Browsing Category

ଦେଶ ବିଦେଶ

ମହାତ୍ମା ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ବାର୍ତ୍ତାକୁ ମନେ ପକାଇ ୫୫ତମ ଆଇଏଫ୍ଏଫ୍ଆଇରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ…

ଆଇଏଫ୍ଏଫ୍ଆଇରେ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ: ଶାନ୍ତି ଓ ମାନବିକତାକୁ ସିନେମା ଜରିଆରେ ଶ୍ରଦ୍ଧାଞ୍ଜଳି ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ପାଇଁ ଆନୁଷ୍ଠାନିକ
Read More...

ଚତୁର୍ଥ ସିଓଡିଆର୍‌ଆର୍‌ କର୍ମଶାଳାରେ ‘‘ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା (ଜିଏଲ୍‌ଓଏଫ୍) ବିପଦ ହ୍ରାସ ପାଇଁ ରଣନୀତି’’…

‘‘କେବଳ ବିପତ୍ତି ମୁକାବିଲା ନୁହେଁ ବରଂ ସହନଶୀଳ ପଦକ୍ଷେପ ବିକଶିତ କରିବା’ ଏବଂ ଜିଏଲ୍‌ଓଏଫ୍ ବିପଦ ଭଳି ଆହ୍ୱାନର ମୁକାବିଲା ପାଇଁ ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ବ ଉପରେ ଜୋର ଦେଲେ ଡକ୍ଟର ମିଶ୍ରହିମବାହ ହ୍ରଦ ସହ ଜଡ଼ିତ ବିପତ୍ତି ପ୍ରଶମନ ଏବଂ ଆମ ଭବିଷ୍ୟତ ପିଢ଼ି
Read More...

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳା ଉଦ୍‌ଘାଟିତ

ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବା : ଧର୍ମେନ୍ଦ୍ର ପ୍ରଧାନଯୋଗଦେଲେ ସମସ୍ତ ରାଜ୍ୟ ଓ କେନ୍ଦ୍ରୀୟ ଶାସିତ ଅଞ୍ଚଳର ଉଚ୍ଚ ଶିକ୍ଷା ବିଭାଗର ସଚିବଏକାଡେମିକ୍ ଲିଡର୍ ଓ ପ୍ରଶାସକମାନଙ୍କ ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଦୃଷ୍ଟି ଦେବାକୁ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ଜାମୁଇଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ ପାଳନ ପ୍ରସ୍ତୁତିର ସମୀକ୍ଷା କଲେ…

ଆଦିବାସୀଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କଲେ ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଜନଜାତୀୟ ଗୌରବ ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ପ୍ରତୀକ୍ଷିତ ଗସ୍ତ ପୂର୍ବରୁ ଜାମୁଇରେ ପହଞ୍ଚିଥିଲେ ।
Read More...

ଭାରତର ରାଜନୈତିକ ସ୍ଥିରତା ପୋଷାକ ଶିଳ୍ପକୁ ପ୍ରୋତ୍ସାହିତ କରିଛି

ନୂଆଦିଲ୍ଲୀ, (ପିଆଇବି) : ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ ଆୟୋଗ (ୟୁଏସ୍ ଆଇଟିସି)ର ଏକ ସଦ୍ୟ ରିପୋର୍ଟ ମାଧ୍ୟମରେ ବିଶ୍ୱ ସ୍ତରୀୟ ପୋଷାକ ଉତ୍ପାଦନ କେନ୍ଦ୍ର ଭାବରେ ଭାରତର ବୃଦ୍ଧି ପାଉଥିବା ଆକର୍ଷଣକୁ ସ୍ୱୀକାର କରାଯାଇଛି, ଯେଉଁଥିରେ ରାଜନୈତିକ ସ୍ଥିରତାକୁ ଏକ ପ୍ରମୁଖ କାରଣ ଭାବରେ
Read More...

ଆସନ୍ତା କାଲିଠାରୁ ଭୁବନେଶ୍ୱରରେ ପଞ୍ଚମ ଜାତୀୟ ଇଏମ୍ଆର୍‌ଏସ୍ ସାଂସ୍କୃତିକ ଓ ସାହିତ୍ୟ ମହୋତ୍ସବ ଏବଂ କଳା ଉତ୍ସବ

ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନୂଆଦିଲ୍ଲୀ, (ପିଆଇବି) : ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଜାତୀୟ ଶିକ୍ଷା ସମିତି (ଏନ୍‌ଇଏସ୍‌ଟିଏସ୍) ପକ୍ଷରୁ ୫ମ ଜାତୀୟ ଇଏମ୍ଆରଏସ୍ ସାଂସ୍କୃତିକ ଓ ସାହିତ୍ୟ ଉତ୍ସବ ଏବଂ କଳା ଉତ୍ସବ-୨୦୨୪ ଅନୁଷ୍ଠିତ ହେବ । ଆସନ୍ତା ନଭେମ୍ବର ୧୨ରୁ ୧୫
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଭଡତାଳ ସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ…

ସନ୍ଥମାନେ ଆମ ସମାଜକୁ ବହୁତ ଅବଦାନ ଦେଇଛନ୍ତି, ଯେତେବେଳେ ସମଗ୍ର ସମାଜ ଏବଂ ଦେଶ ଏକ ଲକ୍ଷ୍ୟ ହାସଲ ପାଇଁ ମିଳିତ ଭାବେ ଉଦ୍ୟମ କରନ୍ତି, ତାହା ପୂରଣ ହୋଇଥାଏ : ପ୍ରଧାନମନ୍ତ୍ରୀସମଗ୍ର ଦେଶ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି, ଏହା ହିଁ ବିକଶିତ ଭାରତର ଲକ୍ଷ୍ୟ :
Read More...

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମିତି ‘‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର…

ଓଡ଼ିଶା ପାଇଁ ୨୦୧.୧୦ କୋଟି ଟଙ୍କା, ଛତିଶଗଡ଼ ଲାଗି ୧୪୭.୭୬ କୋଟି ଟଙ୍କା ଏବଂ ପଶ୍ଚିମବଙ୍ଗ ପାଇଁ ୩୭୬.୭୬ କୋଟି ଟଙ୍କା ମଞ୍ଜୁର କଲା ସମିତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପର୍ଯ୍ୟୟ ପ୍ରଶମନ ଲାଗି ସକ୍ଷମ ଭାରତ ନିର୍ମାଣ ଲକ୍ଷ୍ୟକୁ ପୂରଣ କରିବା ଲାଗି ଗୃହ ମନ୍ତ୍ରୀ ଅମିତ ଶାହଙ୍କ
Read More...

ପୁରୀ ସହରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ଅନୁଷ୍ଠିତ

ନୂଆଦିଲ୍ଲୀ, (ପିଆଇବି) : ପେନ୍‌ସନ୍‌ ଓ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସ୍ୱର୍ଗଦ୍ୱାର ବ୍ୟାଙ୍କ ଅଫ୍ ବରୋଦା ଶାଖା ଏବଂ କଚେରୀ ଛକ ସ୍ଥିତ ମୁଖ୍ୟ ଡାକଘରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ ୩.୦ ଅନୁଷ୍ଠିତ ହୋଇଯାଇଛି । ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି)
Read More...

କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଚମକିଲା ଭାରତ : ଏସିଆ ୨୦୨୫

ଶ୍ରେଷ୍ଠ ୧୦୦ରେ ୭ ଭାରତୀୟ ଅନୁଷ୍ଠାନ ନୂଆଦିଲ୍ଲୀ, (ପିଆଇବି) : କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା : ଏସିଆ ୨୦୨୫ ସମଗ୍ର ମହାଦେଶରେ ଉଚ୍ଚଶିକ୍ଷାର ଗତିଶୀଳ ଦୃଶ୍ୟକୁ ପ୍ରତିଫଳିତ କରେ, ଯେଉଁଥିରେ ଶିକ୍ଷା ଓ ଗବେଷଣା ଏବଂ ଉଦ୍ଭାବନରେ ଉତ୍କୃଷ୍ଟ ଶୀର୍ଷ ଅନୁଷ୍ଠାନଗୁଡିକ
Read More...