Browsing Category

ଦେଶ ବିଦେଶ

ଟ୍ରକ୍‌ ସହିତ ଧକ୍କା ଖାଇ ଜଳିଗଲା କାର୍‌

ବରେଲି : ଶନିବାର ରାତିରେ ଉତ୍ତର ପ୍ରଦେଶ ଅନ୍ତର୍ଗତ ବରେଲି-ନୈନିତାଲ୍‌ ରାଜପଥ ନିକଟସ୍ଥ ଭୋଜିପୁରଠାରେ ଗୋଟିଏ ଡମ୍ପର୍‌-ଟ୍ରକ୍‌ ସହିତ ଗୋଟିଏ କାର୍‌ ଧକ୍କା ଖାଇ ଜଳିଯିବାରୁ ସେଥିରେ ଥିବା ଜଣେ ପିଲା ସମେତ ୮ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ମରି ଯାଇଥିବା କଥା ପୁଲିସ କହିଛି । ସୂଚନା
Read More...

ଇଟାଲୀ ହସ୍ପିଟାଲରେ ଅଗ୍ନିକାଣ୍ଡ : ୪ ମୃତ, ଅନେକ ଆହତ

ଟିଭୋଲି : ଇଟାଲୀର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଇଟାଲୀ ରାଜଧାନୀ ରୋମ ସହର ବାହାରେ ଅବସ୍ଥିତ ଏହି ହସ୍ପିଟାଲରେ ନିଆଁ ଲାଗିବା ଯୋଗୁ ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲମାନଙ୍କୁ ସ୍ଥାନାନ୍ତର
Read More...

ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ବିଲରୁ ମିଳିଥିବା ୩ କଲରାପତ୍ରିଆ ଛୁଆ : ୪ ଛୁଆ ଜନ୍ମକଲା ଉଦ୍ଧାର କରାଯାଇଥିବା ମାଈ…

ମହୀଶୂର/ନାସିକ : ଗୁରୁବାର ଦିନ କର୍ଣ୍ଣାଟକର ମହୀଶୂର ଜିଲ୍ଲା ଅନ୍ତର୍ଗତ ଗୋଟାଏ ବିଲରୁ ଉଦ୍ଧାର କରାଯାଇଥିବା ୩ଟି କଲରାପତ୍ରିଆ ଛୁଆଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି । ସେହିପରି, ମହାରାଷ୍ଟ୍ରର ନାସିକ ସହରରୁ ବନ ବିଭାଗ
Read More...

ଜଳବାୟୁ ପାଣ୍ଠି ଯୋଗାଣ ରୂପାନ୍ତର ଉପରେ କପ୍ ୨୮ ଅଧ୍ୟକ୍ଷତା ଅଧିବେଶନରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ରେ ୟୁଏଇର ଦୁବାଇଠାରେ "ଜଳବାୟୁ ପାଣ୍ଠି ଯୋଗାଣ ରୂପାନ୍ତର" ଉପରେ କପ୍ ୨୮ ଅଧ୍ୟକ୍ଷତା ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି । ବିକାଶଶୀଳ ଦେଶମାନଙ୍କ ପାଇଁ ଜଳବାୟୁ ପାଣ୍ଠି ଯୋଗାଣକୁ ଅଧିକ ଉପଲବ୍ଧ ଗ୍ରହଣୀୟ ଏବଂ
Read More...

କପ୍ -୨୮ରେ ୟୁଏଇ ସହ ମିଶି ଗ୍ଲୋବାଲ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍ ଆୟୋଜନ କଲା ଭାରତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ସହ ମିଶି ୧ ଡିସେମ୍ବର ୨୦୨୩ରେ ଦୁବାଇ ଠାରେ କପ୍-୨୮ରେ 'ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍' ଶୀର୍ଷକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମର ସହ-ଆୟୋଜନ କରିଛନ୍ତି। ଏହି
Read More...

ମି‌ଜୋରାମ ବିଧାନସଭାରେ ନିର୍ବାଚନର ଭୋଟ୍‌ ଗଣନା ଆରମ୍ଭ

ଅଇଜୋଲ୍‌: ଭାରତର ଉତ୍ତରପୂର୍ବ ପ୍ରାନ୍ତରେ ଅବସ୍ଥିତ ମିଜୋରାମ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ ଗୁଡ଼ିକର ଆଜି ନିର୍ଦ୍ଧାରିତ ସମୟ ସକାଳ ୮ଟା ବେଳେ ଗଣତି ଆରମ୍ଭ ହୋଇଯାଇଛି । ୪୦ଟି ଆସନ ନିମନ୍ତେ ଗ୍ରହଣ କରାଯାଇଥିବା ଉକ୍ତ ଭୋଟ୍‌ଗୁଡ଼ିକୁ ଗଣିବା ନିମନ୍ତେ
Read More...

ଫିଲିପାଇନ୍‌ସ୍‌ ବିଶ୍ୱବିଦ୍ୟାଳୟ ଜିମ୍‌ରେ ବିସ୍ଫୋରଣ : ୩ ମୃତ, ୯ ଆହତ

ମାନିଲା : ଦକ୍ଷିଣାଞ୍ଚଳ ଫିଲିପାଇନ୍‌ସ୍‌ସ୍ଥିତ ମିଣ୍ଡାନାଓ ଷ୍ଟେଟ୍‌ ୟୁନିଭର୍ସିଟି ‘ଜିମ୍‌ନାସିୟମ୍‌’ରେ କ୍ୟାଥୋଲିକ୍‌ ସମ୍ପ୍ରଦାୟର ଉପାସକମାନେ ସମବେତ ହୋଇଥିବା ବେଳେ ବିସ୍ଫୋରଣ ଘଟିବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି ଓ ୯ଜଣ ଆହତ ହୋଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ।
Read More...

ଆଜି ଚତୁର୍ଥ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌

ରାୟପୁର : ଆଜି ଚତୁର୍ଥ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍‌ର ୪ର୍ଥ ମ୍ୟାଚ ଆଜି ରାୟପୁରରେ ଖେଳାଯିବ । ତେବେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦ୍ୱାରା ଭାରତକୁ
Read More...

ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

• ନବନିଯୁକ୍ତ ପ୍ରାର୍ଥୀଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କଲେ• ‘‘ରୋଜଗାର ମେଳା ଯୁବପିଢ଼ିଙ୍କ ପାଇଁ ‘ବିକଶିତ ଭାରତ’ର ନିର୍ମାତା ହେବା ପାଇଁ ବାଟ ଖୋଲିଛି’’• ‘‘ନାଗରିକମାନଙ୍କ ପାଇଁ ସହଜ ଜୀବନଯାପନକୁ ଆପଣ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ’’• ଯେଉଁମାନେ କେବେ କୌଣସି
Read More...

ଦେଓଘର ଜନ ଔଷଧି କେନ୍ଦ୍ର ପରିଚାଳକ ଓ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ବାବାଧାମରେ ୧୦ହଜାରତମ ଜନ ଔଷଧି କେନ୍ଦ୍ର ଖୋଲିବା ଖୁସିର କଥା : ପ୍ରଧାନମନ୍ତ୍ରୀଉତ୍ତମ ମାନର ଔଷଧ ସୁଲଭ ମୂଲ୍ୟରେ ଯୋଗାଣ ଏକ ବଡ ସେବା : ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ବିକଶିତ ଭାରତ
Read More...