ସିଆଲବାହାଲିରେ ନୁଆଁଖାଇ ଭେଟଘାଟ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ସଦରବ୍ଲକ ଅନ୍ତର୍ଗତ ସିଆଲବାହାଲିଠାରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଗାଁର ଉପରପଡା ଗଣେଷ ପୂଜା କମିଟୀ ପକ୍ଷରୁ ନାଚ ଗିତ ଆସର ଜମିଥିଲା । କିଛି ଦିନ ପୂର୍ବରୁ ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତାରେ ପ୍ରାୟ ୭୮ ପ୍ରତିଯୋଗୀ ଭାଗ ନେଇଥିଲେ ।
Read More...

ଏବିସିଡି ନୂଆଖାଇ ଭେଟଘାଟ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମାଞ୍ଚଳର ଶୀଘା ତିହାର ନୂଆଖାଇ ଭେଟଘାଟ । ଇ ତିହାର ଉଧେ ପଦ୍ମପୁରର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଏବିସିଡି ତରଫୁ ସ୍ଥାନୀୟ ରାଜବୋଡା ସମ୍ବର୍ ହାଇସ୍କୁଲ ପ୍ରାଙ୍ଗଣରେ ବହୁତ ଯାକ ଯମକରେ ନୂଆଖାଇ ଭେଟଘାଟ ନୂଆଖାଇ ଦିନ ସଂଜର ୫ ବଜେ ପାଳନ ହେଇଯାଇଛେ
Read More...

ସୁବର୍ଣ୍ଣପୁର ଇନ୍ ଡୋର ଷ୍ଟାଡିୟମ୍ ନିକଟସ୍ଥ ବିଜୁ ପଟ୍ଟନାୟକ ସୁଇମିଂଗ ପୁଲ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲଠାରେ ପ୍ରଖ୍ୟାତ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡା ଦିବସ -୨୦୨୫ ମହା ସମାରୋହରେ ପାଳିତ ହୋଇଛି । ଏହି ଜାତୀୟ କ୍ରୀଡା ଦିବସ ପାଳନ ସମୟରେ ଅତିରିକ୍ତ ଜିଲ୍ଲାପାଳ,
Read More...

ମୋ ସୁରକ୍ଷା ମୋ ଅଧିକାର’ କାର୍ଯ୍ୟକ୍ରମରେ ବୁଲା ଗାଈ/ନନ୍ଦୀଙ୍କ ବେକରେ ବାନ୍ଧିଲେ ରେଡିଅମ୍ ବେଲ୍ଟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ସମ୍ଭାବନା ସେବା ପରିଷଦ ତରଫରୁ, ପବିତ୍ର ନୂଆଖାଇ ପର୍ବ ଅବସରରେ, ଶାଶ୍ଵତ ଫାଉଣ୍ଡେସନ ଓ ସଭ୍ୟ ସମାଜର ମିଳିତ ଉଦ୍ୟମରେ ପିପିଲିର ଗୋ ସେବକ ଭାଇମାନଙ୍କ ସହଯୋଗରେ ପିପିଲି ବାଇପାସ୍ ଏବଂ ପିପିଲି ବ୍ଲକର ବିଭିନ୍ନ ଅଞ୍ଚଳରେ ମୂଖ୍ୟ ସଡ଼କ ପଥ ରେ
Read More...

ବାରିପଦାଠାରେ ଜାତୀୟ କ୍ରୀଡା ଦିବସ -୨୦୨୫ ପାଳନ ଅବସରରେ ରାଲି ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଅଗଷ୍ଟ ତା ୨୯ରୁ ୩୧ ତାରିଖ ଜାତୀୟ କ୍ରୀଡା ଦିବସ ଅବସରରେ କ୍ରୀଡା, ଉତ୍ସାହ ଓ ଏକତାର ଦେଶ ବ୍ୟାପୀ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଆଜି ବାରିପଦାଠାରେ ଜିଲ୍ଲା କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି ।
Read More...

ଜଳେଶ୍ୱର ପୀଠ ସାନଟିକାରେ ନୂଆଁଖାଇ ଭେଟ

ଆଗଲପୁର, (ବିମଳେନ୍ଦୁ ସାହୁ) : ପ୍ରସିଦ୍ଧ ଜଳେଶ୍ୱର ପୀଠ ଆଗଲପୁର ବ୍ଲକ ଅନ୍ତର୍ଗତ ସାନଟିକା ଠାରେ ଆଜାଦ ୟୁଥ କ୍ଲବ ଏବଂ ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଶିଷ୍ଟ କବି ଓ ଶିକ୍ଷକ ଦିଲୀପ ପଧାନ, ବରିଷ୍ଠ ଶିକ୍ଷକ ସନ୍ତୋଷ
Read More...

କେସିଙ୍ଗା ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟରେ ୧୦୮ ଗଜାନନ ମୂର୍ତ୍ତିଙ୍କ ପୂଜା

କେସିଙ୍ଗା, (ପ୍ରୀତେଶ ପଟେଲ ) : କଳାହାଣ୍ଡିର କେସିଙ୍ଗା ବ୍ଲକସ୍ଥିତ ସମସ୍ତ ସ୍କୁଲରେ ଆଜି ଗଣେଶ ଚତୁର୍ଥୀ ଅବସରେ ଭଗବାନ ଗଜାନନଙ୍କ ପୂଜାର୍ଚ୍ଚନା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଦ୍ରୋଣାଚାର୍ଯ୍ୟ ସ୍କୁଲ, କେନ୍ଦୁପଡ଼ା ବିଦ୍ୟାଳୟର ପ୍ରିନ୍ସପାଲ ଅର୍ଚ୍ଚନା ଅଗ୍ରୱାଲଙ୍କ
Read More...

ଭାରତର ସେମିକଣ୍ଡକ୍ଟର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ : ଗୁଜରାଟର ସାନନ୍ଦରେ ଖୋଲିଲା ଦେଶର ପ୍ରଥମ ଏଣ୍ଡ ଟୁ…

● ୨୦୩୨ ସୁଦ୍ଧା ବିଶ୍ୱରେ ୧୦ ଲକ୍ଷ ସେମିକଣ୍ଡକ୍ଟର ପ୍ରତିଭାଙ୍କର ଆବଶ୍ୟକତା ଦେଖା ଦେବ; ଭାରତ ଏହି ଆବଶ୍ୟକତା ପୂରଣ କରିବାକୁ ଏବଂ ସେମିକଣ୍ଡକ୍ଟର ପ୍ରତିଭା କ୍ଷେତ୍ରରେ ନେତୃତ୍ୱ ନେବାକୁ ପ୍ରସ୍ତୁତ: ଅଶ୍ୱିନୀ ବୈଷ୍ଣବ● ଭାରତକୁ ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର କେନ୍ଦ୍ରରେ ପରିଣତ କରିବାରେ
Read More...

ଜାପାନ ଏବଂ ଚୀନ୍ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ନିମନ୍ତ୍ରଣରେ, ମୁଁ ୧୫ତମ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଦୁଇ ଦିନିଆ ଜାପାନ ଗସ୍ତରେ ଯାଉଛି । ଏହି ଗସ୍ତ ସମୟରେ, ଆମେ ଆମର ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱସ୍ତରୀୟ ସହଭାଗୀତାକୁ ଦୃଢ଼ କରିବା ଉପରେ ଧ୍ୟାନ ଦେବୁ, ଯାହା ଗତ
Read More...

ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଓ ‘ଭିଜନ ସାଗର’ରେ ଶ୍ରୀଲଙ୍କା ଏକ ପ୍ରମୁଖ ଅଂଶୀଦାର : ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଭାରତ ଏବଂ ଶ୍ରୀଲଙ୍କା ଉଭୟ “ଶ୍ରୀଲଙ୍କା-ଭାରତ ସଂସଦୀୟ ବନ୍ଧୁତା ସଂଘ” ଗଠନକୁ ଏକ ସକାରାତ୍ମକ ପଦକ୍ଷେପ ଭାବରେ ସ୍ୱାଗତ କରିଛନ୍ତିଶ୍ରୀଲଙ୍କା ଭାରତୀୟ ମହାସାଗର କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବାରେ ଭାରତର ଭୂମିକାକୁ ପ୍ରଶଂସା କରିବା ସହିତ ତାହାର ଅର୍ଥନୈତିକ ସଙ୍କଟ
Read More...