ଲମ୍ବା ଦୂରଗାମୀ ଗାଇଡେଡ୍ ରକେଟ ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କଲା ଡିଆରଡିଓ
ନୂଆଦିଲ୍ଲୀ, (ପିଆଇବି) : ଲମ୍ବା ଦୂରଗାମୀ ଗାଇଡେଡ୍ ରକେଟ (ଏଲଆରଜିଆର 120) ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ 29, ଡିସେମ୍ବର 2025ରେ ଓଡ଼ିଶା ଉପକୂଳ ଚାନ୍ଦିପୁରର ସମନ୍ୱିତ ପରୀକ୍ଷଣ ଘାଟୀରେ ସଫଳତାର ସହ ସମ୍ପାଦନ କରାଯାଇଛି । ରକେଟ୍କୁ ସର୍ବାଧିକ 120 କିଲୋମିଟର ପର୍ଯ୍ୟନ୍ତ ପରୀକ୍ଷଣ!-->…
Read More...
Read More...