Browsing Category

ଅପରାଧ

ଅମାନବିକତା : ମଦ ପାଇଁ ଟଙ୍କା ନ ଦେବାରୁ ବୃଦ୍ଧା ମା’ଙ୍କୁ ପେଚ୍‌କସ୍‌ ଭୁଷି ହତ୍ୟା କଲା ପୁଅ

ନୂଆଦିଲ୍ଲୀ : ଦିଲ୍ଲୀର ଖଜୁରୀ ଖାସ୍ ଅଞ୍ଚଳରେ ରବିବାର ରାତିରେ ଜଣେ ୬୪ ବର୍ଷୀୟା ବୃଦ୍ଧା ମା’ଙ୍କୁ ଗୋଟେ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଉତ୍ତର ପୂର୍ବ ଦିଲ୍ଲୀ ପୋଲିସ ଡିସିପି ବେଦ
Read More...

ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ ୨୦୦ ପ୍ରତିଶତ ବୃଦ୍ଧି ପାଇଛି

ଇସ୍‌ଲାମାବାଦ : ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗତ ମାର୍ଚ୍ଚରେ ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧରେ ୨୦୦ ପ୍ରତିଶତ ବୃଦ୍ଧି ଘଟିଛି । ଯେତେବେଳେ ଦେଶରେ କରୋନା ଜୀବାଣୁ ମହାମାରୀ ବ୍ୟାପିଗଲା ଏହି ଅପରାଧ ସେତେବେଳେ ବେଶୀ ଘଟିଥିଲା । ଦେଶର ମାନବ
Read More...

ସୁପାରି ଦେଇ ଝିଅକୁ ଜୀବନ୍ତ ଜାଳିଦେଲା ବାପା, ହତ୍ୟା ପାଇଁ ଦେଇଥିଲା ଦେଢ଼ ଲକ୍ଷ

ଗୋରଖପୁର : ବାପା ହିିଁ ଝିଅର ପ୍ରଥମ ରକ୍ଷକ ସାଜିଥାଏ । କିନ୍ତୁ ଏଠି ରକ୍ଷକ ଭକ୍ଷକ ସାଜିଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଗୋରଖପୁରରେ ଜଣେ ପିତା ନିଜ ଝିଅକୁ ସୁପାରି ଦେଇ ଜୀବନ୍ତ ଜାଳି ଦେଇଥିବା ଖବର ମିଳିଛି। ଝିଅର ଦୋଷ ଥିଲା ଯେ, ସେ ଅନ୍ୟ ଧର୍ମର ପୁଅକୁ ଭଲ ପାଉଥିଲା ଏବଂ
Read More...

ରକ୍ତାକ୍ତ ଖେଳ ଖେଳିଲେ ରେସଲିଂ କୋଚ୍ : ପାଞ୍ଚ ଜଣଙ୍କ ହତ୍ୟା

ହରିୟାଣା : ହରିୟାଣାର ରୋହତକ ଜିଲ୍ଲାରେ ତିନିଜଣ କୋଚ୍ ସମେତ ଦୁଇଜଣ ମହିଳା ରେସଲରଙ୍କ ମୃତ୍ୟୁ ଘଟିଛି । ଏହି ମାମଲାରେ ବର୍ତ୍ତମାନ ଅନେକ କିଛି ଖୁଲାସା ହୋଇଛି । କୁହାଯାଉଛି ଯେ ଜାଟ କଲେଜ ମଇଦାନକୁ ଆସିଥିବା ମହିଳା ଖେଳାଳି ପୂଜାଙ୍କ ପରିବାର ସଦସ୍ୟ କୋଚ୍‌ ମନୋଜଙ୍କୁ ସୁଖବିନ୍ଦର ନାମରେ
Read More...

ଗାର୍ଲଫ୍ରେଣ୍ଡକୁ ହୋଟେଲରୁ ଟାଣି ନେଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ପ୍ରେମିକ

ମୁଜାଫରପୁର : ବିହାରର ମୁଜାଫରପୁରର ହୋଟେଲ ସେଣ୍ଟ୍ରାଲ ପାର୍କରେ ଜଣେ ନୃତ୍ୟଶିଳ୍ପୀ ଗାର୍ଲଫ୍ରେଣ୍ଡଙ୍କୁ ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ମାମଲା ସିସିଟିଭି ଫୁଟେଜ ସାମ୍ନାକୁ ଆଣିଛି । ସିସିଟିଭି ଫୁଟେଜରୁ ଜଣାପଡିଛି ଯେ, ହତ୍ୟା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗିଥିଲା ​​ଏବଂ ମନୀଷ
Read More...

ଅପରାଧୀଙ୍କ ‌ଦ୍ୱାରା ଯୁବକଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଆଲିପୁର ଅଞ୍ଚଳ ବୁଧବାର ସନ୍ଧ୍ୟାରେ ଗୁଳି ଫଟିବା ଶବ୍‌ଦରେ ଥରି ଉଠିଛି । ନିଜ କ୍ଷେତରେ ଜଣେ ଯୁବକ ଗାଇ କ୍ଷୀର ସଂଗ୍ରହ କରୁଥିବା ବେଳେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି ଚଳାଇ ହତ୍ୟା କରିବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ପୋଲିସର ସୂଚନାନୁସାରେ ମୃତ
Read More...

ବ୍ୟାଙ୍କ କାର୍ଡ ବିବରଣୀ ପାଇବା ପରେ କୋଟି କୋଟି ଟଙ୍କା ଠକେଇ : ମହିଳାଙ୍କ ସମେତ ଦୁଇ ଗିରଫ

ନୋଏଡା : ନକଲି ଇ-କମର୍ସ ୱେବସାଇଟ୍ ଖୋଲିବା ସହ ବ୍ୟାଙ୍କରୁ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡଧାରୀଙ୍କ ତଥ୍ୟ ହାସଲ କରି ଏକ ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ମଙ୍ଗଳବାର ଦିନ ପଶ୍ଚିମ ୟୁପି ଏସଟିଏଫ୍ ଗିରଫ କରିଛି । ଏହି ମାମଲାରେ, ଜାନୁଆରୀ ୨୬ ରେ, ଏସଟିଏଫ ଫରିଦାବାଦରୁ ଚାରିଜଣ
Read More...

ପର୍ଣ୍ଣ ଫିଲ୍ମ ର‍୍ୟାକେଟ ମାମଲାରେ ଜଣେ ମଧ୍ୟସ୍ଥି ଗିରଫ, ବଲିଉଡ ସହ ଜଡିତ ବଡ ନାଁ ଆସିବାର ସମ୍ଭବନା

ମୁମ୍ବାଇ : ପର୍ଣ୍ଣ ଫିଲ୍ମ ସୁଟିଂ ର‍୍ୟାକେଟ ମାମଲାରେ ମୁମ୍ବାଇ ପୋଲିସର କ୍ରାଇମ ଶାଖାର ସମ୍ପତ୍ତି ସେଲ ଦ୍ୱାରା ଜଣେ ମଧ୍ୟ‌ସ୍ଥିଙ୍କୁ ଗିରଫ କରାଯାଇଛି । ଉମେଶ କାମତ ନାମକ ଏହି ବ୍ୟକ୍ତି ବିଦେଶରୁ କେବେ ଏବଂ କିପରି ସୁଟ୍ ପର୍ଣ୍ଣ ଫିଲ୍ମ ଅପଲୋଡ୍ କରିବେ, ସେନେଇ ମଧ୍ୟସ୍ଥି ଭାବରେ କାର୍ୟ୍ୟ
Read More...

ନକଲି ୱେବସାଇଟ୍ ତିଆରି ଚାକିରୀ ଲୋଭ ଦେଖାଇ ବେକାର ଯୁବକ ଯୁବତୀଙ୍କଠାରୁ ଟଙ୍କା ଲୁଟୁଥିଲେ : ୪ ଗିରଫ

ବାରାଣାସୀ : ଏସ୍‌ଟିଏଫ୍‌ର ବାରାଣାସୀ ୟୁନିଟ୍ ବିଏଚୟୁ ଏବଂ ଉତ୍ତରପ୍ରଦେଶ ସଚିବାଳୟର ଏକ ଜାଲ୍ ୱେବସାଇଟ୍ ତିଆରି କରିଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ସରକାରୀ ଚାକିରୀ ଲୋଭ ଦେଖାଇ ବେକାର ଯୁବକ ଯୁବତୀଙ୍କଠାରୁ ଟଙ୍କା ଲୁଟୁଥିଲେ ।
Read More...

ବିପୁଳ ପରିମାଣର ଗୋ ମାଂସ ଜବତ

ଭୁବନେଶ୍ୱର : ବିପୁଳ ପରିମାଣର ଗୋ ମାଂସ ଜବତ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବାଲିପାଟଣା ଥାନା ସାହେବନଗର ଗାଁରେ ଗୋ ମାଂସ ବାହାରକୁ ପଠାଇବା ପାଇଁ ପ୍ୟାକିଂ କରି ଗାଡିରେ ରଖାଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିବା ସହ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା
Read More...