ଏକ୍ ପେଡ୍ ମା କେ ନାମ୍ : ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ସ୍ଵତନ୍ତ୍ର ବୃକ୍ଷରୋପଣ କାର୍ୟକ୍ରମ ଅନୁଷ୍ଠିତ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ୍ ଅନ୍ତର୍ଗତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ସଂଯୋଜକ ଗୋପାଳ ସିଂହ ସୁନାଙ୍କ ତତ୍ବାବଧାନରେ ୧୪ଟି ବିଦ୍ୟାଳୟରେ ସ୍ଵତନ୍ତ୍ର କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ସିଂହ ସୁନା ଏବଂ ଅତିରିକ୍ତ!-->…
Read More...
Read More...