ଭାଇ ଘରୁ ଫେରୁଥିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ମହିଳା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ସଙ୍କୁଲେଇ ପଂଚାୟତ ବିଶିପାଲିର ଜଣେ ମହିଳା ବାଙ୍କାର୍ଜୁନ ଗାଁର ନିଜ ଭାଇଙ୍କ ଘରୁ ଫେରୁଥିବା ସମୟରେ ଦୁଇଟି ଭାଲୁ ଆକ୍ରମଣ କରଥିଲେ । ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ମହିଳା ଜଣକ ବିଶିପାଲିର ମେଂଚ ନାଏକ (୫୦) ବୋଲି ଜଣାପଡିଛି ।

Leave A Reply

Your email address will not be published.