ଦେଉଳପଦର ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ତରଭା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଦେଉଳପଦର କୃଷ୍ଣ ମୋହନ କମ୍ପ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଡିଇଓ ତଥା ବିଇଓ ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷ ସରୋଜ
Read More...

ଓମ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଷ୍ଟେମ ଫେୟାର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସିବିଏସଇ ଅନୁବନ୍ଧିତ ଆବାସିକ ଓମ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଷ୍ଟେମ ମେଳା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ସହରର ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନରେ କେବଳ ଉନ୍ନତ ମାନର ଶିକ୍ଷାଦାନରେ ସୀମିତ ନୁହେଁ ବରଂ ବିଦ୍ୟାର୍ଥୀମାନଙ୍କ ସାମଗ୍ରିକ ବିକାଶ
Read More...

ବାଲିଗୁଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଲିଗୁଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ମେଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ମୁଖ୍ୟ ଅତିଥି
Read More...

ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଶନିବାର ଉଦଯାପିତ ହୋଇଯାଇଛି । ବିଦ୍ୟାଳୟ ପରିସର କ୍ରୀଡା ପଡିଆରେ ଆୟୋଜିତ ପ୍ରଥମ ତଥା ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର
Read More...

ବିଜ୍ଞାନ ମେଳାରେ ୧୦ ପ୍ରକଳ୍ପ ଜିଲ୍ଲାସ୍ତରକୁ ଉର୍ଣ୍ଣିତ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଭାରତୀ ବିଦ୍ୟାପୀଠ ସଭାଗୃହଠାରେ ଗଂଜାମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷକ୍ଷ ଶର୍ମିଷ୍ଠା ପ୍ରଧାନ ମୁଖ୍ୟ ଅତିଥି, ବିଇଓ ପ୍ରସନ କୁମାର ବେହେରା, ଏବିଇଓ ସଂଯୁକ୍ତା ବେହେରା, ବିନିତା ମିଶ୍ର, ସୁବଳୟା ହାଇସ୍କୁଲ
Read More...

ସୁବର୍ଣ୍ଣ ଲୋକ ମହୋତ୍ସବ ନିମନ୍ତେ ଅର୍ଥ କମିଟିର ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା -୨୦୨୬ ଆୟୋଜନ ନିମନ୍ତେ ଅର୍ଥ କମିଟିର ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ
Read More...

କୃତି ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରାର୍ଥୀଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରରେ କୃତିତ୍ୱ ପ୍ରଦର୍ଶନ କରିଥିବା ଚାରି ଜଣ ଛାତ୍ରଛାତ୍ରୀଙ୍କୁ ଶନିବାର ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ମିଳିଛି ।
Read More...

ଡେଲାଙ୍ଗରେ ଆତ୍ମନିର୍ଭର ଅଭିଯାନ ସମାବେଶ : ୩ ମହିଳା ଉତ୍ପାଦକ ଗୋଷ୍ଠୀଙ୍କୁ ମେସିନ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ରାମାଞ୍ଚଳର ମା'ମାନେ ଆତ୍ମ ନିର୍ଭର ତଥା ସ୍ୱାବଲମ୍ବୀ ହୋଇପାରିଲେ । ଆତ୍ମନିର୍ଭର ଭାରତ ଗଠନ ପ୍ରୟାସ ସଫଳ ହୋଇପାରିବ ବୋଲି ପିପିଲି ଡେଲାଙ୍ଗ ବିଧାୟକ ଆଶ୍ରିତ ପଟ୍ଟନାୟକ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଗୁଆଳିପଡ଼ା ପଂଚାୟତ ଅନ୍ତର୍ଗତ ବୋଳକଣା
Read More...

ସାମାଜିକ ସୁରକ୍ଷା ସଂହିତା, ୨୦୨୦ : ସାର୍ବଜନୀନ ଏବଂ ଅନ୍ତର୍ଭୁକ୍ତ ସାମାଜିକ ସୁରକ୍ଷା ଦୃଷ୍ଟିକୋଣ : ପ୍ରମୁଖ ସଂସ୍କାର

ଏହି ସଂହିତା ନଅଟି ବିଦ୍ୟମାନ ସାମାଜିକ ସୁରକ୍ଷା ଆଇନକୁ ଗୋଟିଏ ଢାଞ୍ଚାରେ ମିଶ୍ରଣ କରେ , ଯାହା ସଂଗଠିତ, ଅସଂଗଠିତ, ଗିଗ୍ ଏବଂ ପ୍ଲାଟଫର୍ମ କର୍ମୀଙ୍କ ପାଇଁ ସାର୍ବଜନୀନ ସାମାଜିକ ସୁରକ୍ଷା ସୁନିଶ୍ଚିତ କରେ ।ଦେଶବ୍ୟାପୀ ଇପିଏଫଓ ଏବଂ ଇଏସଆଇସି କଭରେଜକୁ ବିସ୍ତାର କରୁଛି , ଅଧିକ ପ୍ରତିଷ୍ଠାନ
Read More...

୨ ଡିସେମ୍ବର, ୨୦୨୫ରୁ କାଶୀ ତାମିଲ ସଙ୍ଗମମ (କେଟିଏସ୍) ୪.୦ ଆୟୋଜନ କରିବ ଶିକ୍ଷା ମନ୍ତ୍ରଣାଳୟ

କେଟିଏସ୍ ୪.୦ ତାମିଲନାଡୁ ଏବଂ କାଶୀ ମଧ୍ୟରେ ସଭ୍ୟତାଗତ ବନ୍ଧନକୁ ପାଳନ କରିବ ନୂଆଦିଲ୍ଲୀ, (ପିଆଇବି) : ଶିକ୍ଷା ମନ୍ତ୍ରଣାଳୟ ୨ ଡିସେମ୍ବର, ୨୦୨୫ ଠାରୁ କାଶୀ ତାମିଲ ସଙ୍ଗମମ (କେଟିଏସ୍) ୪.୦ ର ଚତୁର୍ଥ ସଂସ୍କରଣ ଆୟୋଜନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣରୁ
Read More...