Browsing Category
ଦେଶ ବିଦେଶ
ଡାଭୋସରେ ଭାରତର ଚମକ
● ରପ୍ତାନୀ ଆଧାରିତ ଅଭିବୃଦ୍ଧି ଏବଂ ସମାବେଶୀ ବିକାଶ ଉପରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ● ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଗନ୍ତବ୍ୟସ୍ଥଳରେ ପରିଣତ ହେବ ବୋଲି ଶିଳ୍ପପତିମାନେ ବିଶ୍ୱାସ ପ୍ରକଟ କରିଛନ୍ତି : ଅଶ୍ୱିନୀ ବୈଷ୍ଣବ● ବିଶ୍ୱରେ ଶିଳ୍ପ!-->…
Read More...
Read More...
ଭୁବନେଶ୍ୱର ଆଇଏଲ୍ଏସ୍ଠାରେ ଅତ୍ୟାଧୁନିକ ସାମୁଦ୍ରିକ ବାୟୋଟେକ୍ନୋଲୋଜି ପରୀକ୍ଷାଗାରକୁ ଉଦ୍ଘାଟନ କଲେ ଡିବିଟି ସଚିବ
ନୂଆଦିଲ୍ଲୀ, (ପିଆଇବି) : ବାୟୋଟେକ୍ନୋଲୋଜି ବିଭାଗ(ଡିବିଟି)ର ସଚିବ ପ୍ରଫେସର ରାଜେଶ ଗୋଖଲେ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍)ଠାରେ ଏକ ଅତ୍ୟାଧୁନିକ ସାମୁଦ୍ରିକ ବାୟୋଟେକ୍ନୋଲୋଜି ଲାବୋରେଟୋରିକୁ ଉଦ୍ଘାଟନ କରିଛନ୍ତି । ମାନବ ସ୍ୱାସ୍ଥ୍ୟ ଏବଂ ଶିଳ୍ପ ପାଇଁ!-->…
Read More...
Read More...
ମହାକୁମ୍ଭରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟର ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ…
ମହାକୁମ୍ଭରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରଦର୍ଶନୀ ଲୋକାଭିମୁଖୀ ହୋଇଛି : ସଞ୍ଜୟ ଜାଜୁମଡିଆ ସେଂଟର ଷ୍ଟଲ ବୁଲି ସାମ୍ବାଦିକମାନଙ୍କ ସହ କଥା ହେଲେ ସଚିବ ମହାକୁମ୍ଭକୁ ଡିଜିଟାଲ କରିବା କ୍ଷେତ୍ରରେ ପ୍ରସାର ଭାରତୀର ଆୟୋଜନକୁ ସଚିବଙ୍କ ପ୍ରଶଂସା
ନୂଆଦିଲ୍ଲୀ, (ପିଆଇବି) : ମହାକୁମ୍ଭ!-->!-->!-->…
Read More...
Read More...
ପରାକ୍ରମ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ, (ପିଆଇବି) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ସେଣ୍ଟ୍ରାଲ ହଲରେ ଯୁବ ବନ୍ଧୁମାନଙ୍କ ସହ ଆଲୋଚନା କରିଛନ୍ତି । ୨୦୪୭ ସୁଦ୍ଧା ଦେଶର ଲକ୍ଷ୍ୟ କ'ଣ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ, ଯାହାର ଉତ୍ତରରେ!-->…
Read More...
Read More...
ମହାକୁମ୍ଭ ୨୦୨୫ : ଗଙ୍ଗା ସଂରକ୍ଷଣ ଓ ସତେନତାର ବାର୍ତ୍ତା ଦେଉଛି ନମାମି ଗଙ୍ଗେ ପାଭେଲିୟନ
ଡିଜିଟାଲ ମାଧ୍ୟମରେ ଗଙ୍ଗା ସଫେଇ ଓ ସଂରକ୍ଷଣ ଉପରେ ପଦକ୍ଷେପ ପ୍ରଦର୍ଶନ
ନୂଆଦିଲ୍ଲୀ, (ପିଆଇବି) :୨୦୨୫ ମହାକୁମ୍ଭ ଅବସରରେ ପ୍ରୟାଗରାଜର ନମାମି ଗଙ୍ଗେ ଅଭିଯାନ ଦ୍ୱାରା ନମାମି ଗଙ୍ଗେ ପାଭିଲିୟନ କରାଯାଇଛି । ଗଙ୍ଗାର ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ପର୍ଯ୍ୟବସିତ ଏକ ଟନେଲ!-->!-->!-->…
Read More...
Read More...
ମହାକୁମ୍ଭରେ ଆଖଡ଼ା : ସମାବେଶୀ ଓ ପ୍ରତିବଦ୍ଧ ସମାଜିକ ନେତୃତ୍ୱର ଅନନ୍ୟ ନିଦର୍ଶନ
ନୂଆଦିଲ୍ଲୀ, (ପିଆଇବି) : ସନାତନ ସମ୍ପ୍ରଦାୟ, ପରମ୍ପରା ଓ ଅଭ୍ୟାସରେ ଆଖଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରେ । ‘ଅଖଣ୍ଡ’ ଶବ୍ଦରୁ ସୃଷ୍ଟି ଏହି ବିଚାରଧାରା ପ୍ରଥମେ ଆଦିଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରଣୀତ ହୋଇଥିଲା । ତା’ପରେ ନିରନ୍ତର ଭାବେ ଏହା ସାଂଗଠନିକ ରୂପରେ ଆମ!-->…
Read More...
Read More...
୨୦୨୫-୨୬ ବିପଣନ ବର୍ଷରେ ଝୋଟ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଘୋଷଣା କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫-୨୬ ବିପଣନ ବର୍ଷ ପାଇଁ ଝୋଟ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)କୁ ଅନୁମୋଦନ କରିଛି । ୨୦୨୫-୨୬ ଉତ୍ପାଦନ!-->…
Read More...
Read More...
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ
ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ୨୩ ଜାନୁୟାରୀରେ ର୍କ୍ୟାକ୍ରମ ଉଦ୍ଘାଟନ କରିବେ ଓଡିଶା ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରର ବାରବାଟୀ ଦୁର୍ଗ ଭିତରେ ୨୩ ଜାନୁୟାରୀରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ପରାକ୍ରମ ଦିବସ!-->!-->!-->…
Read More...
Read More...
ମହାକୁମ୍ଭ ୨୦୨୫ : ପ୍ରୟାଗରାଜଠାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀ
ଭାରତର ନୂଆ ଅପରାଧିକ ଆଇନ ଉପରେ ନାଗରିକଙ୍କ ମତ
ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜର ମହାକୁମ୍ଭ ଅବସରରେ ତ୍ରିବେଣୀ ମାର୍ଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆକର୍ଷଣୀୟ ଡିଜିଟାଲ ପ୍ରଦର୍ଶନୀରେ ଭାରତର ନୂତନ ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା,!-->!-->!-->…
Read More...
Read More...
କୋଣାର୍କ ସୂର୍ଯ୍ୟ ମନ୍ଦିରଠାରେ ଡିଏମ୍ଏଫ୍ ପ୍ରଦର୍ଶନୀ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀ
● ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀର ଦ୍ୱିତୀୟ ଦିନରେ ସହଯୋଗ ଓ ନବସୃଜନକୁ ପ୍ରୋତ୍ସାହନ ସହିତ ଜ୍ଞାନ ବିନିମୟ ଲାଗି ହେଲା ଫଳପ୍ରଦ ଆଲୋଚନା● ପରିବେଶ ପୁନରୁଦ୍ଧାର ଏବଂ ଦୀର୍ଘସ୍ଥାୟିତ୍ୱ ପାଇଁ ସବୁଜ ପଦକ୍ଷେପ ସହିତ ଦାୟିତ୍ୱପୂର୍ଣ୍ଣ ଖଣି ବନ୍ଦ ଉପରେ କେନ୍ଦ୍ର ଖଣି ମନ୍ତ୍ରୀଙ୍କ ଗୁରୁତ୍ୱ
!-->!-->!-->…
Read More...
Read More...