କୁତ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ବ୍ଲକ ପରିସରରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ କୌର ଯୋଗ ଦେଇ ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର
Read More...

ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ ଦୁଇ ପର୍ଯ୍ୟଟକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବର୍ଷର ଶେଷ ରବିବାର ରହିଥିବାରୁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ ପର୍ଯ୍ୟଟକମାନେ ବଣଭୋଜି କରି ମଜା ନେଉଥିବା ବେଳେ କୌଣସି କାରଣରୁ ୨ ଗୋଷ୍ଠି
Read More...

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ, ରାଉରକେଲାର ୨୧ତମ ବାର୍ଷିକ ଉତ୍ସବ ଓ ଆଲୋଚନାଚକ୍ର

ଲୋକଙ୍କ ସ୍ୱର, କ୍ଷମତାସୀନ ବ୍ୟକ୍ତିଙ୍କୁ ପ୍ରଶ୍ନ ଓ ମାନବୀୟ ସମ୍ବେଦନଶୀଳ ଉପରେ ଗୁରୁତ୍ୱାରୋପ ରାଉରକେଲା, (ସସ୍ମିତା ପ୍ରଧାନ) : ସାମ୍ବାଦିକମାନେ ଜନସାଧାରଣଙ୍କ ସ୍ୱର, କ୍ଷମତାରେ ଥିବା ଲୋକଙ୍କୁ ପ୍ରଶ୍ନ, ମାନବୀୟ ସମ୍ବେଦନଶୀଳ, ଆଚରଣ ଓ ଉଚ୍ଚାରଣର ସମନ୍ୱୟତା ସାମ୍ବାଦିକଙ୍କ କର୍ତ୍ତବ୍ୟ
Read More...

ପ୍ରାଦେଶିକ ପଣ୍ଡରା ସମାଜ ରାଜ୍ୟ କାର୍ଯ୍ୟକାରିଣୀ ସଭା ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାଦେଶିକ ପଣ୍ଡରା ସମାଜ ରାଜ୍ୟ କାର୍ଯ୍ୟକାରିଣୀ ସଭା ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜ ଆନୁକୁଲ୍ୟରେ ଖୁଜେନପାଲି ଶିବ ମନ୍ଦିର ପରିସରରେ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାଦେଶିକ ପଣ୍ଡରା ମହାସଂଘର କର୍ମକର୍ତ୍ତା ଏବଂ
Read More...

୨୮ତମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଖଲିଆପାଲି ଭୀମଭୋଇ ଆମ୍ବେଦକର ମିନି ଷ୍ଟାଡିୟମ ଠାରେ ଦୁଇଦିନ ବ୍ୟାପି ୨୮ତମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହ ଦେଓ ଉଦ୍‌ଘାଟନ କରି କ୍ରୀଡା
Read More...

ଲଖନା କପ୍ କ୍ରିକେଟ ପ୍ରତିଯୋଗିତାରେ ଘଣ୍ଟବାହାଲକୁ ହରାଇ ଯମୁନା ଦଳ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ସଦରମହକୁମା ଖେଳ ପଡ଼ିଆଠାରେ ଗ୍ରାମର ସ୍ପୋର୍ଟସ ଆସୋସିଏନ ତରଫରୁ ଚାଲିଥିବା ତୃତୀୟ ଲଖନା କପ୍ କ୍ରିକେଟ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି । ଏଥିରେ ଘଣ୍ଟବାହାଲ ଦଳକୁ ପରାସ୍ତ କରି ଯମୁନା
Read More...

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀରେ ଅଟଳଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଅଟଳଜୀଙ୍କୁ ନିଜ ଦଳ ସହ କଂଗ୍ରେସ ନେତା ମଧ୍ୟ ମାନୁଥିଲେ ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଜୀଙ୍କ ଶୁଭ ଜନ୍ମ ଶତବାର୍ଷିକୀ ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ
Read More...

ରାଜବୋଡା ସମ୍ବର ହାଇସ୍କୁଲ ଛାତ୍ରଙ୍କ ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଦେବଦରହା ଠାରେ ରାଜବୋଡା ସମ୍ବର ହାଇସ୍କୁଲର ୧୯୮୯ ବର୍ଷ ମେଟ୍ରିକ ଛାତ୍ରମାନଙ୍କର ବନ୍ଧୁ ମିଳନ ଆୟୋଜନ କରାଯାଇଥିଲା । ଆୟୋଜନର ଆବାହକ ପ୍ରତାପ ନାଥ, ଦିନେଶ ପାଣିଗ୍ରାହୀ, ଗୋବିନ୍ଦ ପଟେଲ, ସହଦେଵ ମେହେର, ସମସ୍ତ ବନ୍ଧୁମାନଙ୍କୁ ଯୋଗାଯୋଗ
Read More...

ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ, ଓଡ଼ିଶା କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ବୃଦ୍ଧି୪୦ ରୁ ୮୦ ବର୍ଷ କଳାକାରଙ୍କ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି୮୦ ବର୍ଷରୁ ଅଧିକ କଳାକାରଙ୍କ ଭତ୍ତା ହେଲା ମାସକୁ ୩୫୦୦ଉପକୃତ ହେବେ ୪୭,୭୦୪ କଳାକାର ଭୁବନେଶ୍ୱର : ୨୮ ଡିସେମ୍ବର ୨୦୨୫ ରାଜ୍ୟର ପାରମ୍ପରିକ କଳାକାରଙ୍କ ପାଇଁ
Read More...

ପିଏମଶ୍ରୀ ଗଙ୍ଗାପୁର ହାଇସ୍କୁଲ ମାଟ୍ରିକ ବ୍ୟାଚ୍ -୨୦୧୦ ପକ୍ଷରୁ ବନ୍ଧୁମିଳନ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଶିକ୍ଷା ଅଧୀନସ୍ଥ ପିଏମଶ୍ରୀ ଗଙ୍ଗାପୁର ହାଇସ୍କୁଲ ମାଟ୍ରିକ ବ୍ୟାଚ୍ -୨୦୧୦ ପକ୍ଷରୁ ଏକ ବନ୍ଧୁମିଳନ ଆସର ସମାରୋହ ରବିବାର ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ତତ୍କାଳୀନ ୨୦୧୦ ମସିହାରେ ମାଟ୍ରିକ ପରୀକ୍ଷାରେ
Read More...