ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗଲପୁରରେ ଏଚ୍‌.ପି.ଭି. ଟୀକାକରଣ କାର୍ଯ୍ୟକ୍ରମ ଉଦ୍‌ଘାଟନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗଲପୁରରେ ୧୪ ବର୍ଷ ବୟସ୍କ ବାଳିକାମାନଙ୍କ ପାଇଁ ଏଚ୍‌.ପି.ଭି. ଟୀକାକରଣ କାର୍ଯ୍ୟକ୍ରମର ଉଦ୍‌ଘାଟନ ଡାକ୍ତର ଧୀରେନ କୁମାର ମେହେର, ବି.ପି.ଏଚ୍‌.ଓ., ଆଗଲପୁରଙ୍କ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜରାୟୁ ଗ୍ରୀବା
Read More...

ବ୍ଲକ ତରଫରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପରିସର ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀଙ୍କ ପ୍ରତ୍ୟକ୍ଷ ତ‌ତ୍ତ୍ୱାବଧାନରେ ଜୟପାଟଣା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଜନଗଣନା ୨୦୨୭ (ପର୍ଯ୍ୟାୟ ୧) ପାଇଁ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ତାଲିମ ଶିବିର
Read More...

“ସଂସଦ ହେଉଛି ଗଣତନ୍ତ୍ରର ପବିତ୍ର ମନ୍ଦିର” : ରାଜ୍ୟସଭାରେ ନିରଞ୍ଜନ ବିଶିଙ୍କ ଶକ୍ତିଶାଳୀ ଭାଷଣ

ପଲ୍ଲୀରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ – ସଂବିଧାନ ମୂଲ୍ୟବୋଧର ସପକ୍ଷରେ ନିରଞ୍ଜନ ବିଶିଦେଶରେ ସମାଜର ଶେଷଧାଡ଼ିର ଶେଷ ଲୋକ ପର୍ଯ୍ୟନ୍ତ ବିକାଶ ପହଞ୍ଚିବା ଦରକାର – ରାଜ୍ୟସଭାରେ ନିରଞ୍ଜନ ବିଶିଙ୍କ ଦୃଢ଼ ବାର୍ତ୍ତାକୃଷକ, ଶ୍ରମିକ, ଗରିବ ଓ ଆଦିବାସୀ ଦଳିତଙ୍କ ପାଇଁ ଲଢ଼େଇ - ରାଜ୍ୟସଭାରେ
Read More...

କୁଆଁରମୁଣ୍ଡାରେ ବନାଗ୍ନୀ ନିବାରଣ ନେଇ ସଚେତନତା ଶିବିର ଓ ରାଲି ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବନାଗ୍ନୀ ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ ରାଉରକେଲା ବନଖଣ୍ଡ ପକ୍ଷରୁ ଡିଏଫଓ ଯଶୋବନ୍ତ ସେଠିଙ୍କ ନିର୍ଦ୍ଦେଶ କ୍ରମେ କୁଆଁରମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ରରେଖା
Read More...

ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ଲୋକସଭାରେ ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବିଶେଷ କରି ରେଳ ସେବାର ବିକାଶ ଓ ଯାତ୍ରୀଙ୍କ ସୁବିଧାକୁ ନେଇ ସେ ଗୃହରେ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି । ନୂତନ ରେଳ
Read More...

ପ୍ରଣତି ବେହେରାଙ୍କ କବିତା ସଂକଳନ ‘ନବଘନର ଘର’ ଉନ୍ମୋଚିତ

ସାହିତ୍ୟ କୌଣସି ଧାରାରେ ବାନ୍ଧି ହୁଏନା, ବରଂ ଅନ୍ୟର ମରମ କଥା କହିଥାଏ ରାଉରକେଲା, (ସସ୍ମିତା ପ୍ରଧାନ) : କବି ପ୍ରଣତି ବେହେରାଙ୍କ ପ୍ରଥମ କବିତା ସଂକଳନ ‘ନବଘନର ଘର' ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ସୁନ୍ଦରଗଡ଼ ପବ୍ଲିକ ସ୍କୁଲ ପ୍ରେକ୍ଷାଳୟରେ ଆୟୋଜିତ ସାରସ୍ୱତ ଉତ୍ସବରେ ମୁଖ୍ୟଅତିଥି
Read More...

ଶଳାକୁ ପିଟି ପିଟି ମାରିଦେଲା ଭିଣୋଇ

ବରଗଡ, (ମୁନ୍ନା ସାହୁ) : ସାମାନ୍ୟ ବଚସାରୁ ଜଘଂନ୍ୟକାଣ୍ଡ, ଶଳାକୁ ପିଟି ପିଟି ମାରିଦେଲା ଭିଣୋଇ । ବରଗଡ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ହାଇସ୍କୁଲ ପଡ଼ାରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ଅଭିଯୁକ୍ତ ଭିଣୋଇ ଶୁକଦେବ ମହାନନ୍ଦ ଶଳା ସୁଦୀପ ବାଗଙ୍କୁ ହତ୍ୟା କରିଥିବା ଅଭିଯୋଗ
Read More...

ଅସହାୟ ମହିଳାଙ୍କ ଦୋକାନ ପୋଡି ଦେଲେ ଦୁର୍ବୃତ୍ତ : କ୍ଷତି ପୂରଣ ଦେବା ସହ ଦୁର୍ବୃତ୍ତଙ୍କ ଗିରଫ ଦାବି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ବନ୍ଧୁପଲା ଗ୍ରାମ ଛକ ନିକଟରେ ସନ୍ଧ୍ୟା ପୁଟେଲ ନାମ୍ନୀ ଜଣେ ମହିଳା ଏକ ଛୋଟ ଜଳଖିଆ ଦୋକାନ କରି ଚଳୁଥିବା ବେଳେ ମଙ୍ଗଳବାର କିଛି ଦୁର୍ବୃତ୍ତ ରାତି ପ୍ରାୟ ୧ ଘଣ୍ଟା ସମୟରେ ଉକ୍ତ ଦୋକାନ ପୋଡି ପାଉଁଶ କରିଦେଇଥିବା ଅଭିଯୋଗ ହୋଇଛି ।
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଶୋଭେନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ
Read More...

ବିଶ୍ଵ ପୁନଃ ଚକ୍ରଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ୧୮ ମାର୍ଚ୍ଚରେ "ଗ୍ଲୋବାଲ୍ ରିସାଇକ୍ଲିଂ ଡେ" ବା "ବିଶ୍ଵ ପୁନଃ ଚକ୍ରଣ ଦିବସ" ପାଳନ କରାଯାଏ । ଲୋକମାନଙ୍କୁ ଅତ୍ୟାବଶ୍ୟକ ସମ୍ବଳର ସ୍ଥିତି ବିଷୟରେ ଶିକ୍ଷା ଦେଇ ପୁନଃ ବ୍ୟବହାର ଏବଂ ସଂରକ୍ଷଣକୁ ପ୍ରୋତ୍ସାହିତ କରିବାର ଦିନ ହେଉଛି ଏହି
Read More...