ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୀତା ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମାର୍ଗଶୀର ମାସ ଶୁକ୍ଳ ତ୍ରୟୋଦଶୀ ଦିନ ଛତ୍ରପୁର ସ୍ଥିତ ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀମଦ୍ଭାଗବତ ଗୀତା ଜୟନ୍ତୀ ସମାରୋହ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଚାର୍ଯ୍ୟ କୈଳାସ
Read More...

ଜିଲ୍ଲା ସ୍ତରୀୟ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା

"ଦିବ୍ୟାଙ୍ଗ ଶିଶୁ ମାନେ ଆମ ସମାଜର ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ" ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଶିକ୍ଷା ବଲାଙ୍ଗିର ତରଫରୁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ଜିଲ୍ଲା ସ୍ତରୀୟ ସାଂସ୍କୃତିକ ଓ
Read More...

ଡିସେମ୍ବର ୭ରେ ମହମ୍ମଦ ଅସଲମ୍ ସ୍ମୃତି ସମାରୋହ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ସୁନାମଧନ୍ୟ ସାମ୍ବାଦିକ ସ୍ୱର୍ଗତ ମହମ୍ମଦ ଅସଲମ ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସଭାପତି ବିଜୟ ସାହୁଙ୍କ ସଭାପତିତ୍ୱରେ ଭବାନୀପାଟଣା ସହର ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ -୨୦୨୫ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ -୨୦୨୫ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନ ୯.୩୦ଟା ବେଳେ ସୁବର୍ଣ୍ଣପୁର ଡି.ଡି.ଆର୍.ସି କାର୍ଯ୍ୟାଳୟ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ତହସିଲ ଅଫିସ ଛକ, ପୁରୁଣା
Read More...

ଜିଲ୍ଲାପାଳଙ୍କ ଅଚାନକ ଡୁଙ୍ଗୁରିପାଲି ବ୍ଲକ ଗସ୍ତ

ଅନୁପସ୍ଥିତି ଦୁଇ ପେକ୍ସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଅଚାନକ ଗସ୍ତ କରି ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ, ଆର୍‌ଏମ୍‌ସି ମଣ୍ଡି, ଶୁଖା ପେକ୍ସ ବୁଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ
Read More...

ରାଧା ମାଧବ ମନ୍ଦିରରେ ଲାଗି ହେଲା ୧୦୮ ଭୋଗ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ରାଧା ମାଧବ ଭବବତ ମନ୍ଦିରରେ ମହାସମାରୋହରେ ପାଳିତ ହୋଇ ଯାଇଛି ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ । ଏହି ଅବସରରେ ପ୍ରଭୁ ରାଧାକୃଷ୍ଣଙ୍କ ଠାରେ ୧୦୮ ପ୍ରକାର ସୁସ୍ଵାଦୁ ଭୋଗ ଅର୍ପଣ କରାଯାଇଥିଲା । ପୂଜକ ବାସୁଦେବ ଶତପଥୀ ପୂଜା କାର୍ଯ୍ୟ ସମ୍ପାଦନ
Read More...

ଆଜି ଗନ୍ଧମାର୍ଦ୍ଦନରେ ପ୍ରସିଦ୍ଧ ଦୁର୍ଗେଇ ଦେବୀଙ୍କ ଯାତ୍ରା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠର ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡର ଦୁର୍ଗେଇଖୋଲ ଠାରେ ଆଜି ପ୍ରସିଦ୍ଧ ଦୁର୍ଗେଇ ଦେବୀଙ୍କ ଯାତ୍ରା ଆରମ୍ଭ ହେବ । ତ୍ରେତୟା ଯୁଗରୁ ପୂଜା ପାଇ ଆସୁଥିବା ମା' ଦୁର୍ଗେଇ ଦେବୀଙ୍କ
Read More...

ଶୈକ୍ଷିକ ସହଯୋଗରେ ନୂତନ ଅଧ୍ୟାୟ : ଆଇଆଇଏମସି ଢେଙ୍କାନାଳ ଏବଂ ଆଇଆଇଏମ୍ ସମ୍ବଲପୁର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ, (ପିଆଇବି) : ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି), ଏବଂ ସମ୍ବଲପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ମଧ୍ୟରେ ଆଜି ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି, ଯାହା ପୂର୍ବ ଭାରତରେ
Read More...

ସଞ୍ଚାର ସାଥୀ ଆପ୍ ର ବାଧ୍ୟତାମୂଳକ ପ୍ରି-ଇନଷ୍ଟଲେସନକୁ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ, (ପିଆଇବି) : ସବୁ ନାଗରିକଙ୍କୁ ସାଇବର ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସରକାର ସମସ୍ତ ସ୍ମାର୍ଟଫୋନରେ ସଞ୍ଚାର ସାଥୀ ଆପ୍ ପ୍ରି-ଇନଷ୍ଟଲେସନ୍ ବାଧ୍ୟତାମୂଳକ କରିଥିଲେ । ଏହି ଆପ୍ ସୁରକ୍ଷିତ ଏବଂ ସାଇବର ଅପରାଧୀଙ୍କ କବଳରୁ ନାଗରିକମାନଙ୍କୁ ସାହାଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ
Read More...

ଓଡ଼ିଶାରେ କାର୍ଯ୍ୟକାରୀ ପ୍ରମୁଖ ରେଳ ପ୍ରକଳ୍ପ ସମ୍ପର୍କରେ ସଂସଦରେ ସୂଚନା ଦେଲେ ରେଳ ମନ୍ତ୍ରୀ

● ଜୁନାଗଡ଼ ଏବଂ ନବରଙ୍ଗପୁର, ନବରଙ୍ଗପୁର-ଜୟପୁର, ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି● 2025-26ରେ ଓଡ଼ିଶାକୁ 13 ଗୁଣ ଅଧିକ 10,599 କୋଟି ଟଙ୍କାର ରେଳ ବଜେଟ୍ ଆବଣ୍ଟନ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ଜୁନାଗଡ଼ ଓ ନବରଙ୍ଗପୁର ନୂଆ ରେଳ ଲାଇନ,
Read More...