ଏସ୍‌ପି ଅଫିସରେ ବଲାଙ୍ଗିର ବିଜୁ ମହିଳା ଜନତା ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସ୍‌ପି ଅଫିସରେ ବଲାଙ୍ଗିର ବିଜୁ ମହିଳା ଜନତା ଦଳ । ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ହିଂସା ଓ ଅତ୍ୟାଚାର
Read More...

ନିଟ୍ରା ତରଫରୁ ବାର୍ଷିକ ସାଧାରଣ ସଭା ଓ ୫୮ତମ ଇଞ୍ଜିନିୟର୍ସ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଟ୍ରା ଏନ୍‌ଆଇଟି ରାଉରକେଲା ଆଲୁମିନି ଆସୋସିଏସନର ସଭାପତି ଫକିର ଚରଣ ମହାନ୍ତି ଏବଂ ସାଧାରଣ ସମ୍ପାଦକ ପ୍ରଫେସର ହୃଷୀକେଶ ନାଏକଙ୍କ ଆବାହକତ୍ୱରେ ଏ ବର୍ଷର ବାର୍ଷିକ ସାଧାରଣ ସଭା ବ୍ରାହ୍ମଣୀ କ୍ଲବର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୮୦ ଜଣ
Read More...

ମୁରିବାହାଲ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ “ଏକ ପେଡ ମା କେ ନାମ” ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ବ୍ଳକସ୍ତରୀୟ “ଏକ ପେଡ଼ ମାଁ କେ ନାମ” ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୁରିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁରିବାହାଲ ବ୍ଲକ ଗୋଷ୍ଠୀ
Read More...

ଭୋଟ ଚୋରି ଅଭିଯୋଗ ପ୍ରସଙ୍ଗ : ନିର୍ବାଚନ କମିଶନଙ୍କ କାର୍ଯ୍ୟଧାରା ଅବିଶ୍ୱାସ ଯୋଗ୍ୟ – ହେମନ୍ତ ପଣ୍ଡା

ଓଡିଶାର ତଥ୍ୟ ମାଗିଲେ ବିହାରକୁ ହସ୍ତାନ୍ତର କରାଯାଉଛି ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋଟ ଚୋରି ଅଭିଯୋଗ ପ୍ରସଙ୍ଗ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏହାକୁ ନେଇ ନିର୍ବାଚନ କମିଶନଙ୍କ କାର୍ଯ୍ୟଧାରା ଅବିଶ୍ୱାସ ଯୋଗ୍ୟ ଅଟେ ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି
Read More...

ଇଗ୍ନୋର ନାମଲେଖା ଅବଧି ଚଳିତ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧିକୁ ମଧ୍ୟ ଚଳିତ ମାସ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୁନଃ ପଞ୍ଜିକରଣ ପାଇଁ
Read More...

ଦେଶକୁ ପ୍ରଭାବିତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଯାତ୍ରାରେ ତାଙ୍କର ସ୍ଲୋଗାନ ଏବଂ ବକ୍ତବ୍ୟ କେବଳ ବାକ୍ୟାଂଶ ନୁହେଁ, ବରଂ ଜନ ଜାଗରଣ, ଜାତୀୟ ଗୌରବ ଏବଂ ସାଂସ୍କୃତିକ ପ୍ରତୀକ ପାଇଁ ଏକ ଉପକରଣ ।ସରଳତା ସହିତ ଗଭୀରତାର ମିଶ୍ରଣ କରି ସେ ଭାରତୀୟ ରାଜନୈତିକ ମତ ବିନିମୟକୁ ପୁନଃପରିଭାଷିତ
Read More...

ଦେଶୀଲ ଗ୍ରାମର ଶତାୟୁ ବୃଦ୍ଧ ଚନ୍ଦ୍ରଶେଖର ବାଗଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଦେଶୀଲ ଗ୍ରାମର ସ୍ୱର୍ଗତ ଋଷୁ ବାଗଙ୍କ ପୁଅ ତଥା ଶତାୟୁ ବୃଦ୍ଧ ଚନ୍ଦ୍ରଶେଖର ବାଗଙ୍କ ବୁଧବାର ସକାଳେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନରୁ ନିଜ ବାସଭବନରେ ବାର୍ଦ୍ଧକ୍ୟରେ ଶଯ୍ୟାଶାୟୀ ଥିଲେ ।
Read More...

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦା ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକରେ ରହୁଥିବା ଅନ୍ତେବାସୀ
Read More...

ବିଶ୍ୱ ଚିକିତ୍ସାଧିନ ବ୍ୟକ୍ତି ସୁରକ୍ଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚିକିତ୍ସାଧିନ ବ୍ୟକ୍ତି କିମ୍ବା ରୋଗୀ ସୁରକ୍ଷା ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରିବା, ସ୍ୱାସ୍ଥ୍ୟ ସେବାରେ ନିରାପତ୍ତା ବୃଦ୍ଧି ପାଇଁ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଏବଂ ହିତାଧିକାରୀମାନଙ୍କୁ ନିରାପଦ ସ୍ୱାସ୍ଥ୍ୟସେବା କୌଶଳ ପାଇଁ
Read More...

ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ଉପାୟ – ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ଟି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ, (ପିଆଇବି) : ଆଜିଠାରୁ ମାତ୍ର ଗୋଟିଏ ଦଶନ୍ଧି ପଛ କଥା ଚିନ୍ତା କରନ୍ତୁ । ସେତେବେଳେ ଭାରତର ଦୈନନ୍ଦିନ ଜୀବନର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିଲା । ରେଳବାଇ କାଉଣ୍ଟରରେ ଲମ୍ବା ଧାଡି, ଦୋକାନରେ ଟଙ୍କା ପାଇଁ ବାରମ୍ବାର ଅନୁରୋଧ, ଗ୍ୟାସ ସଂଯୋଗ ପାଇବାକୁ ଲାଞ୍ଚ ଦେବାର ଚାପ,
Read More...