ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବୈକୁଣ୍ଠନାଥ ଶବର ଗୋଷ୍ଠୀଶିକ୍ଷା ଅଧିକାରୀ ଓଡିଶା ପ୍ରସାଶନିକ ସେବା ସ୍ତର (୧)ଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ପରିବାର ବଙ୍ଗୋମୁଣ୍ଡା ବ୍ଲକ ତରଫରୁ ବିଦାୟ କାଳୀନ
Read More...

ସମବାୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଗଞ୍ଜାମର ପ୍ରାୟ ୫ ଲକ୍ଷ ପଞ୍ଜିକୃତ ଚାଷୀ ଧାନ ବିକ୍ରିରୁ ବାଦ୍‌ ହେବେ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଗଂଜାମ ଜିଲ୍ଲାରେ ୧ଲକ୍ଷ ୫୬ ହଜାର ଚାଷୀ ପଞ୍ଜିକରଣ କରିଥିବା ବେଳେ ୧ ଲକ୍ଷ ୪୭ ହଜାର ଚାଷୀଙ୍କ ଧାନ କିଣାଯାଇଛି । ୧ ଲକ୍ଷ ୪୭ ହଜାର ଚାଷୀଙ୍କ ଠାରୁ ମାତ୍ର ୫୪ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବେଳେ ଗତ ବର୍ଷ ୧ ଲକ୍ଷ ୨୯ ହଜାର ଚାଷୀଙ୍କ
Read More...

ନୂଆପଡ଼ାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୧୦ତମ ଜୟନ୍ତୀ ପାଳିତ : “ଆଧୁନିକ ଓଡ଼ିଶାର ନିର୍ମାତାଙ୍କୁ…

ନୂଆପଡ଼ା, (ସନ୍ତୋଷ କୁମାର ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ଖରିଆରରୋଡ୍ ସହରଠାରେ ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଜିଲ୍ଲା ସ୍ତରରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି । ବିଜେଡ଼ି ଜିଲ୍ଲା ସଭାପତି ଅବନୀ
Read More...

ଟିଟିଲାଗଡ ରେଳ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ଟ୍ରେନକୁ ଡେଇଁ ଆତ୍ମହତ୍ୟା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସକାଳ ପ୍ରାୟ ୭.୪୦ମିନିଟ୍ ସମୟରେ ଟିଟିଲାଗଡ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଜଣେ ଅଜଣା ବ୍ୟକ୍ତି ବୟସପାଖାପାଖି ୩୦ରୁ ୩୫ ବର୍ଷ ହେବ ଗୋଟିଏ ମାଲବାହୀ ଟ୍ରେନ ଆସୁଥିବା ସମୟରେ ଟ୍ରେନ ଲାଇନ୍ ମଝିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ଏ
Read More...

ଯକ୍ଷ୍ମା ମୁକ୍ତ ଭାବେ ଗଞ୍ଜାମ ଜିଲ୍ଲା ପ୍ରଥମସ୍ଥାନରେ ଅଛି : ଆଇ.ଆର୍.ଇ.ଏଲ୍. ମୁଖ୍ୟ ସି.ଭି.ଆର୍. ମୂର୍ତ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯକ୍ଷ୍ମାମୁକ୍ତ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ପ୍ରଥମସ୍ଥାନ ଅଧିକାର କରିଛି ବୋଲି ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଓସ୍କୋମ୍ ହେଡ୍ ତଥା ଚିଫ୍ ଜେନେରାଲ ମ୍ୟାନେଜର ସି.ଭି.ଆର୍. ମୂର୍ତ୍ତି ମତବ୍ୟକ୍ତ କରିଛନ୍ତି । ଗୁରୁବାର ମଧ୍ୟାହ୍ନରେ ଭାରତୀୟ ବିରଳ
Read More...

ମାର୍ଚ୍ଚ ୬ରୁ ୮ ତିନି ଦିନ ଧରି ପାଳନ ହେବ ଅନ୍ତର୍ଜାତୀୟ ମହିଳା ଦିବସ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) :ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କ୍ରୀଡା ବିଭାଗ ଦ୍ୱାରା
Read More...

ଝରଣୀପାଲି ଗ୍ରାମରେ କିଶୋରୀ ମେଳା ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଝରଣୀପାଲି ପଂଚାୟତ କାର୍ଯ୍ୟାଳୟ ଠାରେ ଶିଶୁ ବିକାଶ ପ୍ରକଳ୍ପ ତରଫରୁ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସିଡିପିଓ ଶୁଭଶ୍ରୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଝରଣୀପାଲି ସରପଞ୍ଚ ସୁନିତା ସାହୁ, ଅଙ୍ଗନବାଡି
Read More...

ବାଲିଗୁଡାରେ ବିଜୁବାବୁଙ୍କ ୧୧୦ତମ ଜୟନ୍ତୀ ପାଳିତ

ଜନସାଧାରଣଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ସ୍ଥିତ ମହାସିଙ୍ଗ ଠାରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଉତ୍ସବ ମହାଆଡମ୍ବର ସହକାରେ
Read More...

ବିଜୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲା ସଚେତନ ନାଗରିକ ମଞ୍ଚ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଠାରେ ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଏକ ସ୍ଥାୟୀ ଭବିଷ୍ୟତ ପାଇଁ ସ୍ମାର୍ଟ ଇଞ୍ଜିନିୟରିଂ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ଲୋକାଲ୍ ସେଣ୍ଟର ଦ୍ୱାରା ରାଉରକେଲା ଲୋକାଲ୍ ସେଣ୍ଟର ବିଲ୍ଡିଂ, ଏନ୍ଆଇଟି କ୍ୟାମ୍ପସ, ରାଉରକେଲାରେ "ଏକ ସ୍ଥାୟୀ ଭବିଷ୍ୟତ ପାଇଁ ସ୍ମାର୍ଟ ଇଞ୍ଜିନିୟରିଂ" ଶୀର୍ଷକ ଉପରେ ଅନଲାଇନ୍ ଏବଂ ଅଫ୍ଲାଇନ୍
Read More...