ଟିଟିଲାଗଡ଼ ନଗର ବିଜେପି ଓ ରାଜସ୍ଥାନୀ ହେଲଥ ଫାଉଣ୍ଡେସନ ତରଫରୁ ନିଶୁଳ୍କ ରକ୍ତ ପରୀକ୍ଷଣ ଶିବିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସକାଳେ ୧୫ ନମ୍ବର ୱାର୍ଡ ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରରେ ଟିଟିଲାଗଡ଼ ନଗର ବିଜେପି ଓ ରାଜସ୍ଥାନୀ ହେଲଥ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ନିଶୁକ୍ଳ ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରକ୍ତ ପରୀକ୍ଷଣ ପରେ ଉପସ୍ଥିତ
Read More...

‎୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଚାଟିକଣାରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା କରିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଚାଟିକଣାସ୍ଥିତ ପୁରୁଣା ଷ୍ଟେସନ୍ ସାହିର ପୁରୁଷୋତ୍ତମ ଗନ୍ତାୟତଙ୍କ ପୁଅ ଋଷି ଗନ୍ତାୟତ (୭)କୁ କେହି
Read More...

ମାର୍ଚ୍ଚ ୨୮ ରେ ବାଲିଗୁଡା ଓକିଲ ସଂଘ ନିର୍ବାଚନ : ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ନିର୍ବାଚନ ଆସନ୍ତା
Read More...

ରାଜ୍ୟର ଅନ୍ୟତମ ଆକର୍ଷଣୀୟ ଭାବେ ବ୍ରହ୍ମପୁର ମହୋତ୍ସବ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ସାଂସ୍କୃତିକ ଉତ୍ସଵ ବ୍ରହ୍ମପୁର ମହୋତ୍ସବକୁ ପବିତ୍ର ଶ୍ରୀରାମ ନବମୀ ତଥା ୨୭ ମାର୍ଚ୍ଚରୁ ଅପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଆୟୋଜିତ ହେବ । ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଖେଳ ପଡିଆଠାରେ ଆୟୋଜିତ
Read More...

ବ୍ରହ୍ମପୁର, ଗଞ୍ଜାମ ଓକିଲ ସଂଘ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଓକିଲ ସଂଘ (ବ୍ରହ୍ମପୁର) ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି । ଚଳିତ ବର୍ଷ ଓକିଲ ସଂଘ ନିର୍ବାଚନ ପାଇଁ ସମ୍ପାଦକ ପଦବୀ ନିମନ୍ତେ ଜଗନ୍ନାଥ ମିଶ୍ର ନିଜର ଶତାଧିକ ସମର୍ଥକମାନଙ୍କ ସହ ଯାଇ ନିର୍ବାଚନ ଅଧିକାରୀ ନୟନ ଚନ୍ଦ୍ର
Read More...

ଛତ୍ରପୁର ସହରରେ ସ୍ଥାପିତ ନୂତନ ସାଇବର ଥାନାର ନାମ ଫଳକ ମାର୍ଜିତ କରାଯିବାକୁ ଦାବି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଠାରେ ନୂତନ ସାଇବର ଥାନା ଏବଂ ଅର୍ଥନୈତିକ ଅପରାଧ ଜିଲ୍ଲା ସେଲ୍ ଗତ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏଥିରେ ପୋଲିସ ଷ୍ଟେସନର ନାମ ଫଳକରେ କେବଳ ଗଞ୍ଜାମ ଲେଖାଯାଇଛି । ଏହାରି ଆକ୍ଷରୀକ ଅର୍ଥ
Read More...

ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ନିର୍ଦ୍ଦେଶକଙ୍କ ଗଞ୍ଜାମ ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉତ୍ତରାଖଣ୍ଡର ମସୌରୀରେ ଅବସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ନିର୍ଦ୍ଦେଶକ ତଥା ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀରାମ ତାରଣିକାନ୍ତି ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ
Read More...

ଅନ୍ତର୍ଜାତୀୟ ମହିଳା ଦିବସ ଦ୍ଵିତୀୟ ଦିନ

ପ୍ରଶିକ୍ଷକଙ୍କ ଦ୍ୱାରା ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ଦ୍ଵିତୀୟ ଦିନରେ ନୂଆ ଟାଉନ ହଲ ଠାରେ ଉପସ୍ଥିତ ମହିଳା ଓ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷକ ଏବଂ
Read More...

ମୁରିବାହାଲ ବ୍ଲକ ବିକାଶ ମଞ୍ଚ ଓ ସାଇ ଟି ଆଇ ପ୍ରୋଜେକ୍ଟ ବଲାଙ୍ଗିର ପକ୍ଷରୁ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର

୧୩୦ ଲୋକ ହେଲେ ଉପକୃତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ଯାଦବ ଭବନଠାରେ ମୁରିବାହାଲ ବ୍ଲକ ବିକାଶ ମଞ୍ଚ ଓ ସାଇ ଟି ଆଇ ପ୍ରୋଜେକ୍ଟ ବଲାଙ୍ଗିରର ସହଯୋଗରେ ଏକ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବା ଏବଂ ସାନ୍ତାଳ ସଂସ୍କୃତି ପ୍ରତି ଅବହେଳା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣା ଲଜ୍ଜାଜନକ ଏବଂ ପୂର୍ବରୁ
Read More...