କଂଗ୍ରେସ ମୁଖ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ କଂଗ୍ରେସ କର୍ମୀମାନେ ସକାଳୁ ନଗର ମଧ୍ୟରେ ପ୍ରଭାତ ଫେରି ସାରି ଜିଲ୍ଲା ମୁଖ୍ୟାଳୟରେ ଏକ ଶୋଭାଯାତ୍ରାରେ ପହଂଚିଥିଲେ । ସକାଳ ୮ ଘଣ୍ଟା ସମୟରେ ଜିଲ୍ଲା!-->…
Read More...
Read More...