ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବବର୍ଷ ଉପଲକ୍ଷେ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୨୫ର ପ୍ରଥମ ଦିନରେ ସମସ୍ତ ଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଫୁଲ ଚନ୍ଦନ, ମିଷ୍ଟାନ୍ନ ଓ ଉପହାର ଦେଇ ସ୍ୱାଗତ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ
Read More...

ଗୋପବନ୍ଧୁ ପାଠାଗାରର ପ୍ରତିଷ୍ଠା ଦିବସ ଓ ନବବର୍ଷ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ଗୋପବନ୍ଧୁ ପାଠାଗାରର ୨୨ତମ ପ୍ରତିଷ୍ଠା ଦିବସ ସହ ନବବର୍ଷ ପାଳନ ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ହାଇଟେକ୍ ମେଡିକାଲ୍ କଲେଜର ସି.ଇ.ଓ. ଡା ସୁଶାନ୍ତ କୁମାର ଆଚାର୍ଯ୍ୟ,
Read More...

ନବବର୍ଷରେ ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି : ଦୁଇ ଗୋଷ୍ଠୀ ହେଲେ ମାର୍‌ପିଟ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବର୍ଷର ଆଗମନରେ ସମସ୍ତଙ୍କ ମୁହଁରେ ଖୁସି ଥିଲାବେଳେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନାକୁ ଲାଗିଲା ଝଟ୍‌କା । ଶାନ୍ତି ଖୋଜି ଥିବା ଥାନା ଅଧିକାରୀ କିଛି ଦିନ ତଳେ ସଫଳତା ପାଇଥିଲେ ପୁଣି ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ
Read More...

ଅସ୍ତ୍ରୋପଚାର ପାଇଁ ଯୁବ କୁଲୁତା ସମାଜର ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀନଗରପଡା ନିବାସୀ ପ୍ରଶାନ୍ତ ପ୍ରଧାନ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଗୋଡରେ ଗାଡି ଚଢିଯିବା ଯୋଗୁଁ ଅପରେସନ ପାଇଁ ଡାକ୍ତର ରକ୍ତ ଯୋଗାଡ କରିବାକୁ ପରାମର୍ଶ ଦେଇଥିଲେ । ରକ୍ତ ପାଇଁ ଅନେକ ଲୋକଙ୍କୁ ଫୋନ
Read More...

ଜାତୀୟ ସଡକ ସୁରକ୍ଷା ମାସ-୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ସୁରକ୍ଷା ମାସ ଅବସରରେ ରାଉରକେଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ସମ୍ପର୍କ ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ହନୁମାନ ବାଟିକା ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ବିଭବାଞ୍ଜନ ସାମନ୍ତ ସିଂ
Read More...

ଭୁବନେଶ୍ୱରରେ ନକଲି ସିମେଣ୍ଟ ଫ୍ୟାକ୍ଟ୍ରି ଠାବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ନକଲି ସିମେଣ୍ଟ କାରଖାନା । ବ୍ରାଣ୍ଡ ଅସଲି, ହେଲେ ସିମେଣ୍ଟ ନକଲି । ବଡଗଡ ଥାନା ଟଙ୍କପାଣି ରୋଡ ଅଞ୍ଚଳରେ ନକଲି ସିମେଣ୍ଟ କାରଖାନା ଠାବ କରିଛି କମିଶନରେଟ ପୋଲିସ । କୋଟି କୋଟି ଟଙ୍କାର ନକଲି ସିମେଣ୍ଟ ଜବତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ,
Read More...

ନବବର୍ଷର ଶୁଭେଚ୍ଛା ଜଣାଇବାକୁ ଆସି ଚର୍ଚ୍ଚାକୁ ଆସିଲେ ଓଡ଼ିଶା ପୋଲିସ କର୍ମଚାରୀ ମହାସଂଘ ସଭାପତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାନୁଆରୀ ପହିଲା ଦିନଟି ପବିତ୍ର ନୂଆବର୍ଷ ଅଟେ । ଏହି ଦିନଟି ଆମ ରାଜ୍ୟରେ ପ୍ରାୟତଃ ସରକାରୀ ଓ ବେସରକାରୀ ଏବଂ ବିଭିନ୍ନ ମହଲରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥାଏ । ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ପରସ୍ପରକୁ ଜଣାଇବା
Read More...

ପ୍ରଗତି ଉତ୍କଳ ସଂଘର ନବବର୍ଷ ଉପଲକ୍ଷେ ‘ମୋ ପ୍ରିୟ କବି ଓ କବିତା’ ପାଠ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଏକ ନିଆରା ଢଙ୍ଗରେ 'ମୋ ପ୍ରିୟ କବି ଓ କବିତା' କାର୍ଯ୍ୟକ୍ରମ ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଝିଅ ସବୁ କିଛି କରିପାରେ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସ୍ଥିତ ବାଦଲି କିସ୍ ଆବାସିକ ବିଦ୍ୟାଳୟରେ ନୂତନ ବର୍ଷ ପାଳନ ଅବସରରେ ଝିଅ ସବୁକିଛି କରି ପାରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ନୂତନ ବର୍ଷକୁ ଆହୁରି ସରସ ସୁନ୍ଦର କରିବା ପାଇଁ କିସ୍‌ ପରିସରରେ ଏକ
Read More...

କପିଲାଭଟାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି) ସ୍ଥାପନ ପାଇଁ ଦାବି

ବଙ୍ଗୋମୁଣ୍ଡା, (ଅଜୁର୍ନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି) ସ୍ଥାପନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି
Read More...