ଗେର୍ଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଗେର୍ଡି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସଞ୍ଜୀବ କୁମାର ଯୋଶୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ:ଶ: ଡୁଙ୍ଗୁରିପାଲି ସରପଞ୍ଚ ସଦାଶିବ
Read More...

ସନ୍ଥ ରବି ଦାସଜୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତୀୟ ଜନତା ପାର୍ଟି ସୁବର୍ଣ୍ଣପୁର ଜିଲ୍ଲା ଶାଖା ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସନ୍ଥ ରବି ଦାସଜୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସୋନପୁର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଅଟଳ ବିହାରୀ ବାଜପେୟୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ
Read More...

ପ୍ରତିଷ୍ଠିତ ବନାରସ ସାହିତ୍ୟ ମହୋତ୍ସବରେ ୟସ୍ମିନ୍ ମେହେରଙ୍କ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉତ୍ତରପ୍ରଦେଶର ସାଂସ୍କୃତିକ ରାଜଧାନୀ ବାରାଣସୀଠାରେ ଆୟୋଜିତ ପ୍ରତିଷ୍ଠିତ 'ବନାରସ ଲିଟରେଚର ଫେଷ୍ଟିଭାଲ' (ବିଏଲ୍‌ଏଫ୍‌)ର ଚତୁର୍ଥ ସଂସ୍କରଣରେ ଓଡ଼ିଶାର ଜଣେ ଉଦୀୟମାନ ପ୍ରତିଭା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭୁବନେଶ୍ୱରର କୃତୀ ସନ୍ତାନ
Read More...

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲା ସଦରମହକୁମା ସ୍ଥିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ
Read More...

ପାଟଣେଶ୍ୱରୀ ମହୋତ୍ସବର ଦ୍ଵିତୀୟ ଦିନ : ଚଣ୍ଡୀ ଯଜ୍ଞରେ ସାମିଲ ହେଲେ ତିନି ଯୋଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପାଟଣେଶ୍ୱରୀ ମହୋତ୍ସବର ଦ୍ଵିତୀୟ ଦିନ । ତିନିଟି ଯୋଡି ସୂର୍ଯ୍ୟପୂଜା ପରେ ଚଣ୍ଡୀ ଯଜ୍ଞରେ ସାମିଲ ହୋଇ ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜା ଅର୍ଚ୍ଚନା କରିଛନ୍ତି । ସନ୍ଧ୍ୟାରେ ଭକ୍ତିପୂର୍ଣ୍ଣ କାର୍ଯ୍ୟକ୍ରମରେ ଜନସାଧାରଙ୍କୁ ଯୋଡି ହେବା
Read More...

ନୂଆ ୟୁଜିସି ନିୟମ ବିରୁଦ୍ଧରେ ବ୍ରାହ୍ମଣ ମହାସଭାର ହାଲ୍ଲାବୋଲ : ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆ ଯୁଜିସି ନିୟମ ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ହାଲ୍ଲାବୋଲର ଡାକରା ଦେଇଛି । ମହାସଭାର ସଭ୍ୟମାନେ ଏକଜୁଟ ହୋଇ ନିୟମ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିକୁ ଆଣଦେଖା
Read More...

ସପ୍ତମ ରାଜ୍ୟସ୍ତରୀୟ ଖଲିଆପାଲି ଫୁଟବଲ କପ୍ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୭ ସ୍ଥିତ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମ୍ ଠାରେ ସପ୍ତମ ରାଜ୍ୟସ୍ତରୀୟ ଖଲିଆପାଲି ଫୁଟବଲ କପ୍ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ଟି ଆୟୋଜକ ଖଲିଆପାଲି ଜଗନ୍ନାଥ ସ୍ପୋର୍ଟିଂ କ୍ଲବ୍ ବନାମ
Read More...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଗସ୍ତରେ ଆସି ୬୭ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଗସ୍ତରେ ଆସି ୬୭ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରାୟଗଡା ବିଧାୟକ ଆପୋଲସ୍ୱାମୀ କାଡ୍ରାକା, ବିଧାୟକ ନୀଳମାଧବ ହିକକା, ବିଧାୟକ ସତ୍ୟଜିତ ଗମାଙ୍ଗ
Read More...

ବିଶାଳ ହିନ୍ଦୁ ସମ୍ମିଳନୀ ତୁରେକେଲା ଖଣ୍ଡ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ସ୍ଥିତ ଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ମଣ୍ଡଳ ହିନ୍ଦୁ ସମ୍ମିଳନୀ ଆୟୋଜକ କମିଟି ସଭାପତି ପୁରନ୍ଦର ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ପୂର୍ବତନ ସେନା କର୍ମଚାରୀ ସୂର୍ଯ୍ୟନାରାୟଣ ଶତପଥୀଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ସେନା କର୍ମଚାରୀ ସୂର୍ଯ୍ୟନାରାୟଣ ଶତପଥୀଙ୍କ ୮୦ ବର୍ଷ ବୟସରେ ଛତ୍ରପୁରସ୍ଥିତ ରାମକୃଷ୍ଣ ନଗରରେ ଥିବା ତାଙ୍କ ନିଜସ୍ଵ ବାସଭବନରେ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ସେ ୧୯୬୫ ମସିହାରେ ପ୍ରଥମେ ସେନାବାହିନୀରେ ଯୋଗଦେଇଥିଲେ ।
Read More...