Browsing Category
ଦେଶ ବିଦେଶ
ବିଧାନସଭା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଗୁଣାତ୍ମକ ମାନଦଣ୍ଡ ଆବଶ୍ୟକ ଉପରେ ଗୁରୁତ୍ବାରୋପ କରିଛନ୍ତି ଲୋକସଭା ବାଚସ୍ପତି
୮୬ତମ ଏଆଇପିଓସିର ଦ୍ୱିତୀୟ ଦିନରେ ନିର୍ଦ୍ଧାରିତ ବିଷୟଗୁଡ଼ିକ ଉପରେ ବ୍ୟାପକ ଆଲୋଚନାସ୍ୱଚ୍ଛ ଓ ନାଗରିକ-କେନ୍ଦ୍ରିକ ବିଧାନସଭା ପାଇଁ ପ୍ରଯୁକ୍ତି, ଦକ୍ଷତା ଓ ଦାୟିତ୍ୱ ଉପରେ ମାନସ ମନ୍ଥନ
ନୂଆଦିଲ୍ଲୀ/ଲକ୍ଷ୍ନୌ, (ପିଆଇବି) : ଲକ୍ଷ୍ନୌରେ ଅନୁଷ୍ଠିତ ୮୬ତମ ଅଖିଳ ଭାରତୀୟ ପିଠାସୀନ ଅଧିକାରୀ!-->!-->!-->…
Read More...
Read More...
ମିଳିତ ବିବୃତ୍ତି : ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନଙ୍କ ଭାରତ ଗସ୍ତ
ନୂଆଦିଲ୍ଲୀ, (ପିଆଇବି) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି, ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ 19 ଜାନୁଆରୀ 2026 ରେ ଭାରତକୁ ସରକାରୀ ଗସ୍ତ କରିଛନ୍ତି । ଗତ ଦଶ ବର୍ଷ ମଧ୍ୟରେ ଏହା ମହାମହିମ ଶେଖ୍!-->…
Read More...
Read More...
ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି ପ୍ରଫେସର ଉମା କାଞ୍ଜିଲାଲ
ଭୁବନେଶ୍ୱର, (ପିଆଇବି) : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର କୁଳପତି ପ୍ରଫେସର ଉମା କାଞ୍ଜିଲାଲ ସୋମବାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କରିଛନ୍ତି । କୁଳପତିଙ୍କ ଗସ୍ତ ସ୍ଥାନୀୟ ଅଞ୍ଚଳରେ ମୁକ୍ତ ଏବଂ!-->…
Read More...
Read More...
ମୌନି ଅମାବାସ୍ୟା ସମୟରେ ଭାରତୀୟ ରେଳବାଇ ଚଳାଇଲା ୨୪୪ଟି ସ୍ୱତନ୍ତ୍ର ଟ୍ରେନ୍
ଦୁଇ ସପ୍ତାହରେ ୪.୫ ଲକ୍ଷରୁ ଅଧିକ ଯାତ୍ରୀ ପରିବହନପ୍ରୟାଗରାଜରେ ଏକ ଦିନରେ ୪୦ ସ୍ୱତନ୍ତ୍ର ଟ୍ରେନ୍, ୧ ଲକ୍ଷ ଯାତ୍ରୀଙ୍କୁ ସେବା
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ମୌନି ଅମାବାସ୍ୟା ସମୟରେ ରେଳ ଯାତ୍ରାକୁ ସଫଳତାର ସହ ପରିଚାଳନା କରିଥିଲା, ୩ ଜାନୁଆରୀ ୨୦୨୬ ଠାରୁ ସାରା ଦେଶରେ!-->!-->!-->…
Read More...
Read More...
ବିକଶିତ ଭାରତ ଜୀ ରାମ ଜୀକୁ ନେଇ କଂଗ୍ରେସ ମିଛ ପ୍ରଚାର କରୁଛି : କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ
ନୂଆଦିଲ୍ଲୀ, (ପିଆଇବି): ବିକଶିତ ଭାରତ ଜୀବିକା ଏବଂ ରୋଜଗାର ପାଇଁ ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ) - ଭିବି ଜୀ ରାମ ଜୀ ଆଇନକୁ ନେଇ କଂଗ୍ରେସ ମିଥ୍ୟା ଅପପ୍ରଚାର ଏବଂ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଆଜି!-->…
Read More...
Read More...
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ପଥ ଉତ୍ସବରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ
ଭୁବନେଶ୍ୱର, (ପିଆଇବି) : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ ୧୮ ଜାନୁଆରୀ ୨୦୨୬ ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆନୁକୁଲ୍ୟରେ ଜାଗମରା ଠାରେ ଆୟୋଜିତ ପଥ ଉତ୍ସବରେ ଏକ ଭିନ୍ନ ଧରଣର ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପଥ!-->…
Read More...
Read More...
ଅନେକ ବର୍ଷର କ୍ଷତି ପରେ ସକରାତ୍ମକ ଲାଭ ହାସଲ କଲେ ବିଦ୍ୟୁତ ବିତରଣ କମ୍ପାନୀ
• ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି : ଶକ୍ତି ମନ୍ତ୍ରୀ• ବିତରଣ କ୍ଷେତ୍ରରେ ଅନେକ ପ୍ରୟାସ ବଳରେ ପ୍ରମୁଖ ପ୍ରଦର୍ଶନ ସଂକେତକରେ ସୁଧାର ଆସିଛି
ନୂଆଦିଲ୍ଲୀ, (ପିଆଇବି) : ଦେଶର ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ (ଡିସକମ ଏବଂ ବିଦ୍ୟୁତ ବିଭାଗ) 2024-25 ଆର୍ଥିକ!-->!-->!-->…
Read More...
Read More...
ଟ୍ରାକ୍ ଆଧୁନିକୀକରଣ ଏବଂ ସୁରକ୍ଷା କ୍ଷେତ୍ରରେ ଭାରତୀୟ ରେଳବାଇର ବ୍ୟାପକ ପଦକ୍ଷେପ
• ନିରନ୍ତର ନିବେଶ ରେଳ ସୁରକ୍ଷାକୁ କରିଛି ସୁଦୃଢ଼; 2024-25ରେ 6,851 କିଲୋମିଟର ଟ୍ରାକ୍ ନବୀକରଣ ସମ୍ପୂର୍ଣ୍ଣ ଏବଂ 7,500 କିଲୋମିଟରରୁ ଅଧିକ କାମ ତ୍ୱରାନ୍ୱିତ ହୋଇଛି; ଆଗାମୀ ଦୁଇ ବର୍ଷ ମଧ୍ୟରେ 7,900 କିଲୋମିଟର ରେଳ ଟ୍ରାକ କାମ ଯୋଜନା କରାଯାଇଛି• ଉଚ୍ଚ-ଗତି-ସକ୍ଷମ ଟ୍ରାକ୍ ଲମ୍ବ!-->…
Read More...
Read More...
ଆସାମର ଗୌହାଟୀଠାରେ ଆୟୋଜିତ ବାଗୁରୁମ୍ବା ଡାହୌ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବାଗୁରୁମ୍ବା ଡାହୌ ଆମର ମହାନ ବୋଡ଼ୋ ପରମ୍ପରାକୁ ସମ୍ମାନ ଜଣାଏ : ପ୍ରଧାନମନ୍ତ୍ରୀ୨୦୨୦ର ବୋଡ଼ୋ ଶାନ୍ତି ରାଜିନାମା ବର୍ଷ ବର୍ଷର ସଂଘର୍ଷର ଅବସାନ ଘଟାଇଥିଲା, ଭରସା ଫେରିଥିଲା ଓ ହଜାର ହଜାର ଯୁବକ ହିଂସା ପରିତ୍ୟାଗ କରି ମୁଖ୍ୟଧାରାରେ ଯୋଗ ଦେଇଥିଲେ : ପ୍ରଧାନମନ୍ତ୍ରୀପ୍ରତିଭାବାନ ବୋଡ଼ୋ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’ ଉନ୍ମୋଚିତ
ମୁଖ୍ୟମନ୍ତ୍ରୀଙ୍କ ସହ ଯୁବ ଚାଷୀ କଲେ ପ୍ରଗତି ପ୍ରବାହର ଉନ୍ମୋଚନଝାରସୁଗୁଡ଼ାର ସଫଳ ଯୁବ ଚାଷୀ ହୃଦାନନ୍ଦ ବିଶିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପ୍ରଶାସନକୁ ସମସ୍ତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶପ୍ରଗତି ପ୍ରବାହ, ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି : ମୁଖ୍ୟମନ୍ତ୍ରୀ
!-->!-->!-->…
Read More...
Read More...