ମାଲିଶିରା ଗ୍ରାମରେ ୧୦୮କୁଣ୍ଡିୟ ବିରାଟ ବିଶ୍ଵଶାନ୍ତି ବୈଦିକ ମହାଯଜ୍ଞ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ସଦର ମହକୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମାଲିଶିରା ଆର୍ଯ୍ୟ ସମାଜ ଆନୁକୂଲ୍ୟରେ ତଥା ସମସ୍ତ ଗ୍ରାମବାସୀଙ୍କ ଅକୁଣ୍ଠିତ ସହଯୋଗରେ ରବିବାର ଏକ ଭବ୍ୟ ୧୦୮ କୁଣ୍ଡିୟ ବିରାଟ ବିଶ୍ୱଶାନ୍ତି
Read More...

ଇମ୍ପାରିୟାଲ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ୨୦୨୬ ଉଦ୍‌ଯାପିତ

ପୁରୁଷ ବର୍ଗରେ ଚମ୍ପିୟାନ ଅଫ୍‌ ଚମ୍ପିୟାନ ହେଲେ ସମ୍ବଲପୁରର ଶଙ୍କର ମେହେରମହିଳା ବର୍ଗରେ ସମ୍ବଲପୁରର ଉର୍ମିଳା ବେହେରା ବଲାଙ୍ଗିର, (ଦେବାଶିିଷ ମିଶ୍ର) : କଳିଙ୍ଗ ବଡି ବିଲଡିଂ ଏସୋସିଏସନ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଆୟୋଜିତ ହୋଇଥିବା ଇମ୍ପାରିୟାଲ କ୍ଲାସିକ ରାଜ୍ୟ ସୁନ୍ଦର
Read More...

ହାଇୱା ଧକ୍କାରେ ଏନ୍ଆଇଟି ଛାତ୍ରର ମୃତ୍ୟୁ : ଜଣେ ଛାତ୍ରୀ ଗୁରୁତର

ରାଉରକେଲା, (ସସ୍ମିତା ପ୍ରଧାନ) : ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ସମରଦରି ଛକ ନିକଟରେ ହାଇୱା ଧକ୍କାରେ ରାଉରକେଲା ଏନ୍ଆଇଟିରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଉ ଜଣେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାରେ ଚିକିତ୍ସିତ
Read More...

ସେକ୍ଟର-୧୩ କମ୍ୟୁନିଟି ସେଣ୍ଟର ଠାରେ ରାଉରକେଲା ଶ୍ରମିକ ସଂଘର ବନ୍ଧୁମିଳନ ମହାଆଡମ୍ବରରେ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ସେକ୍ଟର-୧୩ କମ୍ୟୁନିଟି ସେଣ୍ଟର ଠାରେ ରାଉରକେଲା ଇସ୍ପାତ କାରଖାନାର ସ୍ୱୀକୃତିପ୍ରାପ୍ତ ୟୁନିୟନ, ରାଉରକେଲା ଶ୍ରମିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଅବସରରେ ଶ୍ରମିକ ସଂଘ ପକ୍ଷରୁ ସାଂସ୍କୃତିକ
Read More...

ବଲାଙ୍ଗିରର ବିଶିଷ୍ଟ ଶିକ୍ଷାବିତ୍ ତଥା ଆଶୁକବି ଡ.ହେମନ୍ତ କୁମାର ଦାଶ କୈବଲ୍ୟ ସାହିତ୍ୟ ସଂସଦ ଓଡିଶା ତରଫରୁ ଗୋପବନ୍ଧୁ…

ତୁଷୁରା, (କେପିଏନ୍‌ଏସ୍‌) : କୈବଲ୍ୟ ସାହିତ୍ୟ ସଂସଦ ଓଡିଶା ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି ସମୀକ୍ଷା ସମ୍ମିଳନୀ-୨୦୨୬ କଟକ ସ୍ଥିତ ସାରଳା ଭବନ ଠାରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ. ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଟକ ମେୟର ସୁବାସ ସିଂ
Read More...

ନୂଆପଡା ଜିଲ୍ଲାରେ ଦିଶା ବୈଠକ ଅନୁଷ୍ଠିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲା ସଦ୍ଭାବନା ସଭା ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟାଲୋଚନା କମିଟି ସଭା, ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାପାଳ ମଧୁସୂଦନ
Read More...

ଜୟପାଟଣା ପୋଲିସ ଦ୍ୱାରା ଶାନ୍ତି କମିଟି ଆୟୋଜିତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ପୋଲିସ ଆନୁକୂଲ୍ୟରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକ ଶାନ୍ତି କମିଟି ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି, ସରପଞ୍ଚ, ସମିତି, ବିଭିନ୍ନ ରାଜନୈତିକ
Read More...

ଜୟପାଟଣା ଗାନ୍ଧୀ ଗ୍ରାମପଡ଼ା ଠାରେ ଷୋହଳ ପ୍ରହର ନାମ ଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗାନ୍ଧୀ ଗ୍ରାମପଡ଼ା ସ୍ଥିତ ଶ୍ରୀ ରାଧା କୃଷ୍ଣ ମନ୍ଦିର ଆନୁକୂଲ୍ୟରେ ଚଳିତ ବର୍ଷ ପବିତ୍ର ଫାଲଗୁନ ଶୁକ୍ଳପକ୍ଷ ତ୍ରୟୋଦଶୀରୁ ଷୋହଳ ପ୍ରହର ନାମ ଯଜ୍ଞ ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ହୋଇଯାଇଛି । ଗୁରୁବାର ସଂଧ୍ୟାରେ ଏକ
Read More...

କଣ୍ଟାବାଞ୍ଜି ଇନ୍ଦିରା ଛକ ନିକଟରେ ସଡ଼କ ଦୁର୍ଘଟଣା : ବେହାଲ ଟ୍ରାଫିକ ବ୍ୟବସ୍ଥା, ଆହତ ଅନେକ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଇନ୍ଦିରା ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଥିବାରୁ ଟ୍ରାଫିକ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ ବୋଲେରୋ, ଏକ ପିକ୍-ଅପ୍ ଭ୍ୟାନ୍ ଏବଂ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କା
Read More...

ଅଷ୍ଟମ ଏମ.ସି.ଏମ୍ କ୍ଲଷ୍ଟର୍ ସିଆରସିସି ବୈଠକ ଅନୁଷ୍ଠିତ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଦାଇପାଲିରେ ୮ମ ଏମ.ସି.ଏମ, କ୍ଲଷ୍ଟର ସିଆରସିସି ନିରାକାର ସାଏଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା । କ୍ଲଷ୍ଟର ସ୍କୁଲ ଭା.ପ୍ରା.ପ୍ର.ଶି. ଶ୍ରୀମତୀ ଜ୍ୟୋତିରାଣୀ ମିଶ୍ର, ରାଧାରମଣ ବିଦ୍ୟାଳୟ ଭା.ପ୍ରା ପ୍ର.ଶି.
Read More...