ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଉଦଘାଟିତ : କଣ୍ଟାବାଞ୍ଜିକୁ ହରାଇ ସେମିରେ ବିଶାଖାପାଟଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଉଦଘାଟନୀ ମ୍ୟାଚରେ କଣ୍ଟାବାଞ୍ଜି ଫ୍ରେଣ୍ଡକୁ ହରାଇ ବିଶାଖାପାଟଣା ରେଲୱେ ସେମିଫାଇନାଲକୁ ପ୍ରବେଶ
Read More...

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଓ ପ୍ରଭାତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ନୃସିଂହନାଥ ମନ୍ଦିରରୁ ଛାତ୍ରମାନେ ମଶାଲ
Read More...

ରାଜ୍ୟ ସ୍ତରୀୟ ଯୁବୋ ଉତ୍ସବରେ ପାଇକମାଲ ବ୍ଲକ ସାଂସ୍କୃତିକ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ତରଫରୁ ଜିଲ୍ଲା କ୍ରୀଡା ଅଧିକାରୀ ଅଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନ ଓ ପାଇକମାଲ ବ୍ଲକ ବିକେଏସ୍‌ଏସ୍‌ ଉପ ସଭାପତି ତଥା ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ବରିଷ୍ଠ ଗବେଷକ ଡ଼. ଲଳିତ ଜଗତଙ୍କ ନେତୃତ୍ୱରେ ପାଇକମାଲ ବ୍ଲକର ୨୭ ଜଣିଆ
Read More...

କେସିଙ୍ଗା ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ ସାହିତ୍ୟ, କଳା ଓ ସଂସ୍କୃତିର ଏକ ସ୍ଵତନ୍ତ୍ର ଉତ୍ସବ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ -୨୦୨୫ ପରିବେଷଣର ଜୀବନ୍ତ ସ୍ଵର ନେଇ ଆସନ୍ତା ଡିସେମ୍ବର ୨୭ ଓ ୨୮ ତାରିଖରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ।
Read More...

ଧର୍ମପ୍ରାଣା ମହିଳାଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥାନୀୟ ଜମିଦାରପଡ଼ା ବରିଷ୍ଠ ସାମ୍ବାଦିକ ଡ଼. ନାରାୟଣ ମିଶ୍ରଙ୍କ ସମୁଦୁଣୀ ଚନ୍ଦ୍ରକୂା ମିଶ୍ର, ୫୭ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ମିଳିଛି । ସେ ଜଣେ ଧାର୍ମିକ, ସମାଜସେବୀ, ପରୋପକାରୀ
Read More...

ଜଗଦା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ଭଞ୍ଜଭବନ ପ୍ରକ୍ଷାଳୟଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୂର୍ୟ୍ୟନାରାୟଣ ଦାସଙ୍କ ଆବାହକତ୍ୱ ଓ ସଭାପତି ଡ. ସାମନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ
Read More...

ମ୍ୟୁନିସିପାଲ ମହାବିଦ୍ୟାଳୟରେ ପଞ୍ଚଦିବସୀୟ ଅଧ୍ୟାପନା ବିକାଶ କର୍ମଶାଳା ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁନିସିପାଲ ମହାବିଦ୍ୟାଳୟ ରାଉରକେଲା ଓ PM-USHA ମିଳିତ ସହଯୋଗରେ ଆୟୋଜିତ ପଞ୍ଚଦିବସୀୟ ଅଧ୍ୟାପନା ଦକ୍ଷତା ବିକାଶ କର୍ମଶାଳାର ଉଦଯାପନ ହୋଇଯାଇଛି । ଏହି କର୍ମଶାଳାଟି ୧୯ ଡ଼ିସେମ୍ବର ୨୦୨୫ରୁ ଆରମ୍ଭ ହୋଇ ୨୩ ଡ଼ିସେମ୍ବର ପର୍ଯ୍ୟନ୍ତ ଚାଲିଥିଲା । ଏହା
Read More...

ସ୍ପନ୍ଦନ ଆୟୋଜିତ ଜାତୀୟ ମହୋତ୍ସବର ୪ର୍ଥ ଦିବସ : ମଂଚସ୍ଥ ହେଲା ବାରଣାସୀର ମଧ୍ୟାନ୍ତର

ରାଉରକେଲା, (ସସ୍ମିତା ପ୍ରଧାନ) : ପରିବାର କହିଲେ ପତି ଜ୍ଞାନ ଓ ପତ୍ନୀ ଛାୟା, ସେମାନଙ୍କର ସନ୍ତାନଟିଏ ହେଉ ନ ଥିବାରୁ ଦୁଃଖରେ ଦିନ କାଟୁଥିଲେ । ଅକସ୍ମାତ ଏକ ଦୁର୍ଘଟଣା ଯୋଗୁଁ ଜ୍ଞାନ ଗୋଟେ ଗୋଡ ହରାଇଥବା ଯୋଗୁଁ ଚାକିରି ହରାଇ ଘରେ ବସିବାକୁ ବାଧ୍ୟ ହେଲେ, ଅନ୍ୟ ପକ୍ଷେ ପତ୍ନୀ ଛାୟା
Read More...

ଦିନକ ପରେ ବଡ଼ଦିନ : ଫ୍ଲାଗ୍ ମାର୍ଚ୍ଚ ସହ ସକ୍ରିୟ ମୋବାଇଲ୍ ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଉ ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବି ମାନଙ୍କର ବଡଦିନ ପର୍ବ, ଏହାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇ ସମଗ୍ର ବାଲିଗୁଡା ଟାଉନ ସମେତ ଏହାର ଆଖପାଖ ଅଞ୍ଚଳରେ ବଡଦିନ ଉତ୍ସବ ଓ ନୂଆବର୍ଷ
Read More...

ବାଲିଗୁଡା ଉପଖଣ୍ଡରେ ବଡଦିନ ପାଇଁ ଦୁଇଦିନ ସରକାରୀ ମଦ ଦୋକାନ ବନ୍ଦ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବିମାନଙ୍କର ବଡଦିନ ପର୍ବ, ଏହାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇ ସମଗ୍ର ବାଲିଗୁଡା ଟାଉନ ସମେତ ଏହାର ଆଖପାଖ ଅଞ୍ଚଳରେ ବଡଦିନ ଉତ୍ସବ ଓ ନୂଆବର୍ଷ
Read More...