Browsing Category
ଦେଶ ବିଦେଶ
ସ୍ୱଚ୍ଛତା ହିଁ ସେବା (ଏସ୍ଏଚ୍ଏସ୍) ୨୦୨୪ ଅଭିଯାନ ଅଧୀନରେ ଖଣି ମନ୍ତ୍ରଣାଳୟ ସଫଳତାର ସହ ୫୧୦ଟି କାର୍ଯ୍ୟକ୍ରମ ଆୟୋଜନ
ନୂଆଦିଲ୍ଲୀ, (ପିଆଇବି) : ଖଣି ମନ୍ତ୍ରଣାଳୟ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ସହାୟତାରେ ସ୍ୱଚ୍ଛତା ହିଁ ସେବା (ଏସ୍ଏଚ୍ଏସ୍) ୨୦୨୪ ଅଭିଯାନରେ ସକ୍ରିୟତାର ସହ ଅଂଶ ଗ୍ରହଣ କରିଛନ୍ତି । ସେମାନେ ସରକାରଙ୍କ ସମସ୍ତ ଆଭିମୁଖ୍ୟକୁ ଗ୍ରହଣ କରିବା ସହ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା,!-->…
Read More...
Read More...
‘ସବକି ଯୋଜନା ସବ୍ କା ବିକାଶ’ ଅଭିଯାନ – ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ରେ ସକ୍ରିୟ ଭାବେ…
କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ସାମଗ୍ରିକ ବିକାଶର ଲକ୍ଷ୍ୟ ହାସଲରେ ଏକତାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ସରପଞ୍ଚ, ପଞ୍ଚାୟତ ସଭ୍ୟ ଏବଂ ଲୋକମାନଙ୍କୁ ପିପୁଲ୍ସ ପ୍ଲାନ କ୍ୟାମ୍ପେନ୍ ରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତିପଞ୍ଚାୟତ ଉନ୍ନୟନ ଯୋଜନା (୨୦୨୫-୨୬)!-->…
Read More...
Read More...
ଝାଡ଼ଖଣ୍ଡର ହଜାରୀବାଗରେ ୮୦,୦୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଛନ୍ତି…
ଧର୍ତ୍ତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ ସହିତ ପ୍ରାୟ ୫୫୦ଟି ଜିଲ୍ଲାର ୬୩୦୦୦ ଆଦିବାସୀ ଗାଁ ଉପକୃତ ହେବେ୪୦ଟି ଏକଲବ୍ୟ ବିଦ୍ୟାଳୟର ଉଦ୍ଘାଟନ ସହ ୨୫ଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସପ୍ରଧାନମନ୍ତ୍ରୀ-ଜନମନ ଅଧୀନରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସଆଜିର!-->…
Read More...
Read More...
ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜନସାଧାରଣଙ୍କୁ ଆହ୍ୱାନ କଲେ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ଯୁବ ପିଢ଼ିଙ୍କ ସହ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି । ସ୍ୱଚ୍ଛ ଭାରତ ମିଶନକୁ ସଫଳ କରିବାକୁ ଆଜି!-->!-->!-->…
Read More...
Read More...
ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅକ୍ଟୋବର ୨ରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ରେ ଅଂଶଗ୍ରହଣ…
ପ୍ରଧାନମନ୍ତ୍ରୀ ୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ପରିମଳ ଏବଂ ସ୍ୱଚ୍ଛତା ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିବେଏଥିରେ ଅମୃତ ଓ ଅମୃତ ୨.୦, ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଏବଂ ଗୋବର୍ଧନ ଯୋଜନା ଅଧୀନରେ ଥିବା ପ୍ରକଳ୍ପ ସାମିଲସ୍ୱଚ୍ଛତା ହିଁ ସେବା ୨୦୨୪ର ବିଷୟବସ୍ତୁ : ‘ସ୍ୱଭାବ!-->…
Read More...
Read More...
ଗୋରାପୁର-ଦର୍ଲିପୁର ସେକ୍ସନ ଦୋହରୀକରଣ ପୂର୍ବତଟ ରେଳପଥ ପାଇଁ ମାଇଲଖୁଣ୍ଟ ଉପଲବ୍ଧି
ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳପଥର ୱାଲ୍ଟିୟର ଡିଭିଜନ ଆଜି ୧୨.୬୪୯ କିଲୋମିଟର ଗୋରାପୁର-ଦର୍ଲିପୁଟ ସେକ୍ସନ ଦୋହରୀକରଣ କାର୍ଯ୍ୟକ୍ଷମ ହେବା ସହ ରେଳ ସୁରକ୍ଷା କମିଶନର (ଦକ୍ଷିଣ ପୂର୍ବ ସର୍କଲ) ବ୍ରିଜେଶ କୁମାର ମିଶ୍ରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି । କଡ଼ା ସୁରକ୍ଷା!-->…
Read More...
Read More...
ଡିପିଆଇଆଇଟି ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୪ ପାଳିତ
୫୧୯ଟି ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟକୁ ରୂପାନ୍ତରିତ କରିବା ସହ ୨୩୬ଟି ଜନଭାଗିଦାରୀ କାର୍ଯ୍ୟକ୍ରମର ଆୟୋଜନ
ନୂଆଦିଲ୍ଲୀ, (ପିଆଇବି) : ସ୍ୱଚ୍ଛ ଭାରତ ମିଶନର ୧୦ମ ବାର୍ଷିକୀ ପାଳନ ଅବସରରେ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ସ୍ୱଚ୍ଛତା ହିଁ ସେବା!-->!-->!-->…
Read More...
Read More...
‘କ୍ରିଏଟ ଇନ ଇଣ୍ଡିଆ’ ଆହ୍ୱାନ ଜରିଆରେ ନିଜର ସୃଜନଶୀଳତାକୁ ଉଜାଗର କରନ୍ତୁ
● ପ୍ରତିଭା ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୫ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କଲେ ପ୍ରଧାନମନ୍ତ୍ରୀ : ମନ୍ କି ବାତ୍ ର ୧୧୪ତମ ଅଧ୍ୟାୟ● ସଙ୍ଗୀତ, ଶିକ୍ଷା ଏବଂ ଆଣ୍ଟି ପାଇରେସି ମାଧ୍ୟମରେ ଗେମିଂ, ଆନିମେସନ୍, ରିଲ୍ ଏବଂ ଚଳଚ୍ଚିତ୍ର!-->…
Read More...
Read More...
“ମନ କୀ ବାତ୍”ରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ ସାନ୍ତାଳୀ ଭାଷାର ପ୍ରଚାର ଦିଗରେ…
• ମନ୍ କୀ ବାତ୍ ସଫଳତାପୂର୍ବକ ୧୦ ବର୍ଷ ପୂର୍ତ୍ତି ହେଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ• ପ୍ରଧାନସେବକଙ୍କ ସହ ଜନସାଧାରଣଙ୍କ ସହ ଯୋଡ଼ିବାର ବଡ ମାଧ୍ୟମ ହୋଇଛି ମନ୍ କୀ ବାତ• ଏହି କାର୍ଯ୍ୟକ୍ରମ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେବାରେ ଶକ୍ତିଶାଳୀ ଜରିଆ ହେବ•!-->…
Read More...
Read More...
ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ,…
ଜିଲ୍ଲା କୋର୍ଟରୁ ସ୍ୱାର୍ଗେଟ୍ ପର୍ଯ୍ୟନ୍ତ ପୁଣେ ମେଟ୍ରୋ ସେକ୍ସନ ଉଦ୍ଘାଟିତବିଡ୍କିନ୍ ଶିଳ୍ପାଞ୍ଚଳ ଦେଶ ଉଦ୍ଦେଶ୍ୟରେ ସମର୍ପିତସୋଲାପୁର ବିମାନ ବନ୍ଦରର ଉଦ୍ଘାଟନଭିଦେୱାଡ଼ା ଠାରେ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେଙ୍କ ସ୍ମୃତିରେ ପ୍ରଥମ ବାଳିକା ବିଦ୍ୟାଳୟର ଭିତ୍ତିପ୍ରସ୍ତର!-->…
Read More...
Read More...