍ଟାର୍ଟଅପ୍ର ପ୍ରତିଷ୍ଠାତା ଓ ସିଇଓ ସେମାନଙ୍କ ଚିନ୍ତାଧାରା ଓ କାର୍ଯ୍ୟ ଉପସ୍ଥାପନ କଲେଏହି ଷ୍ଟାର୍ଟଅପ୍ଗୁଡ଼ିକ ସ୍ୱାସ୍ଥ୍ୟସେବା, କୃଷି, ସାଇବର ସୁରକ୍ଷା, ମହାକାଶ ଏବଂ ସାମାଜିକ ସଶକ୍ତୀକରଣ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଯାହା ସମଗ୍ର ଜନସଂଖ୍ୟା ସ୍ତରରେ!-->…
Read More...
Read More...
ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
ଏଆଇ ଇମ୍ପାକ୍ଟ ସମିଟ୍ ଏକ ମାନବ-କୈନ୍ଦ୍ରୀକ, ସଂବେଦନଶୀଳ ବିଶ୍ବ ଇକୋସିଷ୍ଟମକୁ ଆକାର ଦେବ : ପ୍ରଧାନମନ୍ତ୍ରୀବିଶ୍ବ ଦକ୍ଷିଣର ପ୍ରାଥମିକତାଗୁଡ଼ିକ ଶାସନର କେନ୍ଦ୍ରରେ ରହିବା ସହ ଏଆଇ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଉଚିତ୍: ପ୍ରଧାନମନ୍ତ୍ରୀଏଆଇରେ ନୈତିକତା ଅସୀମିତ ହେବା ଉଚିତ୍, ଉଦ୍ଦେଶ୍ୟ!-->…
Read More...
Read More...
ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀଏଆଇକୁ ଗଣତାନ୍ତ୍ରିକ କରିବାକୁ ହେବ; ଏହା ଅନ୍ତର୍ଭୁକ୍ତିକରଣ ଓ ସଶକ୍ତିକରଣ ପାଇଁ ଏକ ଉପକରଣ ହେବା ଉଚିତ, ବିଶେଷକରି ଗ୍ଲୋବାଲ୍ ସାଉଥ୍ ପାଇଁ: ପ୍ରଧାନମନ୍ତ୍ରୀନୀତିଗତ ପ୍ରଣାଳୀ, ଉତ୍ତରଦାୟୀ ଶାସନ,!-->…
Read More...
Read More...
ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା
ଏଫ ଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ
ରାଞ୍ଚି, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପତ୍ର ସୂଚନା କାର୍ଯ୍ୟାଳୟ ରାଞ୍ଚି/ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ରାଞ୍ଚିକୁ ତାଙ୍କର ତିନି ଦିନିଆ ଗସ୍ତରେ ଯାଇ ଆଜି!-->!-->!-->…
Read More...
Read More...