ପାଟଣାଗଡ଼ ହାଇସ୍କୁଲ ୧୯୮୫ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ନୃସିଂହନାଥ ସ୍ଥିତ ଫରେଷ୍ଟ ବିଭାଗର ନର୍ସରୀ ପରିସରରେ ପାଟଣାଗଡ଼ ରମାଇ ହାଇସ୍କୁଲର ୧୯୮୫ ମସିହାରେ ମ୍ୟଟ୍ରେିକ ପଢ଼ୁଥିବା ପ୍ରାୟ ୧୨୫ ଜଣ ସାଙ୍ଗସାଥି ନିଜ ନିଜ ପରିବାର ସହ ଆସି ଶୁକ୍ରବାର ବନ୍ଧୁମିଳନ ସହ ବଣଭୋଜି ହସ ଖୁସିରେ କରିଥିଲେ ।
Read More...

ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ : ବିଶାଖାପାଟଣା ରେଲୱେକୁ ହରାଇ ଫାଇନାଲରେ ପ୍ରୟାଗରାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ରାଜିଂ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଅନୁଷ୍ଠିତ ୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ
Read More...

ଉପହାରର କର୍ମବୀର ସମ୍ମାନ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଉପହାର ତରଫରୁ କର୍ମବୀର ସମ୍ମାନ କାର୍ଯ୍ୟକ୍ରମ ସେକ୍ଟର ୭ ସ୍ଥିତ ମଧୁମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୂର୍ଯ୍ୟକାନ୍ତ ସାହୁଙ୍କ ସଭାପତିତ୍ୱ, ସମ୍ପାଦକ ଡା. ଚିନ୍ମୟ ସାହୁଙ୍କ ଆବାହକତ୍ୱ ତଥା ମୋନାଲିସା ସାହୁଙ୍କ
Read More...

ଗରିମା ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ଗରିମା ପରିବାର ତରଫରୁ ଓଡ଼ିଆ ଖାଦ୍ୟକୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ନିହାରିକା ବସ୍ତିଆଙ୍କ ଅଧ୍ୟକ୍ଷତା ଓ ସଭାପତି ମମତା ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଅଟଳଜୀଙ୍କ ଜନ୍ମ ଶତବାର୍ଷିକୀରେ ବିଜେପିର ଶ୍ରଦ୍ଧା ସୁମନ ଅର୍ପଣ ସହିତ ସେବାକାର୍ଯ୍ୟ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ବିଜେପି ରାଉରକେଲା ସାଂଗଠନିକ ଜିଲ୍ଲା ତରଫରୁ ଦୁଇଦିନ ଅର୍ଥାତ ୨୪.୧୨.୨୦୨୫ ଏବଂ ୨୫.୧୨.୨୦୨୫ ଧରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ
Read More...

ହନୁମାନ ବାଟିକା, ବୈଷ୍ଣବ ଦେବୀ ମନ୍ଦିର ଓ ପିତାମହଲରେ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ସଚେତନତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବୈଷ୍ଣବ ଦେବୀ ମନ୍ଦିର, ହନୁମାନ ବାଟିକା ପର୍ଯ୍ୟଟନ ସ୍ଥଳ ଓ ପିତାମହଲ ପିକନିକ୍ ସ୍ଥଳକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ
Read More...

ବରଟୋଲି ଭାଗବତ ଅଗଣାରେ ତୁଳସୀ ପୂଜନ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବରଟୋଲି ସ୍ଥିତ ଭାଗବତ ଅଗଣାରେ ତୁଳସୀ ପୂଜନ ମହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଆୟୋଜକ ବରଟୋଲି ସାଂସ୍କୃତିକ ପରିଷଦର ସଭାପତି ରମାକାନ୍ତ ସୂତାର, ଭାଗବତ ଅଗଣାର ସଭାପତି ସୁପ୍ରଭା ଆଚାର୍ଯ୍ୟ ଓ ଅନ୍ୟ ସଭ୍ୟ-ସଭ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି
Read More...

ବୀର ବାଲ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବ୍ରାହ୍ମଣପଡା ପାଟଣେଶ୍ୱରୀ ମଣ୍ଡଳ ପକ୍ଷରୁ ଆଜି ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରାଙ୍କ ତତ୍ୱାବଧାନରେ ଏବଂ ଜିଲ୍ଲା ସଂପାଦିକା ତଥା କାର୍ଯ୍ୟକ୍ରମର ସଂଯୋଜିକା ସରିତା ଯୋଷୀଙ୍କ ନେତୃତ୍ୱରେ ବୀର ବାଲ ଦିବସ ପାଳନ କରାଯାଇଥିଲା । ଏହି
Read More...

୨୬ ଡିସେମ୍ବରରେ ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଦିନ ୧୨:୧୫ ସମୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ ମଧ୍ୟ କରିବେ ।ବୀର ବାଲ ଦିବସ
Read More...

ରେଢ଼ାଖୋଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

• ୨୪୫ କୋଟି ଟଙ୍କାର ପ୍ରକଳ୍ପ ଶିକ୍ଷାର ମାନକୁ ବଢ଼ାଇବା ସହ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ - ଧର୍ମେନ୍ଦ୍ର ପ୍ରଧାନ• ୫୦୦ରୁ ଅଧିକ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ହସ୍ତାନ୍ତର• ସମ୍ବଲପୁର-ତାଳଚେର ରେଳ ଲାଇନ୍ ଅଟଳଜୀଙ୍କ ସଫଳ ଦୂରଦୃଷ୍ଟିର
Read More...