ସମୁଦ୍ରକୂଳ ପୋଡମପେଟ୍ଟାରେ ଡଙ୍ଗା ଓଲଟି ଜଣେ ନିଖୋଜ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସବୁ ଦିନପରି ଆଜି ମଧ୍ୟ ସକାଳୁ ସକାଳୁ ବଢ଼ି ଅନ୍ଧାରରୁ ମାଛ ମାରିବାକୁ ଡ଼ଙ୍ଗା ସାହାଯ୍ୟରେ ସାତ ଜଣ ସାଥୀ ହୋଇ ବାହାରିଥିଲେ, ସେମାନେ ଛତ୍ରପୁର ନିକଟସ୍ଥ ନୋଳିଆନୂଆଗାଁର ବାସିନ୍ଦା ସାତଜଣ ଡଙ୍ଗାରେ ବସି ସମୁଦ୍ରକୂଳ ପୋଡମପେଟ୍ଟା ପର୍ଯ୍ୟନ୍ତ
Read More...

ପିଏମ୍ ଜନ ଧନ ଯୋଜନା : ବଞ୍ଚିତଙ୍କୁ ବ୍ୟାଙ୍କ ସେବା ପ୍ରଦାନର ୧୧ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ, (ପିଆଇବି) : ଗୋଟିଏ ଦଶନ୍ଧି ପୂର୍ବରୁ ଅନେକ ଭାରତୀୟଙ୍କ ପାଇଁ ବ୍ୟାଙ୍କ ସେବା ଦିବାସ୍ୱପ୍ନ ପରି ଥିଲା । ବିଶେଷ କରି ଗ୍ରାମୀଣ ଏବଂ ବଞ୍ଚିତ ସମୁଦାୟର ଲୋକମାନେ ଏଥିରୁ ବଞ୍ଚିତ ହେଉଥିଲେ । ଆନୁଷ୍ଠାନିକ ଆର୍ଥିକ ସେବାର ସୁବିଧା ବିନା, ଲକ୍ଷ ଲକ୍ଷ ଲୋକ ଘରେ ନଗଦ ସଞ୍ଚୟ ଏବଂ
Read More...

ଏକ ନୂତନ ରେଳଲାଇନ ପ୍ରକଳ୍ପ ସମେତ ୩ଟି ପ୍ରକଳ୍ପର ମଲ୍ଟି-ଟ୍ରାକିଂକୁ କ୍ୟାବିନେଟ ମଞ୍ଜୁରି

ଏହି ସବୁ ପ୍ରକଳ୍ପ ଦ୍ବାରା କର୍ଣ୍ଣାଟକ, ତେଲଙ୍ଗାନା, ବିହାର, ଆସାମ ଓ ଗୁଜରାଟ ଆଦି ରାଜ୍ୟ ଉପକୃତ ହେବେ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କ୍ୟାବିନେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରେଳ ମନ୍ତ୍ରଣାଳୟର ପ୍ରାୟ ୧୨,୩୨୮ କୋଟି ଟଙ୍କା ମୂଲ୍ୟର ଚାରୋଟି ପ୍ରକଳ୍ପକୁ
Read More...

ଜାତୀୟ ଚିନ୍ତାଧାରା ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : “ଜାତୀୟ ଚିନ୍ତାଧାରା ଦିବସ” ପାଳନ ପରସ୍ପରକୁ କିପରି ମୂଲ୍ୟବୋଧ ବିଷୟରେ ସଚେତନ କରାଇବାରେ ସହାୟକ ହୁଏ ତାହା ଦର୍ଶାଇବାକୁ ଏକ ସୁଯୋଗ ଆଣିଥାଏ । ଦିବସଟି ଏଭଳି ଏକ ଅଭିନବ ଉତ୍ସବ ଯାହା ବିଭିନ୍ନ ଉପାୟରେ ଶୁଭେଚ୍ଛା ଆଣିବା ପାଇଁ ଉଦ୍ଦିଷ୍ଟ ଅଟେ । ଏହା
Read More...

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ନୂତନ ମାନଦଣ୍ଡ – ରେକର୍ଡ ୧୪୮ ଦିନରେ ୧୦୦ ନିୟୁତ ଟନ୍ ପଣ୍ୟ ଅପସାରଣ

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳପଥ (ଇକୋର) ଚଳିତ ଆର୍ଥିକ ବର୍ଷର ମାତ୍ର ୧୪୮ ଦିନ ମଧ୍ୟରେ ୧୦୦ ନିୟୁତ ଟନ୍ ପଣ୍ୟ ଅପସାରଣର ମାଇଲଖୁଣ୍ଟ ଅତିକ୍ରମ କରି, ପଣ୍ୟ ପରିବହନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି । ଚଳିତ ଆର୍ଥିକ ବର୍ଷର ୨୬ ଅଗଷ୍ଟ ୨୦୨୫ ସୁଦ୍ଧା, ପୂର୍ବତଟ ରେଳପଥ
Read More...

ପିଏମ୍‌ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ୩୧ ଡିସେମ୍ବର ୨୦୨୪ଠାରୁ ଆଗକୁ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

ରାସ୍ତା କଡ଼ ଉଠାଦୋକାନୀ ଏବଂ ସେମାନଙ୍କ ପରିବାର ପାଇଁ ଉନ୍ନତ ଋଣ, ୟୁପିଆଇ-ଆଧାରିତ କ୍ରେଡିଟ୍ କାର୍ଡ, ଡିଜିଟାଲ ଗ୍ରହଣୀୟତା ଏବଂ ବ୍ୟାପକ ସାମାଜିକ-ଆର୍ଥିକ ବିକାଶ ପାଇଁ ସୁବିଧା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର
Read More...

କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି : ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ପାଇଁ ନିଲାମୀରେ ଭାଗ ନେବ ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ପାଇଁ ଭାରତର ବିଡ୍ ସ୍ୱୀକୃତ ହେଲେ ଗୁଜରାଟ ସରକାରଙ୍କ ସହିତ ପ୍ରତିଯୋଗିତା ଆୟୋଜନ ସହଯୋଗ ରାଜିନାମା ଏବଂ ଅନୁଦାନ ସହାୟତା ପ୍ରଦାନକୁ ମଞ୍ଜୁର କଲା କ୍ୟାବିନେଟବିଶ୍ୱସ୍ତରୀୟ ଷ୍ଟାଡିୟମ, ଅତ୍ୟାଧୁନିକ ପ୍ରଶିକ୍ଷଣ ସୁବିଧା ଏବଂ ଏକ ଉତ୍ସାହୀ ଖେଳ ସଂସ୍କୃତି
Read More...

୧୧ ବର୍ଷ ଧରି ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଚାଲିଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା- ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତୀକରଣ…

ବିଗତ ୧୧ ବର୍ଷ ମଧ୍ୟରେ ୫୬ କୋଟିରୁ ଅଧିକ ଜନଧନ ଖାତା ଖୋଲାଯାଇଛି; ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି ଟଙ୍କା: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଗ୍ରାମାଞ୍ଚଳ କିମ୍ବା ଅର୍ଦ୍ଧ-ସହରାଞ୍ଚଳରେ ୬୭% ଖାତା ଖୋଲାଯାଇଛି, ମହିଳାଙ୍କ ନାମରେ ୫୬% ଖାତା ଅଛି; ଉପାନ୍ତରେ ରହୁଥିବା ଅବହେଳିତ
Read More...

ଅନୁଗୁଳ ଓ ଢେଙ୍କାନାଳରେ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ଓ ଶୁଭାରମ୍ଭ

ସାମାଜିକ ଭିତ୍ତିଭୂମିର ବିକାଶ ଲୋକଙ୍କ ଜୀବନଯାପନକୁ ସୁଗମ କରିବ- ଧର୍ମେନ୍ଦ୍ର ପ୍ରଧାନ• ସନ୍ତ୍ରି ଛକରୁ ମହିଧର ଦେଇ ହାତୁରା ପର୍ଯ୍ୟନ୍ତ ୨୦ କିମି ବ୍ୟାପୀ ସୌରଶକ୍ତି ପରିଚାଳିତ ରାସ୍ତା ଆଲୋକୀକରଣ ପାଇଁ ଭୂମିପୂଜନ• ଏନଏଚ୍ -୫୫ର ଇଟାପଠାରୁ ନୂଆହତା ପର୍ଯ୍ୟନ୍ତ ୩ କିମି ବ୍ୟାପୀ ଆଲୋକୀକରଣ
Read More...

ଜାତୀୟ ସମ୍ମିଳନୀରେ ସମ୍ବର୍ଦ୍ଧିତ ହେଲେ ୩୦ ପ୍ରତିଭା : ଭାଷା ହେଉଛି ବୌଦ୍ଧିକ ବିଭବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟର ଅନ୍ୟତମ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ଆୟୋଜିତ ଜାତୀୟ ସମ୍ମିଳନୀ ଭୁବନେଶ୍ୱର ଜୟଦେବ ଭବନ ସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵରେ
Read More...