ଶିକ୍ଷା ବିଭାଗ ଅତିରିକ୍ତ ଡାଇରେକ୍ଟରଙ୍କ ବିଦ୍ୟାଳୟ ଓ ଆଶ୍ରମ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ଶିକ୍ଷା ବିଭାଗର ଅତିରିକ୍ତ ଡାଇରେକ୍ଟର ରାଜଶ୍ରୀ ପଟ୍ଟନାୟକ ବିଦ୍ୟାଳୟ ପରିଦର୍ଶନରେ ଆସିବା ସମୟରେ ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରକୁ ପରିଦର୍ଶନ
Read More...

ପଦ୍ମପୁର ଟାଉନ୍ କ୍ଲବର ୪୮ ତମ ପ୍ରତିଷ୍ଠା ଦିବସ ଅବସରରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବର ୪୮ ତମ ବାର୍ଷିକ ଉତ୍ସବ ଅବସରରେ କ୍ରିଷ୍ଣା ବିକାଶ ହସ୍ପିଟାଲ ଓ ଟାଉନ୍ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏହି ଶିବିରକୁ ଉଦ୍‌ଘାଟନ
Read More...

କେଶବ ନଗର ଶାଖାର ମାସିକ ସାରସ୍ଵତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାର କେଶବ ନଗର ଶାଖା ତରଫରୁ ମାସିକ ସାରସ୍ଵତ ସମାବେଶ ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଶାଖାର ସଭାପତି ଶିକ୍ଷାବିତ୍ ବିଜୟିନୀ ଜେନାଙ୍କ ସଭାପତିତ୍ୱ, ସାଧାରଣ
Read More...

ମାସିକ ସାହିତ୍ୟ ଆସର ଓ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇଂ ଅଭୟ କୁମାର ଦାସ ସଭାପତିତ୍ୱ, ସାଂଗଠନିକ ସମ୍ପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱ ଓ ପ୍ରାକ୍ତନ
Read More...

ରାଉରକେଲା ପୋଲିସ୍ ଦ୍ୱାରା ୫୦୨ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ : ୬ ଅଭିଯୁକ୍ତ ଗିରଫ ସହ ୫ କାର୍, ୮ ମୋବାଇଲ ଓ ୨୩୦୦…

ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟକୁ ନେଇ ରାଉରକେଲା ପୋଲିସର ବଡ କାର୍ଯ୍ୟାନୁଷ୍ଠାନ ରାଉରକେଲା, (ସସ୍ମିତା ପ୍ରଧାନ) : ଫେବୃଆରୀ ୧୬ ତାରିଖ ରାତିରେ ପ୍ଲାଣ୍ଟସାଇଟ୍ ଥାନାର ଏସ୍ଆଇ ଏସ୍ ପ୍ରଧାନ, ଥାନା କର୍ମଚାରୀଙ୍କ ସହିତ ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଅଞ୍ଚଳରେ ରାତି ପେଟ୍ରୋଲିଂ କରୁଥିବା
Read More...

ଛତ୍ରପୁର ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୦୨୫-୨୬ ଶିକ୍ଷାବର୍ଷ ଅବସରରେ ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଅନ୍ତଃ-ହାଉସ ପୁରସ୍କାର ବିତରଣ ଉତ୍ସବ ସହ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଛତ୍ରପୁର ବିଜ୍ଞାନ
Read More...

ସାହିତ୍ୟିକା ତଥା ଗୀତିକାର ଦେବେନ୍ଦ୍ର ଦାସ ଓ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଇତିମଧ୍ୟରେ ସ୍ୱନାମଧନ୍ୟ ଗୀତିକାର ତଥା ସାହିତ୍ୟିକ ଦେବେନ୍ଦ୍ର ପ୍ରସାଦ ଦାସ, ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଶୋକସଭା ମଙ୍ଗଳବାର ନବୀନ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...

ହସ୍ପିଟାଲ୍‌ରୁ ଜେଲ୍‌କୁ ଫେରିଲେ ବିକ୍ରମ ପଣ୍ଡା

ବ୍ରହ୍ମପୁର : ଏମକେସିଜି ମେଡିକାଲରୁ ପୁଣି ବ୍ରହ୍ମପୁର ଜେଲ୍‌କୁ ଫେରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍ ସ୍ଥାନାନ୍ତର କରାଯାଇଛି । ୫ ଦିନ ହେଲା ଏମକେସିଜିରେ ଭର୍ତ୍ତି ହୋଇଥିଲେ । ବିକ୍ରମଙ୍କ ଗଲ୍ ବ୍ଲାଡର ଷ୍ଟୋନ, ପାଇଲ୍ସ,
Read More...

ବାରାକରୁ ଅଭିଯୁକ୍ତ ଫେରାର୍‌

ଭଦ୍ରକ : ବାରାକରୁ ଅଭିଯୁକ୍ତ ଫେରାର୍‌ । ମିଳୁନି ପତ୍ତା । ଭଦ୍ରକ ରିଜର୍ଭ ପୋଲିସ ବାରାକରୁ ଅଭିଯୁକ୍ତ ଫେରାର । ଅପହରଣ ଓ ଆକ୍ରମଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ପଚରାଉଚରା କରିବା ପାଇଁ ରିଜର୍ଭ ବାରାକରେ ରଖିଥିଲା ପୋଲିସ । ଫେରାର ଅଭିଯୁକ୍ତର ମିଳୁନି ପତ୍ତା । ବିଭିନ୍ନ ସ୍ଥାନରେ ଚଢାଉ
Read More...

ସିରିଜ୍ ଦୁର୍ଘଟଣା : ୫ ଆହତ

ବଡ଼ବିଲ : ସିରିଜ୍ ଦୁର୍ଘଟଣା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୨୦ ନମ୍ବର ଜାତୀୟ ରାଜପଥ ସିଜୁକଳା ନିକଟରେ ସିରିଜ୍ ଦୁର୍ଘଟଣା । ଝୁମ୍ପୁରା ଆଦର୍ଶ ବିଦ୍ୟାଳୟର ୨ ଜଣ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କୁ ନେଇ ଚମ୍ପୁଆ ଯାଉଥିବା କାର୍ ସହ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍
Read More...