କଂଗ୍ରେସ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବଗାଡ଼ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁରସୁଡ଼ ଗାଁରେ କଂଗ୍ରେସ ପାର୍ଟି ପକ୍ଷରୁ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ପାଇଁ କୁରସୁଡ଼ ମାଟିରେ କଂଗ୍ରେସ ପାର୍ଟି ଦ୍ଵାରା ଆୟୋଜିତ ଫୁଟବଲ
Read More...

ଦେଓଗାଁରେ ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ

ବ୍ଲକ ଦୁର୍ନିତୀକୁ ନେଇ ଲୋକେ କଲେ ଅଭିଯୋଗ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକକୁ ଯାଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଲୋକଙ୍କ ଠାରୁ ସେମାନଙ୍କ ଅଭାବ ଅସୁବିଧା ତଥା ସ୍ଥାନୀୟ ସମସ୍ୟା ଉପରେ ଅଭିଯୋଗ ଶୁଣିଥିଲେ । ବିଶେଷ କରି ଗତ ଦୁଇ ବର୍ଷ ହେଲା ବ୍ଲକ ପରିଚାଳନାରେ
Read More...

କ୍ରିକେଟ ପ୍ରଶିକ୍ଷଣ / ଚୟନ ଶିବିର

(୧୬ ଓ ୧୯ ବର୍ଷରୁ କମ୍‌ ଓ ସିନିୟର ବର୍ଗ ) ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏତଦ୍ୱାରା ୧୬ ଓ ୧୯ ବର୍ଷରୁ କମ୍‌ ଓ ସିନିୟର ବିଭାଗ କ୍ରିକେଟରେ ଯେଉଁ ଖେଳାଳିମାନେ ଗତ ଭିଜନ ୨୪-୨୫ କ୍ରିକେଟ ପ୍ରତିଯୋଗିତାରେ କୌଣସି କାରଣ ବଶତଃ ଯୋଗ ଦେଇ ପାରି ନ ଥିଲେ ସେମାନେ ଆସନ୍ତା ତା.୧୬.୦୧.୨୬
Read More...

ଫେବୃୟାରୀ ୨୨ ତାରିଖରେ ବଲାଙ୍ଗିର ନାଗରିକ କମିଟିର ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ବସିଥିବା କାର୍ଯ୍ୟକାରୀ କମିଟିରେ ନିଆଯାଇଥିବା ନିଷ୍ପତ୍ତି ଏଠାରେ ଅନୁମୋଦିତ ହୋଇଥିଲା । ପ୍ରକାଶ ଥାଉ କି ଏ ବର୍ଷ ୫୪ଜଣ ନୂତନ ସଦସ୍ୟତା
Read More...

ରାଉରକେଲାରେ ବିମାନ ଦୁର୍ଘଟଣା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା । ଜରୁରୀ ଅବତରଣ ବେଳେ କଂସର ଅଚଂଳରେ ବିମାନ କ୍ରାସ୍ । ପାଇଲଟଙ୍କ ସହ ୬ ଗୁରୁତର । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୁଲିସ
Read More...

ରାଉରକେଲାର ଚିତ୍ର ଶିଳ୍ପୀ ସୁନ୍ଦର ବନରେ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ବଙ୍ଗର କାକଦ୍ୱୀପ ଠାରେ ଅବସ୍ଥିତ ସୁନ୍ଦରବନ ଆର୍ଟ ଏକାଡେମୀର ବାର୍ଷିକ ଉତ୍ସବ ଗତମାସ ୨୭ ତାରିଖ ଦିନ ଚିତ୍ରକଳା ପ୍ରଦର୍ଶନୀ ଓ ଚିତ୍ରଶିଳ୍ପୀ ସମ୍ମାନ ପ୍ରଦାନ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ରାଉରକେଲା ସାତ ନମ୍ବର
Read More...

ସିଏମ୍‌ ଟ୍ରଫି – ୨୦୨୬ : ଭଲିବଲ, ଖୋଖୋ, କବାଡି ଓ ଫୁଟବଲ ଖେଳାଳି ଚୟନ

କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ ଓ ଟ୍ରାନ୍ସଫର କମିଟି ବୈଠକ ଆୟୋଜିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତିଭା ଅନ୍ୱେଷଣ ଲକ୍ଷରେ ଉଭୟ ବାଳକ, ବାଳିକା ଫୁଟବଲ ୧୫ ବର୍ଷ ବୟସ, ଖୋଖୋ ଓ ଭଲିବଲ ୧୪ ବର୍ଷ ବର୍ଗ ଓ କବାଡି ୧୬ ବର୍ଷ ବର୍ଗଙ୍କୁ ନେଇ ପ୍ରତିଯୋଗିତା ମାଧ୍ୟମରେ ଜିଲ୍ଲା ସ୍ତରୀୟ
Read More...

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ମନିଗାଁ ଚମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ଚାଲିଥିବା ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସଙ୍କ
Read More...

ପ୍ରବାସୀ ଭାରତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ଜାନୁଆରୀ ୯ରେ ଭାରତ ଅଭିବୃଦ୍ଧିରେ ବିଦେଶରେ ରହୁଥିବା ଭାରତୀୟଙ୍କ ମୂଲ୍ୟବାନ ଅବଦାନକୁ ସ୍ୱୀକୃତି ଦେବାପାଇଁ “ପ୍ରବାସୀ ଭାରତୀୟ ଦିବସ” ପାଳନ କରିଥାଏ । ୨୦୦୩ ପରଠାରୁ, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଏକ ବାର୍ଷିକ ଉତ୍ସବ କାର୍ଯ୍ୟ
Read More...

ବନାଗ୍ନି ନିରାକରଣ ଓ ପ୍ରତିରୋଧ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନାଗ୍ନି ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ବନଖଣ୍ଡର ଖଣ୍ଡୀୟ ବନାଧିକାରୀ, ଅଜିତ ବିଶି, ଜଙ୍ଗଲରେ ଅଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ବିଭାଗ
Read More...