ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବିରଜା କ୍ଷେତ୍ର ସଂଘ ରାଉରକେଲା ତରଫରୁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜୟନ୍ତୀ ସେକ୍ଟର ୭ ସ୍ଥିତ ସିଅର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର
Read More...

ହେପି ମୋମେଣ୍ଟସ୍‌ ଇଣ୍ଡିଆର ୧୪ତମ ପ୍ରତିଷ୍ଠା ଦିବସ ଶ୍ରୀକ୍ଷେତ୍ର ପ୍ରତିଭା ସମାରୋହ ଏଂବ ବସନ୍ତ ଉତ୍ସବ – ୨୦୨୬

ଭୁବନେଶ୍ୱର : ଭାରତର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହେପି ମୋମେଣ୍ଟସ୍‌ ଇଣ୍ଡିଆର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ସ୍ତରୀୟ ବନ୍ଧୁ ମିଳନ ଜଗନ୍ନାଥ ଧାମ ପୁରୀ ଠାରେ ଆୟୋଜିତ ହୋଇଯାଇଛି । ହେପି ମୋମେଣ୍ଟସ୍‌ ଇଣ୍ଡିଆର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ “ଶ୍ରୀକ୍ଷେତ୍ର
Read More...

ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ୧୮ବର୍ଷ ପରେ ନିଖୋଜ ପୁଅକୁ ଫେରି ପାଇଲେ ପରିବାର

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ସୁଉଡ଼ିହି ଗ୍ରାମ ପଞ୍ଚାୟତର ସୁନାପର୍ବତ ଗ୍ରାମରେ ରହୁଥିବା ପୁରୁଷୋତ୍ତମ ଗୌଡ଼ ଓରଫ ଶିବ ନାମକ ଜଣେ ଯୁବକ ଗତ ୨୦୦୮ ମସିହାରେ ଯେତେବେଳେ ତାକୁ ୧୩ ବର୍ଷ ବୟସ ହୋଇଥିଲା
Read More...

ମନ୍ତ୍ରୀ ଓ ସାଂସଦ ଥାଇ ମଧ୍ୟ ଅବହେଳିତ ଏନଏଚ – ୪୯ : ବାରମ୍ବାର ଦାବି ସତ୍ୱେ ହେଉନି କାର୍ଯ୍ୟ

ଜନସାଧାରଣରେ ତୀବ୍ର ଅସନ୍ତୋଷ, ଆସନ୍ତା ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ପ୍ରଭାବ ଆଶଙ୍କା ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଜାତୀୟ ରାଜପଥ ୪୯ । ଏହି ରାଜପଥର ନା ଧରିଲେ ସାଧାରଣ ଜନତାଙ୍କ ମନରେ ଶିହରଣ ଖେଳିଯାଏ । କାହିଁକି ନା ଏହି ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ସାଧାରଣ
Read More...

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପରିପ୍ରେକ୍ଷୀରେ ଜିଲ୍ଲା ତରଫରୁ ଜିଲ୍ଲା ଯୋଜନା ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପରିପ୍ରେକ୍ଷୀରେ ଜିଲ୍ଲା ତରଫରୁ ଜିଲ୍ଲା ଯୋଜନା ବୈଠକ ରାଉରକେଲାର, ସେକ୍ଟର - ୨ ସ୍ଥିତ ସ୍ନେହନାଇ ମଣ୍ଡପ ପରିସରରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
Read More...

ସେବା ସଂକଳ୍ପ ପ୍ରସ୍ତାବ : ଭାରତର ବିକାଶ ଯାତ୍ରାରେ ଏକ ନୂଆ ଆରମ୍ଭ

‘ସେବା ତୀର୍ଥ’ରେ ପ୍ରଥମ କ୍ୟାବିନେଟ୍ ବୈଠକ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ, କେନ୍ଦ୍ର କ୍ୟାବିନେଟର ଐତିହାସିକ ପ୍ରଥମ ବୈଠକ ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ 'ସେବା ତୀର୍ଥ'ରେ ଆୟୋଜନ କରାଯାଉଛି । ଏହି ବୈଠକ ଏବଂ ଏହି ଭବନ ନୂଆ ଭାରତ
Read More...

ପ୍ରେମ ପାଇଁ ମା’-ଭାଇକୁ ମାରିବାକୁ ବି ପଛାଇଲା ନାହିଁ ନାବାଳିକା

ବୋରିଗୁମ୍ମା : ପ୍ରେମ ପାଇଁ ମା'-ଭାଇକୁ ମାରିବାକୁ ବି ପଛାଇଲା ନାହିଁ ନାବାଳିକା । ପ୍ରେମିକ ସହ ମିଶି ଘଟାଇଲା ନାରକୀୟ କାଣ୍ଡ । ମା' ଓ ଭାଇକୁ ଝିଅ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସୂଚନାଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ରୋଡ଼ରେ ଝିଅ ଏବଂ ପୁଅ ସହ ରହୁଥିଲେ
Read More...

ସରଣ୍ଡାପାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାଇକେଲ ଆରୋହୀ ସହ ୨ ଆହତ

ବିଜେପୁର, (ମୁୁନ୍ନା ସାହୁ) : ଗତକାଲି ରାତି ପ୍ରାୟ ୯ଟା ସମୟରେ ସରଣ୍ଡାପାଲି ଅଞ୍ଚଳରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସାଇକେଲ ଆରୋହୀ ସରଣ୍ଡାପାଲିର ରାହୁଲ ପଧାନ ଆହତ ହୋଇଥିବା ସୂଚନା ମିଳିଛି । TS 04 EM 3789 ନମ୍ବରର ଏକ କାର ନିୟନ୍ତ୍ରଣ ହରାଇ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ
Read More...

ସ୍କୁଟି ଉପରକୁ ମାଡ଼ିଗଲା କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ଗେଟ ସମ୍ମୁଖ ରାସ୍ତାକଡରେ ଥିବା ଏକ ମଟର ସାଇକେଲ ଗ୍ୟାରେଜ ଦୋକାନ ଭିତର ଆଡ଼କୁ ମାଡ଼ି ଆସିଲା ଏକ କାର୍‌ । କାର ଚାଳକ ଭାରସାମ୍ୟ ହରାଇ ଏକ ସ୍କୁଟି ଉପରକୁ କାର୍ ଚଢ଼ାଇ ଦେଇଥିବା ଦେଖିବାକୁ ମିଳିଛି । ଗ୍ୟାରେଜରେ
Read More...

ବ୍ରିଜ୍ ତଳୁ ମୃତ ନବଜାତ ଶିଶୁ କନ୍ୟା ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳେ ବଲାଙ୍ଗିର ପୁଡାପାଲି ନିବୃତ୍ତି ଯୋର ବ୍ରିଜ୍ ତଳୁ ଏକ ମୃତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତକକୁ କେହି ଏଠାରେ ଫିଙ୍ଗି ଦେଇଥିବା ନେଇ ଅନୁମାନ କରାଯାଉଛି । ତେବେ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଗାଁ ଲୋକେ
Read More...