ରାଜଶ୍ରୀ ଧର୍ମଶାଳାକୁ ଐତିହ୍ୟ ଗୃହ ଭାବରେ ଘୋଷଣା କରାଯାଉ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଅଭିଭାବକ ମଂଚ ଏବଂ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନର ମିଳିତ ଉଦ୍ୟମରେ ‘ରାଜଶ୍ରୀ ମହୋତ୍ସବ ୨୦୨୫’ ପାଳନ କରାଯାଇଥିଲା । ପ୍ରବୁଦ୍ଧ ପାଠକ ସଂସଦ ସଭାପତି ଗିରିଜା ଶଙ୍କର ରଥଙ୍କ ସଭାପତିତ୍ୱରେ!-->…
Read More...
Read More...