Browsing Category
ଦେଶ ବିଦେଶ
ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
● ଗାଜାର ଅଲ୍ ଅହଲି ହସ୍ପିଟାଲରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ● ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳରେ ବିପନ୍ନ ହୋଇଥିବା ସୁରକ୍ଷା ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗଭୀର ଉଦବେଗ ପ୍ରକାଶ● ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର!-->…
Read More...
Read More...
ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ସ୍ଥିର ରହିବ
ମୂଲ୍ୟ ସ୍ଥିରତା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି : ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ
ଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ ସଞ୍ଜୀବ ଚୋପ୍ରା ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ବିଭିନ୍ନ ସାମଗ୍ରୀର ମୂଲ୍ୟକୁ!-->!-->!-->…
Read More...
Read More...
ଜୋ ବାଇଡେନ୍ଙ୍କ ଆଲୋଚନା
ନୂଆଦିଲ୍ଲୀ : ତେଲ ଅଭିବରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଆଲୋଚନା ।
Read More...
Read More...
ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମା କାର୍ଯ୍ୟକାରିତାର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ.…
● ପ୍ରଭାବୀ ରୂପାୟନ ନିମନ୍ତେ ପ୍ରମୁଖ ବିଷୟବସ୍ତୁକୁ ନେଇ ଅନୁଷ୍ଠିତ ହେବ ୭ଟି ୱେବିନାର● ଦେଶର ବିଭିନ୍ନ ବୁଦ୍ଧିଜୀବୀ ମଣ୍ଡଳୀଙ୍କୁ ନେଇ ଏକ ସେମିନାର ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି● ଜି-୨୦ ଆଭାସୀ ଶିଖର ସମ୍ମିଳନୀ ଏବଂ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ୨.୦ ପାଇଁ!-->…
Read More...
Read More...
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ସହାୟତାରେ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍…
● ଜୁଲାଇ ପହିଲା ୨୦୨୩ ଠାରୁ ପିଛିଲା ଭାବେ ମିଳିବ ମାସିକ ୪% ଅତିରିକ୍ତ ଡିଏ● ୪୮.୬୭ ଲକ୍ଷ ସରକାରୀ କର୍ମଚାରୀ ଓ ୬୭.୯୫ ଲକ୍ଷ ପେନସନଭୋଗୀ ହେବେ ଲାଭାନ୍ୱିତ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ!-->!-->!-->…
Read More...
Read More...
ରେଳ କର୍ମଚାରୀଙ୍କ ପାଇଁ ୧୯୬୮.୮୭ କୋଟି ଟଙ୍କାର ଉତ୍ପାଦକତା ଭିତ୍ତିକ ବୋନସ (ପିଏଲବି)କୁ କ୍ୟାବିନେଟ ମଞ୍ଜୁରି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସମସ୍ତ ଯୋଗ୍ୟ ଅଣଗେଜେଟେଡ୍ ରେଳ କର୍ମଚାରୀ ଯଥା ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ,!-->…
Read More...
Read More...
ସ୍ୱଚ୍ଛତା ୩.୦ ଅଭିଯାନରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ରଦ୍ଦି ସାମଗ୍ରୀ(ସ୍କ୍ରାପ) ବିକି ସରକାର ୧୧୭ କୋଟି ଟଙ୍କାରୁ…
• ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦ ମାଧ୍ୟମରେ ପୁରୁଣା ସାମଗ୍ରୀ ଓ ଆବର୍ଜନା ହଟାଇ ସରକାରୀ କାର୍ଯ୍ୟାଳୟର ୩୨.୫୪ଲକ୍ଷ ବର୍ଗଫୁଟ ସ୍ଥାନକୁ ମୁକ୍ତ କରାଯାଉଛି; କହିଲେ ମନ୍ତ୍ରୀ ଡକ୍ଟର ସିଂହ• ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ ହେବାର ଦୁଇ ସପ୍ତାହ ପରେ ଏହାର ସ୍ଥିତି!-->…
Read More...
Read More...
‘ଅପନା ଚନ୍ଦ୍ରାୟାନ’ ଓ୍ୱେବପୋର୍ଟାଲ ଏବଂ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଚନ୍ଦ୍ରାୟାନ- ୩ ସଫଳତାକୁ ସବୁ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଞ୍ଚାଇବା : ଧର୍ମେନ୍ଦ୍ର ପ୍ରଧାନ• ଇସ୍ରୋ ଚେୟାରମ୍ୟାନ ଏସ୍ ସୋମନାଥଙ୍କ ସହ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ• ଚନ୍ଦ୍ରାୟାନ ମିଶନକୁ ନେଇ ଏନସିଇଆରଟି ଦ୍ୱାରା ୧୦ଟି ପୁସ୍ତକ ପ୍ରସ୍ତୁତ ହୋଇଛି• ପ୍ରାରମ୍ଭିକରୁ ମାଧ୍ୟମିକ, ଉଚ୍ଚ!-->…
Read More...
Read More...
ନୂତନ ପୁସ୍ତକ ‘ଇଗ୍ନାଇଟିଂ କଲେକ୍ଟିଭ୍ ଗୁଡନେସ୍ : ମନ୍ କି ବାତ୍ @ ୧୦୦’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
● ମୋଦୀଜୀ କିପରି ନିଜ ଶବ୍ଦ ବଳରେ ଦେଶକୁ ବ୍ୟାପକ କଲ୍ୟାଣର ସାଧାରଣ ଲକ୍ଷ୍ୟ ପଛରେ ଆଗେଇ ନେଇଛନ୍ତି ସେ ବିଷୟରେ ଏହି ପୁସ୍ତକରେ ଆଲୋକପାତ କରାଯାଇଛି● 'ମନ୍ କି ବାତ୍'ର ୧୦୦ତମ ଅଧ୍ୟାୟ ଅତିକ୍ରମ କରିଥିବା ସମୟରେ ପରିବର୍ତ୍ତନର ଯାତ୍ରା ବିଷୟରେ ଚିନ୍ତା କରିବାକୁ ଚାହୁଁଥିବା ଯୁବକମାନେ ଏହି!-->…
Read More...
Read More...
୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ
• ମହିଳା ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ୱାହିଦା ରେହମାନ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ• କଳାକାରମାନେ ପରିବର୍ତ୍ତନର ବାହକ, ସେମାନେ ଉତ୍କର୍ଷର ନୂଆ ମାନଦଣ୍ଡ ନିର୍ଦ୍ଧାରଣ କରିବା ଜାରି ରଖିବେ ଏବଂ ବିକଶିତ ଭାରତ ଗଠନରେ ଯୋଗଦାନ ଦେବେ : ଶ୍ରୀମତୀ ମୁର୍ମୁ• କୌଣସି ବିଷୟବସ୍ତୁ!-->…
Read More...
Read More...