Browsing Category

ଦେଶ ବିଦେଶ

ମହାକୁମ୍ଭ ୨୦୨୫ : ପ୍ରୟାଗରାଜରେ ୭ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଚିକିତ୍ସିତ; କାନାଡା, ଜର୍ମାନୀ, ରୁଷିଆର ବିଶେଷଜ୍ଞଙ୍କ…

ଏଲୋପାଥି ଓ ଆୟୁଷ ମେଡିସିନ ସହ ବିଶ୍ୱସ୍ତରୀୟ ଚିକିତ୍ସା ବ୍ୟବସ୍ଥା; ୨୩ଟି ଏଲୋପାଥିକ ଓ ୨୦ଟି ଆୟୁଷ ହସ୍ପିଟାଲ କାର୍ଯ୍ୟକ୍ଷମ୩,୮୦୦ କ୍ଷୁଦ୍ର ଓ ୧୨ଟି ବଡ଼ ଅସ୍ତ୍ରୋପଚାର ହୋଇଛି, ୩.୭୧ ଲକ୍ଷ ତୀର୍ଥଯାତ୍ରୀଙ୍କ ପାଥୋଲୋଜି ପରୀକ୍ଷା କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ମହାକୁମ୍ଭ ୨୦୨୫ରେ
Read More...

ମହାକୁମ୍ଭ ୨୦୨୫ : ବ୍ରିଟେନର ପ୍ରସିଦ୍ଧ ଟ୍ରାଭେଲ ରାଇଟର୍ସ ଫେବ୍ରୁଆରି ୨୫-୨୬ରେ ପ୍ରୟାଗରାଜ ଗସ୍ତ କରିବେ

ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜ କୁମ୍ଭମେଳା ୨୦୨୫ର ଭବ୍ୟତା ଏବଂ ପବିତ୍ରତା କେବଳ ସାରା ଦେଶର ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରୁନାହିଁ ବରଂ ବିଦେଶୀ ପର୍ଯ୍ୟଟକ ଏବଂ ଭ୍ରମଣ ଲେଖକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହି ପରିପ୍ରେକ୍ଷୀରେ ବ୍ରିଟେନର କିଛି ପ୍ରସିଦ୍ଧ ଭ୍ରମଣ ଲେଖକ ଫେବ୍ରୁଆରି
Read More...

ନିଶା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅନୁରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୨୪ ମସିହାରେ…

୨୦୨୪ ମସିହାରେ ଜବତ ହୋଇଥିବା ନିଶା ଦ୍ରବ୍ୟର ମୂଲ୍ୟ ୨୦୨୩ ମସିହାରେ ଜବତ ହୋଇଥିବା ୧୬,୧୦୦ କୋଟି ଟଙ୍କାର ନିଶାଦ୍ରବ୍ୟ ତୁଳନାରେ ୫୫ ପ୍ରତିଶତରୁ ଅଧିକ ଅଟେ୨୦୨୪ ମସିହାରେ ଜବତ ହୋଇଥିବା ଔଷଧଗୁଡିକରେ ସାଇକୋଟ୍ରୋପିକ୍ ପଦାର୍ଥ ଭାବରେ ବ୍ୟବହୃତ ଅଧିକ କ୍ଷତିକାରକ ଏବଂ ନିଶାକାରୀ ସିନ୍ଥେଟିକ୍
Read More...

ୱେଭ୍ସ ୨୦୨୫ : କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ-୧ରେ ଶିକ୍ଷା ଓ ଗେମିଂର ସମନ୍ୱୟ

ଆପଣ ନିଜ ସହରକୁ ଭଲ ଭାବରେ ଜାଣିଛନ୍ତି କି ? ଆସନ୍ତୁ ଏବଂ ସିଟି କ୍ୱେଷ୍ଟ : ସେଡ୍ସ ଅଫ୍ ଭାରତ ଖେଳନ୍ତୁ ଏବଂ ଭାରତୀୟ ସହର, ସେମାନଙ୍କର ସଫଳତା ଏବଂ ଚ୍ୟାଲେଞ୍ଜଗୁଡିକ ବିଷୟରେ ଆପଣଙ୍କ ଜ୍ଞାନ ପାଇଁ ୱେଭ୍ସ ୨୦୨୫ ରେ ସ୍ୱୀକୃତି ପାଆନ୍ତୁଏସଡିଜି ସଚେତନତା ଏବଂ ଆଞ୍ଚଳିକ ଗୌରବକୁ ପ୍ରୋତ୍ସାହିତ
Read More...

ମହାକୁମ୍ଭ-୨୦୨୫ : ପ୍ରୟାଗରାଜଠାରେ ଶ୍ରଦ୍ଧାଳୁଙ୍କୁ ମିଳୁଛି ସୁଲଭ ମୂଲ୍ୟରେ ଗୁଣାତ୍ମକ ରାସନ୍

ନାଫେଡ୍‍ ଦ୍ୱାରା ଏପର୍ଯ୍ୟନ୍ତ ୧୦୦୦ ମେଟ୍ରିକ୍ ଟନ୍‌ରୁ ଅଧିକ ରାସନ୍ ବଣ୍ଟନ କରାଯାଇଛି; ୨୦ଟି ମୋବାଇଲ୍ ଭ୍ୟାନ ନିୟୋଜିତ ହୋଇଛି, ହ୍ୱାଟ୍ସଆପ୍ ଏବଂ କଲ୍ ମାଧ୍ୟମରେ ରାସନ୍ ଉପଲବ୍ଧ ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜରେ ଚାଲିଥିବା ପବିତ୍ର ମହାକୁମ୍ଭ- ୨୦୨୫ରେ ଶ୍ରଦ୍ଧାଳୁମାନଙ୍କୁ
Read More...

୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ଆମେ ଦେଶରୁ ନକ୍ସଲବାଦକୁ ନିପାତ କରିବୁ

ଭାରତକୁ ନକ୍ସଲ ମୁକ୍ତ କରିବା ଦିଗରେ ସୁରକ୍ଷା ବାହିନୀ ଦ୍ୱାରା ୩୧ ଜଣ ନକ୍ସଲଙ୍କୁ ନିପାତ କରିବା ଏକ ବଡ଼ ସଫଳତା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତିଏହି ଅପରେସନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛିକେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି
Read More...

ମହାକୁମ୍ଭ ୨୦୨୫ : ପ୍ରୟାଗରାଜରେ ୧୬ରୁ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ

ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୧୬ ତାରିଖରୁ ପ୍ରୟାଗରାଜଠାରେ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ । ମହାକୁମ୍ଭ ୨୦୨୫କୁ ଆସୁଥିବା ଶ୍ରଦ୍ଧାଳୁ ତଥା ପରିଦର୍ଶକମାନଙ୍କ ପାଇଁ ଏହା ଏକ ବିଶେଷ ଆକର୍ଷଣ ହେବ । ସେମାନେ ଏଠାରେ ୨୦୦ରୁ ଅଧିକ ପ୍ରବାସୀ ଏବଂ ସ୍ଥାନୀୟ
Read More...

ପରୀକ୍ଷା ପେ ଚର୍ଚ୍ଚା : ବିଦ୍ୟାର୍ଥୀ ହେଉଛନ୍ତି ସଶକ୍ତ, ପରିବର୍ତ୍ତନ ହେଉଛି ଜୀବନ

ଅଷ୍ଟମ ସଂସ୍କରଣରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପରୀକ୍ଷା ପ୍ରାୟତଃ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପାଇଁ ଚିନ୍ତାର କାରଣ ପାଲଟିଥାଏ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ପରୀକ୍ଷା ପେ
Read More...

ଜାତୀୟ ସଫେଇ କର୍ମଚାରୀ ଆୟୋଗର କାର୍ଯ୍ୟକାଳକୁ ୩୧.୦୩.୨୦୨୫ ଠାରୁ ଅଧିକ ତିନି ବର୍ଷ ପାଇଁ ବୃଦ୍ଧି କରିବା ପ୍ରସ୍ତାବକୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଜାତୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର କାର୍ଯ୍ୟକାଳକୁ ୩୧.୦୩.୨୦୨୫ ଠାରୁ ଅଧିକ ତିନି ବର୍ଷ (ଅର୍ଥାତ୍ ୩୧.୦୩.୨୦୨୮ ପର୍ଯ୍ୟନ୍ତ) ପାଇଁ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରି
Read More...

ଏନସିବି ସହାୟତାରେ ମୁମ୍ବାଇରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଡ୍ରଗ୍ ନେଟୱାର୍କକୁ ଭାଙ୍ଗି ଦେବା ଡ୍ରଗ୍ ସିଣ୍ଡିକେଟ୍…

ଏନସିବି ମୁମ୍ବାଇ ୧୧.୫୪ କେଜି ଉଚ୍ଚମାନର କୋକେନ ଏବଂ ୪.୯ କିଲୋଗ୍ରାମ ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରିଛିକେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଏହାକୁ ଏକ ମହତ୍ୱପୂର୍ଣ୍ଣ ସଫଳତା ବୋଲି କହିଛନ୍ତି, ଭାରତ ଶୂନ୍ୟ ସହନଶୀଳତାର ସହ ଡ୍ରଗ କାର୍ଟେଲକୁ ଭାଙ୍ଗୁଛି ବୋଲି ପୋଷ୍ଟ
Read More...