ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ସୁରଜ-୧୧ ଫୁଲବାଣୀ ପୁଲ୍ – ବିର ଫାଇନାଲକୁ…

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପୁଲ୍ - ବିର ସେମି ଫାଇନାଲ ଆଦର୍ଶ କ୍ଲବ ଝାରସୁଗୁଡା ଓ ସୁରଜ-୧୧ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ଖେଳରେ ସୁରଜ-୧୧ ଫୁଲବାଣୀ ୩-୦
Read More...

ଧାନ ମଣ୍ଡି ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡେନ ଗ୍ରାମର ପାନାଲାଲ ବେହେରା (୬୫)ଙ୍କ ଏକ ଅଭିଯୋଗ ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ ତାଙ୍କ ଗ୍ରାମରେ ଥିବା ଖାତା ନମ୍ବର ୮୬/୧୧୨ରେ ଏ ୧. ୪୦ଡି ରୟତି ଜମିରେ ପ୍ରତିବର୍ଷ ଚାଷ କରି ଆସୁଛନ୍ତି ଏବଂ ଏହି ଜମି ସଂଲଗ୍ନରେ ଥିବା ୬୦
Read More...

ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ : ରାଉରକେଲାକୁ ହରାଇ ସେମିରେ ରାଞ୍ଚି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଚତୁର୍ଥ ଦିନରେ ରାଉରକେଲାକୁ ହରାଇ ରାଞ୍ଚି ମେକନ (ଝାଡ଼ଖଣ୍ଡ) ସେମିଫାଇନାଲରେ ପ୍ରବେଶ କରିଛି ।
Read More...

ଡ.ଏ.ଏନ୍.କେ ଡିଏଭି ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡ.ଏ.ଏନ୍.କେ ଡିଏଭି ପବ୍ଲିକ ସ୍କୁଲର ୩୩ତମ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବୀର ବାଲ ଦିବସ ଉପଲକ୍ଷେ ଡି.ଏ. ଭି ସ୍କୁଲ ସମୂହ, ଓଡ଼ିଶାର ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ ଗୁରୁ
Read More...

ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ : ଆନ୍ଦୋଳନରେ ଡାକ୍ତର

ଜୟପାଟଣା, (ଶେଷଦେବ ବେହେରା) : ଗ୍ରାମାଞ୍ଚଳ ମାନଙ୍କର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଥିବାବେଳେ ଡିସେମ୍ବର ୨୬ ତାରିଖରୁ ଓମସାର ଆହ୍ୱାନ କ୍ରମେ ସରକାରୀ ଡ଼ାକ୍ତରଖାନାର ଡାକ୍ତରମାନେ ପୂର୍ବାହ୍ନ ୧୦ଟାରୁ ୧୧ଘଣ୍ଟା ପର୍ଯ୍ୟନ୍ତ ବର୍ହି ବିଭାଗ ମାନଙ୍କରେ ରୋଗୀ ମାନଙ୍କୁ ନ
Read More...

ଖୁଟୁଣାପାଣି କପ୍‌ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ରେଙ୍ଗଟାସିଲ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ଖୁଟୁଣାପାଣି ଖେଳ ପଡିଆ ଠାରେ ଦୁଇ ଦିନ ଧରି ଚାଲିଥିବା ଖୁଟୁଣାପାଣି କପ ଫୁଟବଲ ପ୍ରତିଯୋଗିତା ପାଟଣାଗଡ଼ ବ୍ଲକ ବନେଇମୁଣ୍ଡା ପଞ୍ଚାୟତ ଖୁଟୁଣାପାଣି ଖେଳପଡ଼ିଆ ଠାରେ ଖୁଟୁଣାପାଣି ଫୁଟବଲ କ୍ଲବ ଦ୍ୱାରା ଅନୁଷ୍ଠିତ
Read More...

୨୫ ଡିସେମ୍ବରରେ ତୁଳସୀ ପୂଜନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ବନ୍ଦନୀୟ ପ୍ରାତଃସ୍ମରଣୀୟ ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ବ୍ରହ୍ମସଂକଳ୍ପ ଅନ୍ତର୍ଗତ ୨୦୧୪ ମସିହାରୁ ସମଗ୍ର ବିଶ୍ୱରେ ୨୫ ଡିସେମ୍ବର ତାରିଖକୁ “ତୁଳସୀ ପୂଜନ ଦିବସ” ଭାବେ ପାଳନ କରାଯାଇଆସୁଛି । ଏହି ପରିପ୍ରେକ୍ଷୀରେ, ପୂଜ୍ୟ ସନ୍ଥ ଶ୍ରୀ
Read More...

କଳାକେନ୍ଦ୍ର ପକ୍ଷରୁ ଚିତ୍ରକଳା ପ୍ରଦଶିନୀ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସୁପରିଚିତ ଫାଇନ ଆର୍ଟ 'ଚିତ୍ରକଳା କେନ୍ଦ୍ର'ର ଚିତ୍ରକଳା ପ୍ରଦର୍ଶନୀ ଓ ପୁରସ୍କାର ବିତରଣ ଉତ୍ସବ ଶନିବାର ଦିନ ଉଦଘାଟିତ ହୋଇଛି । ଆଜିର ଉଦଘାଟନ ଉତ୍ସବରେ ପୂର୍ବତନ ସ୍କୁଲ ଡିଆଇ ଶ୍ରୀମତୀ ରଶ୍ମିବାଳା ରାଉତରାୟ ମୁଖ୍ୟ ଅତିଥି, ୱାଇ.ଏମ୍‌.ଏଫ୍‌.ଆଇର
Read More...

ଦେବ ପ୍ରତିମ ମଣିଷ ଥିଲେ ବଙ୍କିମ ଚନ୍ଦ୍ର ଜେନା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଲ ପଞ୍ଚାୟତ ସେହି ଗ୍ରାମର ଅବସରପ୍ରାପ୍ତ କୃଷି ଅଧିକାରୀ ଦିବଂଗତ ବାଙ୍କିମ ଚନ୍ଦ୍ର ଜେନାଙ୍କ ତ୍ରୟୋଦଶ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଓ ହରିନାମ ସଂକୀର୍ତ୍ତନ ଓ ଅନ୍ନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ଶ୍ରୀଯୁକ୍ତ ଜେନା
Read More...

ସରକାରଙ୍କ ପ୍ରୋତ୍ସାହନ ସାଂଗକୁ ଛତୁଚାଷକୁ ଲୋକାଭିମୁଖୀ କରିବା ଆବଶ୍ୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ମା' ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ଵତନ୍ତ୍ର ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଛତୁଚାଷ ଉଦ୍ୟୋଗୀଙ୍କ ଏକ ସାଂଗଠାନିକ ବୈଠକ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉଦ୍ୟାନ କୃଷି
Read More...