ମିଠାପାଲି ପଞ୍ଚାୟତ ଯାଦବ ସମାଜ ବାର୍ଷିକ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପିପଲଖୁଣ୍ଟା ଗ୍ରାମରେ ମିଠାପାଲି ପଞ୍ଚାୟତ ଯାଦବ ସମାଜର ବାର୍ଷିକ ଉତ୍ସବ ରବିବାର ଦିନ ପାଳିତ ହୋଇଯାଇଛି । ମିଠାପାଲି ପଞ୍ଚାୟତ ସଭାପତି ଟିକିଲାଲ ମାହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ
Read More...

ବିଦ୍ୟାଳୟ ଶିକ୍ଷାରେ ମାନସିକ ସ୍ୱାସ୍ଥ୍ୟ ଓ ଭାରତୀୟ ଜ୍ଞାନ ପରମ୍ପରାର ପ୍ରସାର ଉପରେ ପରାମର୍ଶ କର୍ମଶାଳା

ଭୁବନେଶ୍ୱର, (ପିଆଇବି) : ଜାତୀୟ ଶିକ୍ଷାନୀତି (ଏନ୍‌ଇପି)-୨୦୨୦ କେବଳ ଜ୍ଞାନମୂଳକ ବିକାଶରେ ସୀମିତ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କର ଚରିତ୍ର ନିର୍ମାଣ, ବ୍ୟକ୍ତିତ୍ୱ ବିକାଶ ସହ ମାନସିକ ସୁସ୍ଥତା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ଶିକ୍ଷା ମନ୍ତ୍ରଣାଳୟ
Read More...

ଡକ୍ଟର ଏ.ପି.ଜେ. ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ପକ୍ଷରୁ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶୀତ ଋତୁର ତୀବ୍ର ଶୀତରେ ଅସହାୟ, ଦରିଦ୍ର ଓ ଗରିବ ଶ୍ରେଣୀର ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ରାତ୍ରି ସମୟରେ ଅସହାୟ, ଦରିଦ୍ର ଲୋକେ ବାରଣ୍ଡାରେ, କୌଣସି ସ୍ଥାନରେ ଥିବା ଭଙ୍ଗା କୋଠରୀ ମାନଙ୍କରେ, ପରିତ୍ୟକ୍ତ ସ୍ଥାନରେ
Read More...

ଗୋପାଳପୁର ସମୁଦ୍ର କୂଳରେ ଅମୃତ କାଳ ସାଂସ୍କୃତିକ ଉତ୍ସବ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଅନୁକୂଲ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅମୃତ କାଳ ସାଂସ୍କୃତିକ ଉତ୍ସବ ସମାରୋହ ମାଧ୍ୟମରେ ଏକ ବିକଶିତ ଭାରତର ଯେଉଁ ପରିକଳ୍ପନା କରାଯାଇଛି,
Read More...

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ଧରି ଅକ୍ସିଜନ୍ ପ୍ଲାଣ୍ଟ ଅଚଳ : ରୋଗୀ ହନ୍ତସନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୪ ମାସ ହେଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅକ୍ସିଜନ୍ ପ୍ଲାଣ୍ଟ ଅଚଳ ଅବସ୍ଥାରେ ପଡ଼ିରହିଛି । ଏହା ଏକ ସଂଗ୍ରହାଳୟ ଭଳି ଜନସାଧାରଣଙ୍କ ନିମନ୍ତେ ଦୃଶ୍ୟମାନ ହୋଇଛି । ଛତ୍ରପୁର ହସ୍ପିଟାଲର ସ୍ୱାସ୍ଥ୍ୟ ସେବାରେ ରୋଗୀସେବାରେ ବ୍ୟାହତ ହୋଇଛି । ରୋଗୀ
Read More...

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଦୁଇ ଗୋଟି ଆର୍ଥିକ ସାକ୍ଷରତା ଶିବିର ତା ୧୭.୦୧.୨୦୨୬ ରିଖରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ
Read More...

ଆଦର୍ଶ ଶିକ୍ଷକ ତଥା ସମାଜସେବୀ ସ୍ଵର୍ଗତ କୃଷ୍ଣଚନ୍ଦ୍ର ଧରୁଆଙ୍କ ଧର୍ମପତ୍ନୀ ବୈଦେୟୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଲୁହୁରେନ ବାହାଲି ଗାଁର ଜଣାଶୁଣା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଧରୁଆଙ୍କ ଧର୍ମପତ୍ନୀ ବୈଦେୟୀ ଧରୁଆଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ
Read More...

ମୁରିବାହାଲ ବ୍ଲକସ୍ତରୀୟ ମକର ମେଳା ମହୋତ୍ସବ ଉଦଯାପିତ

ଯମୁନା ପାହାଡ଼ର ପାରିପାର୍ଶ୍ୱିକ ଉନ୍ନୟନ କରାଯିବ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମ ପାହାଡ ଉପରେ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ବ୍ଲକସ୍ତରୀୟ ତୃତୀୟ ବର୍ଷ ମକର ମେଳା ମହୋତ୍ସବ ଓ ଷୋହଳ ପ୍ରହରୀ ନାମଯଜ୍ଞ
Read More...

ଲେବଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପିଏମଶ୍ରୀ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲେବଡାଠାରେ ପ୍ରଥମ ପିଏମଶ୍ରୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଦୁତିବାହାନ ମୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ଗୁରୁଣ୍ଡାରେ ଏକ ଦିବସୀୟ ମହିଳା ଫୁଟବଲ : ଟିଟିଲାଗଡ ଦଳ ବିଜୟୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁରୁଣ୍ଡା ଖେଳ ପଡିଆଠାରେ ଏକତା କ୍ଲବ ଗୁରୁଣ୍ଡା ଆନୁକୁଲ୍ୟରେ ଏକ ଦିନିକିଆ ମହିଳା ଫୁଟବଲ ଖେଳ ଟିଟିଲାଗଡ଼ ଓ ବରଗଡ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଟିଟିଲାଗଡ ଦଳ ୧-୦ ଗୋଲରେ ବରଗଡ଼ ଦଳକୁ ପରାସ୍ତ
Read More...