ଓଡିଶା ଆଦର୍ଶ ବିଦ୍ୟାଳୟ ଡୁଡୁକା, ଆଗଲପୁର ଠାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଓଡିଶା ଆଦର୍ଶ ବିଦ୍ୟାଳୟ ଡୁଡୁକା, ଆଗଲପୁର ୨୦ ଡିସେମ୍ବର ୨୦୨୫ ତାରିଖ ସକାଳ ୧୦ଟାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ଉତ୍ସବ ଗମ୍ଭୀର ଓ ଉତ୍ସାହଭରା ପରିବେଶରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଓ ବ୍ଲକସ୍ତରର ସ୍ୱାସ୍ଥ୍ୟ
Read More...

ଭାରତ-ସ୍ପେନ୍ ଉଚ୍ଚଶିକ୍ଷା ସମ୍ମିଳନୀର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଦ୍ୱିପାକ୍ଷିକ ଏକାଡେମିକ ଏବଂ ଗବେଷଣା

ନୂଆଦିଲ୍ଲୀରେ ଦୁଇ ଦେଶର ନେତୃତ୍ୱଙ୍କ ମଧ୍ୟରେ ଏକ ଐତିହାସିକ ବୈଠକ ଅନୁଷ୍ଠିତଭାରତରେ କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ସ୍ପେନର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆହ୍ୱାନ ନୂଆଦିଲ୍ଲୀ, (ପିଆଇବି) : ୨୦ ଫେବୃଆରୀ, ୨୦୨୬: ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ 'ଭାରତ-ସ୍ପେନ୍
Read More...

ଗଞ୍ଜେଇ ଚୋରା ଚାଲାଣ ଲିଙ୍କ : ୱେବ ସାମ୍ୱାଦିକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କଣ୍ଟେନରରେ ଗଞ୍ଜେଇ ଚୋରା ଚାଲାଣ ଲିଙ୍କରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହୁଲବାହାଲି ଗ୍ରାମର ୱେବ ସାମ୍ୱାଦିକ ପ୍ରଶାନ୍ତ ପ୍ରଧାନକୁ ଗିରଫ କରିଛି ସୋନପୁର ପୁଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ନାରାୟଣ ନାଏକ ।
Read More...

୨୦୨୬-୨୭ ବର୍ଷ ପାଇଁ ୩.୧୦ ଲକ୍ଷ କୋଟିର ଓଡ଼ିଶା ବଜେଟକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

‘ବିକଶିତ ଓଡ଼ିଶା’ ପାଇଁ କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ୍ - ଧର୍ମେନ୍ଦ୍ର ପ୍ରଧାନପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦଓଡ଼ିଶାର ଶିକ୍ଷା, ଦକ୍ଷତା, ଶିଳ୍ପ, କୃଷି, ପର୍ଯ୍ୟଟନ ଓ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ହେବସବୁ ବର୍ଗର ଲୋକଙ୍କ
Read More...

ବୃତ୍ତି ପରୀକ୍ଷାରେ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର କୃତିତ୍ୱ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଚଳିତ ବର୍ଷ ୨୦୨୫-୨୬ ଶିକ୍ଷାବର୍ଷର ବୃତ୍ତି ପରୀକ୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସୁଲଗ୍ନା ପଣ୍ଡା ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ଶ୍ରେଣୀର ଛାତ୍ର
Read More...

ଏଆଇ ଓ ଡିପ୍ଟେକ୍ ଷ୍ଟାର୍ଟଅପ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲ ଟେବୁଲ ବୈଠକ

୧୬ଟି ଏଆଇ ଓ ଡିପ୍ଟେକ୍ ଷ୍ଟାର୍ଟଅପ୍ର ପ୍ରତିଷ୍ଠାତା ଓ ସିଇଓ ସେମାନଙ୍କ ଚିନ୍ତାଧାରା ଓ କାର୍ଯ୍ୟ ଉପସ୍ଥାପନ କଲେଏହି ଷ୍ଟାର୍ଟଅପ୍ଗୁଡ଼ିକ ସ୍ୱାସ୍ଥ୍ୟସେବା, କୃଷି, ସାଇବର ସୁରକ୍ଷା, ମହାକାଶ ଏବଂ ସାମାଜିକ ସଶକ୍ତୀକରଣ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଯାହା ସମଗ୍ର ଜନସଂଖ୍ୟା ସ୍ତରରେ
Read More...

ବିଶ୍ଵ ସାମାଜିକ ନ୍ୟାୟ ଦିବସ -୨୦୨୬ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂସ୍କୃତି ଭବନ, ସୁନ୍ଦରଗଡଠାରେ ଅବଦାନ ଯୋଜନା ଅନ୍ତର୍ଗତ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଶ୍ଵ ସାମାଜିକ ନ୍ୟାୟ ଦିବସ -୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୫୦ ଜଣ
Read More...

ଧର୍ମପରାୟଣା ମହିଳା ଦ୍ରୌପଦୀ ମିଶ୍ରଙ୍କ ପରଲୋକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସକାଳ ଭୋର ୫ଟା ବେଳେ ତରଭା ସହର ନିବାସୀ ଦ୍ରୌପଦୀ ମିଶ୍ର (୭୫)ଙ୍କ ଦେହାନ୍ତ ହୋଇଯାଇଛି । ସେ ସ୍ୱର୍ଗତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ମିଶ୍ରଙ୍କ ଧର୍ମପତ୍ନୀ ଅଟନ୍ତି । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ଆଜି ଭୋର
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରେଞ୍ଜ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ସମସ୍ତ କେନ୍ଦୁପତ୍ର କର୍ମଚାରୀଙ୍କ ପକ୍ଷରୁ ସତର ଗୋଟି ଦାବି ନେଇ ବେଲପଡା ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା । ଏଥିରେ ରାଜ୍ୟ କେନ୍ଦୁପତ୍ର ସମ୍ପାଦକ ଶିବାନନ୍ଦ ପରିଛା ଯୋଗଦାନ କରି କାର୍ଯ୍ୟ ଭାର
Read More...

ବିରିପାଲିରେ ସମନ୍ୱିତ କୃଷି ସମୂହର ଏକ ଦିନିଆ କର୍ମଶାଳା ଓ ତାଲିମ ଶିବିର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ଗ୍ରାମ ପଞ୍ଚାୟତ ଠାରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ସମନ୍ୱିତ କୃଷି ସମୂହର ଏକ ଦିନିଆ କର୍ମଶାଳା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ମହିଳା ଚାଷୀ
Read More...