Browsing Category

ଦେଶ ବିଦେଶ

ପୃଥିବୀର ଦ୍ୱିତୀୟ ବୟସ୍କା ମହିଳାଙ୍କ ଦେହାନ୍ତ

ଟୋକିଓ : ପୃଥିବୀର ଦ୍ୱିତୀୟ ବୟସ୍କା ମହିଳା ଜାପାନର ଫୁସା ତତ୍ସୁମୀଙ୍କ ୧୧୬ ବର୍ଷ ବୟସରେ କାଶିୱାରାସ୍ଥିତ ଏକ ମେଡିକାଲରେ ଦେହାନ୍ତ ହୋଇଛି । ଡିସେମ୍ବର ୧୨, ମଙ୍ଗଳବାର ଦିନ ସେ ତାଙ୍କର ପ୍ରିୟ ଖାଦ୍ୟ, ବିନ ପେଷ୍ଟ ଜେଲି ଖାଇବା ପରେ ଦେହତ୍ୟାଗ କରିଥିଲେ । ଗତ ବର୍ଷ ୧୧୯ ବର୍ଷିୟ କେନ
Read More...

ପଶ୍ଚିମବଙ୍ଗ ଇଟାଭାଟିରେ ବିସ୍ଫୋରଣ

କୋଲକାତା : ପଶ୍ଚିମବଙ୍ଗ ଇଟା ଭାଟିରେ ବିସ୍ଫୋରଣ । ଗତକାଲି ବଶିରାହାଟର ଧିଲ୍‌ଟଟାହ ଗାଁରେ ସଂଧ୍ୟା ସମୟରେ ଇଟାଭାଟିରେ ଏହି ଦୁର୍ଘଟଣା ହୋଇଥିଲା । ଅଚାନକ ଭାଟିରେ ବ୍ଲାଷ୍ଟ ହୋଇଥିଲା ଏବଂ ଚିମିନି ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ୪ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୫ରୁ ଅଧିକ ଲୋକ
Read More...

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା

● ୨୬ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତକୁ ୧୦୦% ଆୟୁଷ୍ମାନ କାର୍ଡ ମିଳିଛି● ମୁଁ ସେହି ଦିନକୁ ଅପେକ୍ଷା କରିଛି, ଯେତେବେଳେ ପ୍ରତ୍ୟେକ ଗରିବଙ୍କ ପାଖରେ ମାଗଣା ଶସ୍ୟ ପାଇଁ ରାସନ କାର୍ଡ, ଉଜ୍ଜ୍ୱଳା ଗ୍ୟାସ ସଂଯୋଗ, ବିଜୁଳି ଯୋଗାଣ, ଟ୍ୟାପ୍ ପାଣି ସଂଯୋଗ, ଆୟୁଷ୍ମାନ କାର୍ଡ ଏବଂ ପକ୍କା ଘର ରହିବ
Read More...

ବିଛିନ୍ନାଞ୍ଚଳର ଦୀନବନ୍ଧୁ ସାହୁ ଆଉ ନାହାନ୍ତି

ଷଢେଇକଳା, (ସସ୍ମିତା ପ୍ରଧାନ) : ଝାଡ଼ଖଣ୍ଡ ଉତ୍କଳୀୟ ମୂଳବାସୀ ସସ୍କୃତି ପରିଷଦରର ଟ୍ରଷ୍ଟି ଦୀନବନ୍ଧୁ ସାହୁ ଷଢେଇକଳାର ରୋଳାଗ୍ରାମଠାରେ ଇହଧାମରୁ ବିଦାୟ ନେଇଛନ୍ତି । ବିଛିନ୍ନାଞ୍ଚଳରେ ଓଡ଼ିଆ ସମାଜ ପାଇଁ ସର୍ବଦା ତତ୍ପର ରହୁଥିବା ସ୍ୱର୍ଗତ ସାହୁ ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ କିଛି ସମୟ
Read More...

ଓସାକା ହାଇଦ୍ରାବାଦର ନୂତନ କର୍ମକର୍ତ୍ତା ଚୟନ ସହ ସେମିନାରୟ ଆୟୋଜନ ଘୋଷଣା

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ଇତି ମଧ୍ୟରେ ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ 'ଓସାକା' ହାଇଦ୍ରାବାଦର ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଏବଂ ନୂଆଁ କାର୍ଯ୍ୟକାରୀ କମିଟି ଗଠନ
Read More...

ଶରଦ ପାୱାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏନସିପି ନେତା ଶରଦ ପାୱାରଙ୍କୁ ତାଙ୍କ ୮୩ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଦିଆଯାଇଥିବା ଶୁଭେଚ୍ଛା ଜଣାଇ ମୋଦି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି । ସେ ସୋସିଆଲ ମିଡିଆରେ
Read More...

ମୋହନ ଯାଦବ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓଡ଼ା ହେବେ ଉପମୁଖ୍ୟମନ୍ତ୍ରୀ ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ
Read More...

ପାଟନାରେ ପୂର୍ବାଞ୍ଚଳ ପରିଷଦର ୨୬ତମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ

● ପୂର୍ବାଞ୍ଚଳ ଦେଶର ସାଂସ୍କୃତିକ ରାଜଧାନୀ ତଥା ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଅନେକ ପ୍ରମୁଖ ଶିକ୍ଷାନୁଷ୍ଠାନର କେନ୍ଦ୍ରସ୍ଥଳ ହୋଇ ରହି ଆସିଛି● ପୂର୍ବାଞ୍ଚଳ ସମଗ୍ର ଦେଶର ଶିଳ୍ପ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛି, ସ୍ୱାଧୀନତା ପୂର୍ବରୁ ଏବଂ ପରେ ଦେଶର ପୁନଃବିକାଶରେ ଏହି ଅଞ୍ଚଳର
Read More...

ବିବାହ ପ‌ରେ ବର-ବଧୂ ଘରକୁ ଫେରୁଥିବା ବେଳେ ଟ୍ରକ ଧକ୍କା ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲାରେ ଆଜି ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । କାରକୁ ଟ୍ରକ ଧକ୍କା ଦେବା ଫଳରେ ଘଟିଥିବା ଦୁର୍ଘଟଣାରେ ବର ଓ ବଧୂଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ବଲୌଦାରେ ବସବାସ କରୁଥିବା ଶୁଭମ ସୋନି ଓ
Read More...