ଦାଦନ ଶ୍ରମିକଙ୍କୁ ଟ୍ରେନରୁ ଉଠାଇ ନେଇ ଦେହରେ ତେଲ ଢାଳି ଜାଳି ଦେଇଥିବା ଅଭିଯୋଗ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଖଲିଆଭଟା ଗାଁର ବିଦ୍ୟାଧର ମାଝୀ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ ଇଟାଭାଟିରେ କାମ କରୁଥିଲେ । କିନ୍ତୁ ସେଠାରେ ବିଦ୍ୟାଧରଙ୍କୁ ଅତ୍ୟଧିକ ପରିଶ୍ରମ ଓ ଖଟଣୀ ସହିବାକୁ ପଡୁଥିବାରୁ ସେ ନିଜ ଗାଁକୁ ଟ୍ରେନ
Read More...

ସକାଳୁ ସକାଳୁ ବୁଲେଟ ସହ ଯୁବକଙ୍କ ମୃତଦେହ ଠାବ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜାଲୋଏ ପଞ୍ଚାୟତର କେଶଲପୁରା ଗାଁ ରାସ୍ତାରେ ଆଜି ସକାଳୁ ସକାଳୁ ବୁଲେଟ ସହ ଏକ ମୃତ ଶରୀର ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ମୃତ ଶରୀର ପାଖରେ ବୁଲେଟ ଯାହାର ନମ୍ବର ଓଡି ୩୧ ଏମ -୬୨୪୯ ପଡ଼ିଥିବା
Read More...

ହରିବଂଶ ପାରାୟଣ ଉଦଯାପିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତର ବଘଲା ଗ୍ରାମରେ ଦୀର୍ଘ ଏଗାର ଦିନ ଧରି ଚାଲିଥିବା ହରିବଂଶ ପାରାୟଣ ଆଜି ସମାପନ ହୋଇଯାଇଛି । ରିଂକୁ ପଧାନ ଏବଂ ରିମାବତୀ ପଧାନ ମୂଖ୍ୟକର୍ତ୍ତା ଭାବେ ରହିଥିବା ବେଳେ ବ୍ୟାସ ସୁବାସ ଚନ୍ଦ୍ର ମିଶ୍ର
Read More...

ତୁରେକେଲା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦଙ୍କ ତତ୍ତ୍ୱାବଧାନରେ ପରିଚାଳନା କମିଟିର ସଭାପତି ସୁଶାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷା
Read More...

ଗରିମା ପରିବାରର ମକର ମିଳନ ଓ କର୍ମକର୍ତ୍ତା ନିର୍ବାଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଗରିମା ପରିବାରର ମକର ମିଳନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଶଙ୍କର ଜେନାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି
Read More...

ବଲାଙ୍ଗିର ଟେବୁଲ ଟେନିସ ଖେଳର ଇତିକଥା

ପ୍ରସ୍ତୁତି - କୃଷ୍ଣଚନ୍ଦ୍ର ମିଶ୍ର, ଓକିଲ ଟେବୁଲ ଟେନିସ ଏକ ଆନ୍ତର୍ଜାତିକ ଖେଳ ଏବଂ ଜାତୀୟ ସ୍ତରରେ ଏହାର ପରିଚାଳନା ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ଟେବୁଲ ଟେନିସ ଫେଡେରେସନ ଅଫ୍‌ ଇଣ୍ଡିଆ । ବିଭିନ୍ନ ରାଜ୍ୟସ୍ତରୀୟ ସଂଘ ଗୁଡିକ ନିଜ ନିଜ ରାଜ୍ୟରେ ଏହି ଖେଳର ଉନ୍ନତି ଓ ପ୍ରସାର
Read More...

ପିଏମ୍‌ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟରେ ନାମ ଲେଖା ତାଲିମ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ପିଏମ୍‌ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଆଇଓଏସ୍‌ ) ଓ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ (ଏନ୍‌ଆଇଓଏସ୍‌)ରେ ନାମଲେଖା ପାଇଁ ମେଗା ନାମଲେଖା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମୁକ୍ତ ବିଦ୍ୟାଳୟର
Read More...

ଛିନଛାନ୍ ଡୁଙ୍ଗୁରୀ ଠାରେ ମକର ଉତ୍ସବ : ଆଧ୍ୟାତ୍ମିକତାରେ ମୁଗ୍ଧ ଭକ୍ତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଛିନଛାନ୍ ଡୁଙ୍ଗୁରୀ ସିଦ୍ଧପୀଠ ବା ଶକ୍ତି ପୀଠ ଶୈନଗିରୀର ପବିତ୍ର ଓ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ପରିବେଶରେ ପବିତ୍ର ମକର ଉତ୍ସବ ପାଳନ କରାଯାଇଛି । ଦିବ୍ୟ ଶକ୍ତିର କେନ୍ଦ୍ର ଭାବେ ପରିଚିତ ବାବା ସିଦ୍ଧେଶ୍ୱରଙ୍କ
Read More...

କଂଗ୍ରେସ ପକ୍ଷରୁ ଧାନ ଉଠିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ଉଠିବା ବିଳମ୍ବ ଓ ବିଭିନ୍ନ ସମସ୍ୟାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦୀର୍ଘଦିନ ହେବ ଜିଲ୍ଲାର ମଣ୍ଡିମାନଙ୍କରେ
Read More...

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

• ପ୍ରାକୃତିକ ସମ୍ପଦ, ସମ୍ଭାବନା, ଯୁବଶକ୍ତି ଓ ବୈଷୟିକ ଜ୍ଞାନକୌଶଳ ସମନ୍ୱୟରେ ନୂଆ ଆର୍ଥିକ ଅଧ୍ୟାୟ ତିଆରି କରିବ ଓଡ଼ିଶା - ଧର୍ମେନ୍ଦ୍ର ପ୍ରଧାନ• ଓଡ଼ିଶାକୁ 'ଜ୍ଞାନ-ଆଧାରିତ ଅର୍ଥନୀତି' ଓ 'ମ୍ୟାନୁଫ୍ୟାକ୍ଚରିଂ ହବ୍' ଭାବେ ଗଢ଼ିବା ପାଇଁ ଉଦ୍ୟୋଗୀ ସମାଜକୁ ଆହ୍ୱାନ• ପ୍ରଧାନମନ୍ତ୍ରୀଙ୍କ
Read More...