Browsing Category
ଦେଶ ବିଦେଶ
୫୫ତମ ଆଇଏଫ୍ଏଫ୍ଆଇ ପାଇଁ ପ୍ରତିନିଧି ପଞ୍ଜୀକରଣ ଆରମ୍ଭ
ଗୋଆରେ ଫିଲ୍ମ ମହୋତ୍ସବ ପାଇଁ ପ୍ରସ୍ତୁତ ହୁଅନ୍ତୁଚଳିତ ବର୍ଷ, କେହି ବାଦ୍ ପଡ଼ିବେ ନାହିଁ୫୫ତମ ଆଇଏଫ୍ଏଫ୍ଆଇ ୨୦୨୪ ଟିକେଟ୍ ଆପଣଙ୍କୁ ଅପେକ୍ଷା କରିଛି
ନୂଆଦିଲ୍ଲୀ, (ପିଆଇବି) : ନଭେମ୍ବର ମାସ ଫିଲ୍ମ ଉତ୍ସବ ନେଇ ଆସୁଛି, ଏହି ଅବସରରେ ଆମେ ଆପଣଙ୍କୁ ଗୋଆର ପାନାଜୀଠାରେ ନଭେମ୍ବର ୨୦ରୁ ୨୮!-->!-->!-->…
Read More...
Read More...
ଋଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଘାଟନୀ ମନ୍ତବ୍ୟ
ନୂଆଦିଲ୍ଲୀ, (ପିଆଇବି) :
ମହାମହିମ,ଆପଣଙ୍କ ବନ୍ଧୁତା, ଭବ୍ୟ ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି । ଏହା ମୋ ପାଇଁ ଖୁସିର ବିଷୟ ଯେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ମୋତେ କାଜାନ ଭଳି ଏକ ସୁନ୍ଦର ସହରକୁ ଆସିବାର ସୁଯୋଗ ମିଳିଛି । ଏହି ସହର ସହିତ ଭାରତର ଗଭୀର!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଅକ୍ଟୋବର ୨୦୨୪ରେ ୧୦୦ କୋଟିର ବିକ୍ରି କରିଛି
ଗତ ୧୦ ବର୍ଷ ମଧ୍ୟରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୭୦ ଗୁଣରୁ ଅଧିକ ବୃଦ୍ଧି ପାଇଛି, ଏବେ ଦେଶର ପ୍ରାୟ ସମସ୍ତ ଜିଲ୍ଲାରେ ୧୪,୦୦୦ରୁ ଅଧିକ କେନ୍ଦ୍ର ଅଛି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା (ପିଏମ୍ବିଜେପି) ଅକ୍ଟୋବର ୨୦୨୪ରେ ୧୦୦୦ କୋଟି ଟଙ୍କାର!-->!-->!-->…
Read More...
Read More...
ଅସଙ୍ଗଠିତ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଡ. ମନସୁଖ ମାଣ୍ଡଭିୟ ‘ଇ-ଶ୍ରମ, ୱାନ ଷ୍ଟପ୍ ସଲ୍ୟୁସନ’ର ଶୁଭାରମ୍ଭ
ଇ-ଶ୍ରମ ୱାନ୍ ଷ୍ଟପ୍ ସଲ୍ୟୁସନ ଇ-ଶ୍ରମରେ ପଂଜିକୃତ ହୋଇଥିବା ଅସଂଗଠିତ ଶ୍ରମିକମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ବିନା ବାଧାରେ ପହଞ୍ଚାଇବ : କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶ୍ରମ ଓ ରୋଜଗାର ତଥା ଯୁବ ବ୍ୟପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ!-->!-->!-->…
Read More...
Read More...
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଜରୁରୀ…
ନୂଆଦିଲ୍ଲୀ, (ପିଆଇବି) : କ୍ୟାବିନେଟ୍ ସଚିବ ଡକ୍ଟର ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତାରେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ପାଇଁ ଜାତୀୟ ବିପତ୍ତି ପ୍ରଶମନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ!-->…
Read More...
Read More...
ନୂଆଦିଲ୍ଲୀଠାରେ ସହରାଞ୍ଚଳ ଜମି ରେକର୍ଡର ସର୍ଭେ-ପୁନଃ ସର୍ବେକ୍ଷଣରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ଆନ୍ତର୍ଜାତୀୟ…
ଡିଜିଟାଲ ଭାବରେ ଅପଡେଟ୍ ଏବଂ ସ୍ୱଚ୍ଛ ଜମି ରେକର୍ଡଗୁଡିକ ଭୂମି ସମ୍ପଦର ଅପ୍ଟିମାଇଜେସନ୍ ଏବଂ ନୀତି ତଥା ଯୋଜନାରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଏଜେନ୍ସି ସହିତ ସୂଚନା ଆଦାନ ପ୍ରଦାନ କରିବାରେ ସହାୟକ ହେବ : ଶିବରାଜ ସିଂ ଚୌହାନସମଗ୍ର ବିଶ୍ୱର ବିଶେଷଜ୍ଞଙ୍କ ଉପସ୍ଥିତିରୁ ଆମେ ଉପକୃତ ହେବୁ!-->…
Read More...
Read More...
ନୂଆଦିଲ୍ଲୀରେ ଏନ୍ଡିଟିଭି ବିଶ୍ୱ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଯେତେବେଳେ ବିଶ୍ୱ ଚିନ୍ତାରେ ବୁଡ଼ି ରହିଛି, ଭାରତ ଆଶା ସଂଚାର କରୁଛି : ପ୍ରଧାନମନ୍ତ୍ରୀଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ଅଂଚଳରେ ଅଭୂତପୂର୍ବ ଭାବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀଭାରତ ଆଜି ଉଭୟ ଏକ ବିକାଶଶୀଳ ଦେଶ ଏବଂ ଏକ ଉଦୀୟମାନ ଶକ୍ତି :!-->…
Read More...
Read More...
ଗ୍ରାମୀଣ ଭାରତର ସଶକ୍ତୀକରଣ : ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଉପରେ ନାବାର୍ଡ ସର୍ଭେ
ନୂଆଦିଲ୍ଲୀ, (ପିଆଇବି) : ନାବାର୍ଡ ୨୦୨୧-୨୨ ପାଇଁ ଏହାର ଦ୍ୱିତୀୟ ସର୍ବଭାରତୀୟ ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ବେକ୍ଷଣ (ଏନ୍ଏଏଫ୍ଆଇଏସ୍)ରୁ ଏହି ତଥ୍ୟ ପ୍ରକାଶ କରିଛି, ଯେଉଁଥିରେ କୋଭିଡ୍ ପରବର୍ତ୍ତୀ ସମୟର ବିଭିନ୍ନ ଅର୍ଥନୈତିକ ଏବଂ ଆର୍ଥିକ ସୂଚକାଙ୍କକୁ ଅନ୍ତର୍ଭୁକ୍ତ କରି ୧!-->…
Read More...
Read More...
‘ଲାଇଟ୍ ହାଉସ୍ ପର୍ଯ୍ୟଟନ ସମ୍ମିଳନୀ ୨୦୨୪’ ସହ ଦ୍ୱିତୀୟ ଜାତୀୟ ଲାଇଟ୍ ହାଉସ୍ ମହୋତ୍ସବ ଆରମ୍ଭ
ଲାଇଟ୍ ହାଉସ୍ ପର୍ଯ୍ୟଟନ ସମ୍ମିଳନୀ ୨୦୨୪ ଐତିହ୍ୟ ଓ ସଂରକ୍ଷଣ ପାଇଁ ସୁଯୋଗ ଉପରେ କଲା ଆଲୋକପାତମୁଖ୍ୟ ଆକର୍ଷଣ ମଧ୍ୟରେ ଓଡ଼ିଶାର ୫ଟି ଐତିହ୍ୟ ଲାଇଟ୍ ହାଉସ୍, ୨୦୨୪-୨୫ରେ ୧୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆକର୍ଷିତ ହୋଇଛନ୍ତିଭାରତର ସାମୁଦ୍ରିକ ଐତିହ୍ୟର ବିପୁଳ ସମ୍ଭାବନାକୁ ଉନ୍ମୋଚନ କରିବା!-->…
Read More...
Read More...
ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷାଗତ ସମ୍ପର୍କକୁ ଅଧିକ ମଜବୁତ କରିବା ଲାଗି ୭ ଦିନିଆ ଗସ୍ତରେ ଗଲେ କେନ୍ଦ୍ରମନ୍ତ୍ରୀ…
ସିଙ୍ଗାପୁର ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ଭେଟିବେ ଶିକ୍ଷାମନ୍ତ୍ରୀଶିକ୍ଷା କ୍ଷେତ୍ରରେ ପାରସ୍ପରିକ ହିତର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବା ପାଇଁ ଅଷ୍ଟ୍ରେଲିୟ ପ୍ରତିପକ୍ଷଙ୍କୁ ଭେଟିବେ ଶିକ୍ଷାମନ୍ତ୍ରୀଅଷ୍ଟ୍ରେଲିଆ!-->…
Read More...
Read More...