ଲେମନ ଘାସ ତେଲ ରନ୍ଧା ଟାଙ୍କିରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ଘାସ ପୋଡ଼ି ନଷ୍ଟ

ବନ୍ଧୁଗାଁ : ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତର ସିଙ୍ଗିପୁଟ ଗ୍ରାମରେ ଥିବା ଲେମନ ଘାସ ତେଲ ଟାଙ୍କିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଘାସ ପୋଡି ନଷ୍ଟ ହୋଇଯାଇଛି । ମଧ୍ୟାହ୍ନ ସମୟରେ ତହସିଲ କାଯ୍ୟଳୟରୁ ପ୍ରାୟ ୨୦୦ ମିଟର ଦୂରତା ସମ୍ମୁଖରେ ଥିବା ଲେମନ ଘାସ ଟାଙ୍କି ନିକଟରେ ନିଆଁ ଲାଗି
Read More...

ଅଙ୍ଗାରଗାଁରେ ନାରାୟଣ ସାହୁଙ୍କ ସ୍ମୃତି ସମାରୋହ

ବେଗୁନିଆପଡ଼ା, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ସମାଜବାଦୀ ନେତା ନାରାୟଣ ସାହୁ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗୋଆ ମୁକ୍ତି ଆନ୍ଦୋଳନର ଯଶସ୍ୱୀ ସ୍ୱାଧୀନତା ସଂଗ୍ରାମୀ, ଖଲ୍ଲିକୋଟ ବିଧାନସଭା
Read More...

ପ୍ରଧାନମନ୍ତ୍ରୀ ଜାନୁଆରୀ ୧୨ରେ ଅହମ୍ମଦାବାଦଠାରେ ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ

ଭାରତ-ଜର୍ମାନୀ ରଣନୈତିକ ସହଭାଗୀତାରେ ହୋଇଥିବା ପ୍ରଗତି ସମୀକ୍ଷା କରିବେ ଉଭୟ ନେତାପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚାନ୍ସେଲର ମର୍ଜ ସାବରମତୀ ଆଶ୍ରମ ପରିଦର୍ଶନ କରି ଅହମଦାବାଦରେ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଯୋଗଦେବେ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଆସନ୍ତା ଜାନୁଆରୀ ୧୨,
Read More...

ଜନନେତା ଦିଲୀପ ରାୟଙ୍କ ଜନ୍ମଦିନରେ ରାଉରକେଲା ହନୁମାନ ବାଟିକା ପରିସର ଉତ୍ସବ ମୁଖର

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦିଲୀପ ରାୟଙ୍କ ୭୧ତମ ଜନ୍ମଦିନ ପାଳନ ଅବସରରେ ହନୁମାନ ବାଟିକା ପରିସରରେ ସମାଜସେବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଲୀପ ରାୟଙ୍କ ୭୧ତମ ଜନ୍ମଦିନ ସାମାଜିକ ସେବା ପ୍ରତି ପ୍ରତିବଦ୍ଧତା ସହ ପାଳନ କରାଯାଇଛି । ଓଡିଶାର ଗର୍ବ ଓ
Read More...

ରୋଟାରୀ ଷ୍ଟିଲ ସିଟି ତରଫରୁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଏବଂ ରାଉରକେଲା ସରକାରୀ ଡାକ୍ତରଖାନାର ମିଳିତ ଆନୁକୂଲ୍ୟରେ ଡାକ୍ତରଖାନା ପରିସରରେ କାୟାକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରୋଟାରୀ କ୍ଲବ ଷ୍ଟିଲ ସିଟିର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି
Read More...

ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ପକ୍ଷରୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜନ୍ମଦିନ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ପକ୍ଷରୁ ଆଜି ସେକ୍ଟର-୯ ସ୍ଥିତ ଲଗୁନ୍ ପାର୍କ ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୩ତମ ଜନ୍ମଦିନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜନ୍ମଦିନ
Read More...

ବନ୍ଦେ ମାତରଂ @୧୫୦ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ, ରାଉରକେଲା ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ମାଧବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ମହାନଗରର ସଭାପତି ଏବଂ କଲେଜର ଅଧ୍ୟକ୍ଷ ଡ.
Read More...

ଟାଙ୍ଗଣାପଲ୍ଲୀ ସେବାନିବୃତ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ବଣଭୋଜି ଓ ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ସେବାନିବୃତ୍ତ ଶିକ୍ଷକ ଓ କର୍ମଚାରୀ ବିକାଶ ମଞ୍ଚର ବାର୍ଷିକ ବଣଭୋଜି କାର୍ଯ୍ୟକ୍ରମ ସିଂହାସନୀ ପୀଠରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ଅବସର ପ୍ରାପ୍ତ ଷ୍ଟେଟ ବ୍ୟାଙ୍କ
Read More...

କୃଷି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ କୃଷି ଜିଲ୍ଲା ଅଧିକାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରୁ ଏକ କୃଷି ରଥ ଗୁରୁବାର ଗ୍ରାମ୍ୟ ପରିଭ୍ରମଣରେ ବାହାରିଛି । କୃଷି ଜିଲ୍ଲା ଅଧିକାରୀ ଶ୍ରୀମତୀ ଜୁନୋମୟୀ ମହାନ୍ତି ସବୁଜ ପତାକା ଦେଖାଇ ଏହାକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ ।
Read More...

ଜୟପାଟଣା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ଶୁଭ ଉଦ୍‌ଘାଟନ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ସାଂସ୍କୃତିକ ବିକାଶ ଧାରା ପାଇଁ ନିରବଚ୍ଛିନ୍ନ ଭାବରେ ବଳିଷ୍ଠ ପୃଷ୍ଠଭୂମି ତିଆରି କରି ଆସୁଥିବା କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ଜୟପାଟଣା ବ୍ଲକ ସ୍ତରୀୟ ମଶାଲ ସ୍ଥାପନା ସହ ଶୁଭାରମ୍ଭ ହୋଇଯାଇଛି । ଅଞ୍ଚଳର ଆରାଧ୍ୟଦେବୀ ତାଳଗୁଡ଼ର
Read More...