ଓଡ଼ିଆ ଭାଷା ଓ ସାହିତ୍ୟ ସମୃଦ୍ଧିରେ ସୋନପୁର ରାଜ ଦରବାରର ଭୂମିକା ଅତୁଳନୀୟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ରାଜ୍ୟ ସ୍ତରୀୟ ଓଡ଼ିଆ ଭାଷା ସମ୍ପାନ 'ଓଡ଼ିଆ ଭାଷା ଓ ସାହିତ୍ୟ ସମୃଦ୍ଧିରେ ସୋନପୁର ରାଜ ଦରବାରର ଭୂମିକା' ଶୀର୍ଷକରେ
Read More...

ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଲ ସଂଘ ନିର୍ବାଚନ

କୁମୁଦ ସଭାପତି ଓ ରଞ୍ଜିତ ସମ୍ପାଦକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଲ ସଂଘ ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହାର ଫଳଫଳ ଆଜି ପ୍ରକାଶ ପାଇଛି । ଏଥିରେ ସଭାପତି ପଦରେ ୧୭୦ ଖଣ୍ଡ ଭୋଟ କୁମୁଦ ମେହେର ଏବଂ
Read More...

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସେଲେଡିର ୧୬ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପବିତ୍ର ଶ୍ରୀ ପଞ୍ଚମୀ ତଥା ବୀରସୁରେନ୍ଦ୍ର ସାଏ ଜୟନ୍ତୀ ଏବଂ ନେତାଜୀ ଜୟନ୍ତୀ ଅବସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସେଲେଡି ଝାରପଡା ମାତୃବିହାର ତାର ୧୬ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ମ୍ୟାନେଜିଙ୍ଗ ଟ୍ରଷ୍ଟି ଶାଶ୍ୱତ
Read More...

ଶ୍ରୀ ଶ୍ରୀ ବଡ଼ ଗୋପାଳଜୀ ମହାପ୍ରଭୂଙ୍କ ଭବ୍ୟ ମନ୍ଦିର ବିଜେ ଉତ୍ସବ ଆରମ୍ଭ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ୨୫ ତାରିଖ ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ବଡ଼ ଗୋପାଳଜୀ ମହାପ୍ରଭୂଙ୍କ ଭବ୍ୟ ମନ୍ଦିର ବିଜେ ତଥା ପୁନଃ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏ ନେଇ ବଡ଼ ଗୋପାଳଜୀ ମନ୍ଦିର ପରିଚାଳନା କମିଟି ଓ ସୋନପୁର ଉପ ଜିଲ୍ଲାପାଳଙ୍କ
Read More...

୩୭ ତମ ସର୍ବଭାରତୀୟ ଲାଲ୍‌ମନି ସ୍ମାରକୀ କ୍ରିକେଟ୍

ଝାଡ଼ଖଣ୍ଡକୁ ହରାଇ ସେମିଫାଇନାଲରେ ସୁନ୍ଦରଗଡ଼ ଦଳ ପ୍ରବେଶ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧି ଷ୍ଟାଡିୟମରେ ଚାଲିଥିବା ୩୭ତମ ସର୍ବଭାରତୀୟ ଲାଲମନି ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିବସ
Read More...

ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାଶ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ତଥା ସ୍ଥାନୀୟ ବାସିନ୍ଦା ସ୍ୱର୍ଗତ ଡାକ୍ତର ବୃନ୍ଦାବନ ଚନ୍ଦ୍ର ଦାଶଙ୍କ ପୁଅ ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡା.ପୂର୍ଣ୍ଣଚନ୍ଦ୍ର ଦାଶ
Read More...

ଗାନ୍ଧୀଜୀ ଓ ନେତାଜୀଙ୍କ ବୈଚାରିକ ବିଭେଦକୁ ବ୍ୟକ୍ତିଗତ ବିବାଦର ରୂପ ଦିଆଯାଉଛି

ନେତାଜୀ ହିଁ ସର୍ବପ୍ରଥମେ ଗାନ୍ଧୀଜୀଙ୍କୁ ‘ଜାତିର ଜନକ’ କହିଥିଲେବୀର ସୁରେନ୍ଦ୍ର ସାଏଙ୍କ ଜାତୀ ପ୍ରେମର ପଟାନ୍ତର ନାହିଁ ଭୁବନେଶ୍ୱର : ସୁଭାଷ ଚନ୍ଦ୍ର ବୋଷ ଏମିତିରେ ହିଁ ଜଣେ ପ୍ରଚଣ୍ଡ ମେଧାବୀ, ପରାକ୍ରମୀ ଓ ଅପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରନାୟକ ଥିଲେ, ତାଙ୍କୁ ମହାନ୍ କହିବାକୁ ହେଲେ
Read More...

ଗଞ୍ଜାମ ଜିଲ୍ଲାର ପ୍ରାୟ ୧୯.୨ କିଲୋମିଟର ବିଶାଳ ବେଳାଭୂମି ସଫେଇ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବ ଆସନ୍ତା ଜାନୁଆରୀ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ହେତୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ତଟକୂଳ ଗୁଡ଼ିକର ସଫେଇ ଅଭିଯାନ ଆରମ୍ଭ କରିଛନ୍ତି । "ସ୍ୱଚ୍ଛ ବେଳାଭୂମି, ସୁନ୍ଦର ଓଡିଶା" ନାମେ
Read More...

ଲଣ୍ଡାପଥର ରାଜୁ ସ୍ମାରକୀ କ୍ରିକେଟ : ତୁଷ୍ଠାପାଲିକୁ ହରାଇ ଲଣ୍ଡାପଥର ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲଣ୍ଡାପଥର ଖେଳ ପଡ଼ିଆରେ ଗତ ୨୦ ତାରିଖରୁ ହୋଇ ଆସୁଥିବା ପ୍ରଥମ ରାଜୁ ଭୋଇ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଶନିବାର ଦିନ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଲଣ୍ଡାପଥର ଓ ତୁଷ୍ଠାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି
Read More...

ଜଙ୍ଗଲ ଘେରା ବିଲ ଭିତରେ ପଡିଥିବା ଅର୍ଦ୍ଧପଚା ଶବର ମିଳିଲା ପରିଚୟ

୭ଦିନ ଧରି ଥିଲେ ନିଖୋଜଆଜି ମିଳିଲା ଶବହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ମହାଲାଇ ପଞ୍ଚାୟତର ବୁଦେଲଗୁମା ଗାଁ ଜଙ୍ଗଲ ଭିତରେ ଥିବା ଏକ ମୁଗ ବିଲ ଉପରେ ଏକ ଦର ପୋଚା ଉଲଗ୍ନ ଶବକୁ ଆଜି ଠାବ କରିଥିଲା ଦେଓଗାଁ ପୁଲିସ । ତେବେ
Read More...